ମନୋରଞ୍ଜନ
୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ
କଟକ: ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲା ଠାରେ ଥିବା ଏକ ହୋଟେଲ୍ରେ ଏସଟିଏଫ କ୍ରାଇମବ୍ରାଞ୍ଚ ଚଢାଉ କରି ୧୭୫ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ଯ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢାଉ ବେଳେ ପୁଲିସ ହୋଟେଲ ମାଲିକ ସହ ଜଣେ କର୍ମଚାରୀକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ହୋଇଥିବା ହୋଟଲ ମାଲିକଙ୍କ ନାମ ପ୍ରଶାନ୍ତ ସାହୁ ବେଲି ଜଣା ପଡିଥିବା ବେଳେ ଅନ୍ଯଜଣେ ଗିରଫ […]
କଟକ: ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲା ଠାରେ ଥିବା ଏକ ହୋଟେଲ୍ରେ ଏସଟିଏଫ କ୍ରାଇମବ୍ରାଞ୍ଚ ଚଢାଉ କରି ୧୭୫ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ଯ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢାଉ ବେଳେ ପୁଲିସ ହୋଟେଲ ମାଲିକ ସହ ଜଣେ କର୍ମଚାରୀକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ହୋଇଥିବା ହୋଟଲ ମାଲିକଙ୍କ ନାମ ପ୍ରଶାନ୍ତ ସାହୁ ବେଲି ଜଣା ପଡିଥିବା ବେଳେ ଅନ୍ଯଜଣେ ଗିରଫ ହୋଇଥିବା କର୍ମଚାରୀଙ୍କ ନାଁ ଜଣାପଡ଼ି ନାହିଁ ।
ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି
ସୂଚନା ଅନୁଯାୟୀ, ଆଠଗଡ ଅଞ୍ଚଳରୁ ପ୍ରଥମ ଥର ପାଇଁ ଏସଟିଏଫ ଟିମ୍ ବ୍ରାଉନସୁଗର ଜବତ କରିଛି ।






