୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

The Sakala Picture
Published On

କଟକ: ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲା ଠାରେ ଥିବା ଏକ ହୋଟେଲ୍‌ରେ ଏସଟିଏଫ କ୍ରାଇମବ୍ରାଞ୍ଚ ଚଢାଉ କରି ୧୭୫ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ଯ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢାଉ ବେଳେ ପୁଲିସ ହୋଟେଲ ମାଲିକ ସହ ଜଣେ କର୍ମଚାରୀକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ହୋଇଥିବା ହୋଟଲ ମାଲିକଙ୍କ ନାମ ପ୍ରଶାନ୍ତ ସାହୁ ବେଲି ଜଣା ପଡିଥିବା ବେଳେ ଅନ୍ଯଜଣେ ଗିରଫ […]

କଟକ: ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲା ଠାରେ ଥିବା ଏକ ହୋଟେଲ୍‌ରେ ଏସଟିଏଫ କ୍ରାଇମବ୍ରାଞ୍ଚ ଚଢାଉ କରି ୧୭୫ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ହୋଇଥିବା ବ୍ରାଉନସୁଗରର ଆନୁମାନିକ ମୂଲ୍ଯ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢାଉ ବେଳେ ପୁଲିସ ହୋଟେଲ ମାଲିକ ସହ ଜଣେ କର୍ମଚାରୀକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ହୋଇଥିବା ହୋଟଲ ମାଲିକଙ୍କ ନାମ ପ୍ରଶାନ୍ତ ସାହୁ ବେଲି ଜଣା ପଡିଥିବା ବେଳେ ଅନ୍ଯଜଣେ ଗିରଫ ହୋଇଥିବା କର୍ମଚାରୀଙ୍କ ନାଁ ଜଣାପଡ଼ି ନାହିଁ ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ସୂଚନା ଅନୁଯାୟୀ,  ଆଠଗଡ ଅଞ୍ଚଳରୁ ପ୍ରଥମ ଥର ପାଇଁ ଏସଟିଏଫ ଟିମ୍ ବ୍ରାଉନସୁଗର ଜବତ କରିଛି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର