ସମ୍ପର୍କରେ ରକ୍ତର ଛିଟା: ବିଧବା ମାଆକୁ ହତ୍ୟା କଲା ପୁଅ

The Sakala Picture
Published On

ଫୁଲବାଣୀ: ସମ୍ପର୍କରେ ରକ୍ତର ଛିଟା। ବିଧବା ମାଆକୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡ଼ାଙ୍ଗୀସାହିରେ। ୬୦ ବର୍ଷର କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ହତ୍ୟାକରିଛି ପୁଅ ଜିତେନ୍ଦ୍ର କହଁର( ୩୧)। ଏନେଇ ଥାନାରେ ୮୪/୨୦୨୨ ରେ ଏକ ହତ୍ୟା ମାମଲା ରୁଜୁ କରି ଟାଉନ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

27 May 2022 By The Sakala

ସମ୍ପର୍କରେ ରକ୍ତର ଛିଟା: ବିଧବା ମାଆକୁ ହତ୍ୟା କଲା ପୁଅ

ଫୁଲବାଣୀ: ସମ୍ପର୍କରେ ରକ୍ତର ଛିଟା। ବିଧବା ମାଆକୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡ଼ାଙ୍ଗୀସାହିରେ। ୬୦ ବର୍ଷର କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ହତ୍ୟାକରିଛି ପୁଅ ଜିତେନ୍ଦ୍ର କହଁର( ୩୧)। ଏନେଇ ଥାନାରେ ୮୪/୨୦୨୨ ରେ ଏକ ହତ୍ୟା ମାମଲା ରୁଜୁ କରି ଟାଉନ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର