ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ, ଜବତ ହେଲା ଅଧକିଲୋରୁ ଉର୍ଦ୍ଧ୍ବ ବ୍ରାଉନସୁଗର

The Sakala Picture
Published On

ଭୁବନେଶ୍ବର: ପାର୍ବଣ ପୂର୍ବରୁ ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ । କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ମାରୁତି କାରରେ ଚାଲାଣ ହେଉଥିଲା ଏହି ଧଳାଜହର । ଆନନ୍ଦପୁର ଦେବାନନ୍ଦ ସାମଲଙ୍କୁ ଗିରଫ କରିଛି STF । କେସ ନମ୍ବର ୩୮୦, NDPS Act 1985 ରେ ତଦନ୍ତ ଜାରି ରଖିଛି ଏସଟିଏଫ । ପାର୍ବଣଙ୍କୁ ଦୃଷ୍ଟିରେ ରଖି ସ୍ପେଶାଲ ଡ୍ରାଇଭ ଜାରି ରଖିଛି STF ।  ୨୦୨୦ […]

ଭୁବନେଶ୍ବର: ପାର୍ବଣ ପୂର୍ବରୁ ନିଶା କାରବାର ଉପରେ STF ର ଜିରୋ ଟଲେରାନ୍ସ । କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ମାରୁତି କାରରେ ଚାଲାଣ ହେଉଥିଲା ଏହି ଧଳାଜହର । ଆନନ୍ଦପୁର ଦେବାନନ୍ଦ ସାମଲଙ୍କୁ ଗିରଫ କରିଛି STF । କେସ ନମ୍ବର ୩୮୦, NDPS Act 1985 ରେ ତଦନ୍ତ ଜାରି ରଖିଛି ଏସଟିଏଫ ।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ପାର୍ବଣଙ୍କୁ ଦୃଷ୍ଟିରେ ରଖି ସ୍ପେଶାଲ ଡ୍ରାଇଭ ଜାରି ରଖିଛି STF ।  ୨୦୨୦ ରୁ ଏବେ ମଧ୍ୟରେ ୭୨ କେଜି ବ୍ରାଉନସୁଗର ଜବତ ହୋଇ ସାରିଛି।  ୨୦୨ ଗ୍ରାମ କୋକେନ, ୧୧୬ କୁଇଣ୍ଟାଲ ଗଞ୍ଜେଇ, ୩ କେଜି ୬୫୦ ଗ୍ରାମ ଅଫିମ ଜବତ କରିଛି STF । ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି STF ଏସପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ସେହିପରି କମିଶନରେଟ ପୁଲିସ ହାତରେ ୪ ଜଣ ଗଞ୍ଜେଇ ମାଫିଆ ପଡ଼ିଛନ୍ତି।  ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ ।  କାର ସହ ଚାରି ବେପାରୀଙ୍କୁ ମାଡି ବସିଛି କ୍ରାଇମ ସ୍ପେଶାଲ ୟୁନିଟ । କାର ଭିତରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । କାର ଯୋଗେ ବିହାର ଚାଲାଣ ହେଉଥିଲା ଗଞ୍ଜେଇ । ଏ ନେଇ ସୂଚନା ଦେଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର