‘CID’ ଫେମ୍ ଦୀନେଶ ଫଡନିସଙ୍କ ଦେହାନ୍ତ

The Sakala Picture
Published On

ନୂଆଦିଲ୍ଲୀ: ଲୋକପ୍ରିୟ  ସୋ ‘CID’ ରେ ଫ୍ରେଡ୍ରିକ୍ସଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଦିନେଶ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକତ୍ସାଧିନ ଅବସ୍ଥାରେ ୫୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଅଭିନେତାଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରିରେ ଦୁଃଖର ବାତାବରଣ ଖେଳି ଯାଇଛି। ଖବର ଅନୁଯାୟୀ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଗତ ରବିବାରଠୁ ଦିନେଶଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ହୃଦଘାତ […]

ନୂଆଦିଲ୍ଲୀ: ଲୋକପ୍ରିୟ  ସୋ ‘CID’ ରେ ଫ୍ରେଡ୍ରିକ୍ସଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଦିନେଶ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକତ୍ସାଧିନ ଅବସ୍ଥାରେ ୫୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଅଭିନେତାଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରିରେ ଦୁଃଖର ବାତାବରଣ ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

ଖବର ଅନୁଯାୟୀ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଗତ ରବିବାରଠୁ ଦିନେଶଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ହୃଦଘାତ ହୋଇଥିବା କୁହାଯାଉଥିବା ବେଳେ ପରେ କିନ୍ତୁ ତାଙ୍କ ଲିଭରରେ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଥିଲା।

ଆହୁରି ପଢ଼ନ୍ତୁ: 'ଧୁରନ୍ଧର: ଦ ରିଭେଞ୍ଜ'ର ଦମଦାର ଟ୍ରେଲର ରିଲିଜ୍; ରଣବୀର ସାଜିଲେ 'ହମଜା', ଖଳନାୟକ ଭୂମିକାରେ ଅର୍ଜୁନ ରାମପାଲ

05 Dec 2023 By The Sakala

‘CID’ ଫେମ୍ ଦୀନେଶ ଫଡନିସଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଲୋକପ୍ରିୟ  ସୋ ‘CID’ ରେ ଫ୍ରେଡ୍ରିକ୍ସଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଦିନେଶ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକତ୍ସାଧିନ ଅବସ୍ଥାରେ ୫୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ଅଭିନେତାଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରିରେ ଦୁଃଖର ବାତାବରଣ ଖେଳି ଯାଇଛି।

ଖବର ଅନୁଯାୟୀ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଗତ ରବିବାରଠୁ ଦିନେଶଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ହୃଦଘାତ ହୋଇଥିବା କୁହାଯାଉଥିବା ବେଳେ ପରେ କିନ୍ତୁ ତାଙ୍କ ଲିଭରରେ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp