ଏଣିକି ବିନା ଟେଷ୍ଟରେ ଆପଣ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ , ଜାଣନ୍ତୁ…..

The Sakala Picture
Published On

ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ବି ହେବ ଆପଣଙ୍କ ଲାଇସେନ୍ସ । ଖୁବ ଶୀଘ୍ର ଆରଟିଓରେ ଡ୍ରାଇଭିଂ ଟେଷ୍ଟ ନଦେଇ ମଧ୍ୟ ଆପଣ ଲାଇସେନ୍ସ ପ୍ରସ୍ତୁତ କରିପାରିବେ । ଡକ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ଏବଂ ରିନ୍ୟୁଅଲ କରିବା ପାଇଁ ନୂଆ ଗାଇଡଲାଇନ ନେଇଆସିଛନ୍ତି । ଯାହା ଜୁଲାଇ ମାସ ସୁଦ୍ଧା ଲାଗୁ କରାଯିବାର ଯୋଜନା ରହିଛି । । ଏହି ନୂଆ ନିୟମ ଅନୁସାରେ ଲାର୍ଣ୍ଣର ଲାଇସେନ୍ସ ପାଇବାର ପୁରା […]

ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ବି ହେବ ଆପଣଙ୍କ ଲାଇସେନ୍ସ । ଖୁବ ଶୀଘ୍ର ଆରଟିଓରେ ଡ୍ରାଇଭିଂ ଟେଷ୍ଟ ନଦେଇ ମଧ୍ୟ ଆପଣ ଲାଇସେନ୍ସ ପ୍ରସ୍ତୁତ କରିପାରିବେ । ଡକ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ଏବଂ ରିନ୍ୟୁଅଲ କରିବା ପାଇଁ ନୂଆ ଗାଇଡଲାଇନ ନେଇଆସିଛନ୍ତି । ଯାହା ଜୁଲାଇ ମାସ ସୁଦ୍ଧା ଲାଗୁ କରାଯିବାର ଯୋଜନା ରହିଛି । । ଏହି ନୂଆ ନିୟମ ଅନୁସାରେ ଲାର୍ଣ୍ଣର ଲାଇସେନ୍ସ ପାଇବାର ପୁରା ପ୍ରକ୍ରିୟା ଅନଲାଇନ ଜରିଆରେ ହେବ । ଆପଣଙ୍କ ଆପ୍ଲିକେସନ ଠାରୁ ଆରମ୍ଭ କରି ଲାଇସେନ୍ସର ପ୍ରିଣ୍ଟିଂ ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ଦ୍ୱାରା ହେବ ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ନୂଆ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏହିଭଳି ଗାଇଡଲାଇନ ଅଣାଯାଇଛି । ଏବେ ଆପଣ ନିଜର ରେଜିଷ୍ଟ୍ରେସନ ସାର୍ଟିଫିକେଟର ରିନ୍ୟୁଅଲ ୬୦ ଦିନ ଆଡଭାନ୍ସରେ କରିପାରିବେ । ତାସହ ଟେମ୍ପୁରାରୀ ରେଜିଷ୍ଟ୍ରେସନର ସମୟ ସୀମା ମଧ୍ୟ ଏବେ ୧ ମାସରୁ ବୃଦ୍ଦି କରି ୬ମାସ କରିଦିଆଯାଇଛି । ତେଣୁକରି ବର୍ତ୍ତମାନ ଡ୍ରାଇଭିଂ ସହ ଜଡିତ ସମସ୍ତ କାମ ପାଇଁ ଆପଣଙ୍କୁ ଆଉ ଆରଟିଓ ଯିବାକୁ ପଡିବନି । ଘରେ ବସି ଏ ସମସ୍ତ କାମ ଅନଲାଇନ ଜରିଆରେ କରିହେବ । ତାସହ ନିଜର ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଅନଲାଇନ ଜରିଆରେ ଆପଣଙ୍କୁ ଯେ କୈାଣସି ଏକ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ସ୍କୁଲରେ ରେଜିଷ୍ଟ୍ରେସନ କରାଇବାକୁ ପଡିବ । ଏହିଠାରୁ ପୁରା ଟ୍ରେନିଙ୍ଗ ନେବା ପରେ ହିଁ ଆପଣଙ୍କର ଏକ ଅନଲାଇନ ପରୀକ୍ଷା ହେବ ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଯଦି ଆପଣ ସେହି ପରୀକ୍ଷାରେ ପାସ୍ କରୁଛନ୍ତି ତାହାଲେ ଯାଇ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ । ସବୁଠୁ ଖାସ୍ କଥା ହେଉଛି ଆପଣଙ୍କୁ ନିଜ କାର୍ କିମ୍ବା ବାଇକ କୁ ଆରଟିଓ ଅଫିସ ନେଇ ଯିବାକୁ ପଡିବନି । ଆଉ ଆପଣଙ୍କ ଟ୍ରେନିଙ୍ଗ ଓ ପରୀକ୍ଷା ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟାକୁ ଇଲୋକ୍ଟ୍ରୋନିକାଲି ରେକର୍ଡ କରାଯିବ । ସଡକ ଓ ପରିବହନ ମନ୍ତ୍ରଣାଳୟ ଅନୁସାରେ ଡ୍ରାଇଭିଂ ଟ୍ରେନିଙ୍ଗ ସେଣ୍ଟରର ମାନ୍ୟତା ସେହିମାନଙ୍କୁ ଦିଆଯିବ ଯେଉଁମାନଙ୍କ ପାଖରେ ଡ୍ରାଇଭିଂ ଟ୍ରାକ,ଆଇଟି ଓ ବାୟୋମେଟ୍ରିକ ସିଷ୍ଟମ ଓ ନିର୍ଦ୍ଦାରିତ ସିଲାବସ ଅନୁସାରେ ଟ୍ରେନିଙ୍ଗ ସହ ଜଡିତ ସମସ୍ତ ସୁବିଧା ଉପଲବ୍ଧ ଥିବ ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

12 Jun 2021 By The Sakala

ଏଣିକି ବିନା ଟେଷ୍ଟରେ ଆପଣ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ , ଜାଣନ୍ତୁ…..

ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ବି ହେବ ଆପଣଙ୍କ ଲାଇସେନ୍ସ । ଖୁବ ଶୀଘ୍ର ଆରଟିଓରେ ଡ୍ରାଇଭିଂ ଟେଷ୍ଟ ନଦେଇ ମଧ୍ୟ ଆପଣ ଲାଇସେନ୍ସ ପ୍ରସ୍ତୁତ କରିପାରିବେ । ଡକ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ଏବଂ ରିନ୍ୟୁଅଲ କରିବା ପାଇଁ ନୂଆ ଗାଇଡଲାଇନ ନେଇଆସିଛନ୍ତି । ଯାହା ଜୁଲାଇ ମାସ ସୁଦ୍ଧା ଲାଗୁ କରାଯିବାର ଯୋଜନା ରହିଛି । । ଏହି ନୂଆ ନିୟମ ଅନୁସାରେ ଲାର୍ଣ୍ଣର ଲାଇସେନ୍ସ ପାଇବାର ପୁରା ପ୍ରକ୍ରିୟା ଅନଲାଇନ ଜରିଆରେ ହେବ । ଆପଣଙ୍କ ଆପ୍ଲିକେସନ ଠାରୁ ଆରମ୍ଭ କରି ଲାଇସେନ୍ସର ପ୍ରିଣ୍ଟିଂ ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ଦ୍ୱାରା ହେବ ।

ନୂଆ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏହିଭଳି ଗାଇଡଲାଇନ ଅଣାଯାଇଛି । ଏବେ ଆପଣ ନିଜର ରେଜିଷ୍ଟ୍ରେସନ ସାର୍ଟିଫିକେଟର ରିନ୍ୟୁଅଲ ୬୦ ଦିନ ଆଡଭାନ୍ସରେ କରିପାରିବେ । ତାସହ ଟେମ୍ପୁରାରୀ ରେଜିଷ୍ଟ୍ରେସନର ସମୟ ସୀମା ମଧ୍ୟ ଏବେ ୧ ମାସରୁ ବୃଦ୍ଦି କରି ୬ମାସ କରିଦିଆଯାଇଛି । ତେଣୁକରି ବର୍ତ୍ତମାନ ଡ୍ରାଇଭିଂ ସହ ଜଡିତ ସମସ୍ତ କାମ ପାଇଁ ଆପଣଙ୍କୁ ଆଉ ଆରଟିଓ ଯିବାକୁ ପଡିବନି । ଘରେ ବସି ଏ ସମସ୍ତ କାମ ଅନଲାଇନ ଜରିଆରେ କରିହେବ । ତାସହ ନିଜର ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଅନଲାଇନ ଜରିଆରେ ଆପଣଙ୍କୁ ଯେ କୈାଣସି ଏକ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ସ୍କୁଲରେ ରେଜିଷ୍ଟ୍ରେସନ କରାଇବାକୁ ପଡିବ । ଏହିଠାରୁ ପୁରା ଟ୍ରେନିଙ୍ଗ ନେବା ପରେ ହିଁ ଆପଣଙ୍କର ଏକ ଅନଲାଇନ ପରୀକ୍ଷା ହେବ ।

ଯଦି ଆପଣ ସେହି ପରୀକ୍ଷାରେ ପାସ୍ କରୁଛନ୍ତି ତାହାଲେ ଯାଇ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ । ସବୁଠୁ ଖାସ୍ କଥା ହେଉଛି ଆପଣଙ୍କୁ ନିଜ କାର୍ କିମ୍ବା ବାଇକ କୁ ଆରଟିଓ ଅଫିସ ନେଇ ଯିବାକୁ ପଡିବନି । ଆଉ ଆପଣଙ୍କ ଟ୍ରେନିଙ୍ଗ ଓ ପରୀକ୍ଷା ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟାକୁ ଇଲୋକ୍ଟ୍ରୋନିକାଲି ରେକର୍ଡ କରାଯିବ । ସଡକ ଓ ପରିବହନ ମନ୍ତ୍ରଣାଳୟ ଅନୁସାରେ ଡ୍ରାଇଭିଂ ଟ୍ରେନିଙ୍ଗ ସେଣ୍ଟରର ମାନ୍ୟତା ସେହିମାନଙ୍କୁ ଦିଆଯିବ ଯେଉଁମାନଙ୍କ ପାଖରେ ଡ୍ରାଇଭିଂ ଟ୍ରାକ,ଆଇଟି ଓ ବାୟୋମେଟ୍ରିକ ସିଷ୍ଟମ ଓ ନିର୍ଦ୍ଦାରିତ ସିଲାବସ ଅନୁସାରେ ଟ୍ରେନିଙ୍ଗ ସହ ଜଡିତ ସମସ୍ତ ସୁବିଧା ଉପଲବ୍ଧ ଥିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର