୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍‌ ଆଲର୍ଟ : ବଜ୍ରପାତ ସହ ପ୍ରବଳ ବର୍ଷିବ, ୬୦ରୁ ୭୦ କିମି ବେଗରେ ବହିବ ପବନ

The Sakala Picture
Published On

ଭୁବନେଶ୍ବର : ପ୍ରବଳ ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି। ଆଗାମୀ ୨ ଘଣ୍ଟା ପାଇଁ ୭ ଜିଲ୍ଲାକୁ ରେଡ୍‌ ଆର୍ଲଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ। କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼,ଯାଜପୁର, ବାଲେଶ୍ବର ଓ ଗଞ୍ଜାମକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨ ଘଣ୍ଟାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ। ଏଥି ସହିତ ଏହି ଜିଲ୍ଲାମାନଙ୍କରେ କୁଆପଥର ମାଡ ସହ ୬୦ରୁ ୭୦ କିମିବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ସେହିପରି ଟ୍ବିନ୍‌ […]

ଭୁବନେଶ୍ବର : ପ୍ରବଳ ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି। ଆଗାମୀ ୨ ଘଣ୍ଟା ପାଇଁ ୭ ଜିଲ୍ଲାକୁ ରେଡ୍‌ ଆର୍ଲଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ। କୋରାପୁଟ, କଟକ, ଖୋର୍ଦ୍ଧା, ନୟାଗଡ଼,ଯାଜପୁର, ବାଲେଶ୍ବର ଓ ଗଞ୍ଜାମକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨ ଘଣ୍ଟାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବ। ଏଥି ସହିତ ଏହି ଜିଲ୍ଲାମାନଙ୍କରେ କୁଆପଥର ମାଡ ସହ ୬୦ରୁ ୭୦ କିମିବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ସେହିପରି ଟ୍ବିନ୍‌ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ କାଳବୈଶାଖୀ ସମ୍ଭାବନା ରହିଛି।ବିଜୁଳି ଘଡଘଡି ସହ ବର୍ଷା ପଵନ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରର କେଦାରଗୌରୀ ମନ୍ଦିର ପରିସରକୁ 'ସଂରକ୍ଷିତ ସ୍ମାରକୀ' ଘୋଷଣା କଲେ ରାଜ୍ୟ ସରକାର

 

ଆହୁରି ପଢ଼ନ୍ତୁ: ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ: ଶଳାକୁ ପଥରରେ ଛେଚି ହତ୍ୟା କଲା ପିଶାଚ ଭିଣୋଇ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର