ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

The Sakala Picture
Published On

ଭୁବନେଶ୍ବର: ନୂଆବର୍ଷ ଓ ବଡ଼ଦିନ ପୂର୍ବରୁ ନିଶା ମାଫିଆଙ୍କ ବିରୋଧରେ ଆକ୍ସନ। ସ୍ପେଶାଲ ଟାସ୍କଫୋର୍ସ ଜାଲରେ ବ୍ରାଉନସୁଗର ମାଫିଆ । କେନ୍ଦୁଝର ଯୋଡ଼ିଆଘାଟି ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗର। ଚଢ଼ାଉ ବେଳେ ଜବତ ହୋଇଛି ୧ କେଜି ୮୦ ଗ୍ରାମର ବ୍ରାଉନସୁଗର । ଜବତ ବ୍ରାଉନସୁଗରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଜଣେ ନିଶା ମାଫିଆକୁ ଗରିଫ କରା ଯାଇଛି। ଅଭିଯୁକ୍ତର ନାଁ ରାଜେନ୍ଦ୍ର କୁମାର ମାଝୀ […]

ଭୁବନେଶ୍ବର: ନୂଆବର୍ଷ ଓ ବଡ଼ଦିନ ପୂର୍ବରୁ ନିଶା ମାଫିଆଙ୍କ ବିରୋଧରେ ଆକ୍ସନ। ସ୍ପେଶାଲ ଟାସ୍କଫୋର୍ସ ଜାଲରେ ବ୍ରାଉନସୁଗର ମାଫିଆ । କେନ୍ଦୁଝର ଯୋଡ଼ିଆଘାଟି ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗର। ଚଢ଼ାଉ ବେଳେ ଜବତ ହୋଇଛି ୧ କେଜି ୮୦ ଗ୍ରାମର ବ୍ରାଉନସୁଗର । ଜବତ ବ୍ରାଉନସୁଗରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଜଣେ ନିଶା ମାଫିଆକୁ ଗରିଫ କରା ଯାଇଛି। ଅଭିଯୁକ୍ତର ନାଁ ରାଜେନ୍ଦ୍ର କୁମାର ମାଝୀ ( ୪୬ ) । କେସ ନମ୍ବର ୩୨ , NDPS ACT 1985 ରେ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସୂଚନା ଅନୁଯାୟୀ, ୨୦୨୦ରୁ ନାର୍କୋଟିକ୍ସ ଡ୍ରଗ୍ସ ବିରୋଧରେ ଜାରି ରହିଛି ଅଭିଯାନ । ୨୦୨୦ରୁ ଆଜି ମଧ୍ୟରେ ୭୪ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ, ୧୧୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

19 Dec 2023 By The Sakala

ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ବର: ନୂଆବର୍ଷ ଓ ବଡ଼ଦିନ ପୂର୍ବରୁ ନିଶା ମାଫିଆଙ୍କ ବିରୋଧରେ ଆକ୍ସନ। ସ୍ପେଶାଲ ଟାସ୍କଫୋର୍ସ ଜାଲରେ ବ୍ରାଉନସୁଗର ମାଫିଆ । କେନ୍ଦୁଝର ଯୋଡ଼ିଆଘାଟି ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନସୁଗର। ଚଢ଼ାଉ ବେଳେ ଜବତ ହୋଇଛି ୧ କେଜି ୮୦ ଗ୍ରାମର ବ୍ରାଉନସୁଗର । ଜବତ ବ୍ରାଉନସୁଗରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଜଣେ ନିଶା ମାଫିଆକୁ ଗରିଫ କରା ଯାଇଛି। ଅଭିଯୁକ୍ତର ନାଁ ରାଜେନ୍ଦ୍ର କୁମାର ମାଝୀ ( ୪୬ ) । କେସ ନମ୍ବର ୩୨ , NDPS ACT 1985 ରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ୨୦୨୦ରୁ ନାର୍କୋଟିକ୍ସ ଡ୍ରଗ୍ସ ବିରୋଧରେ ଜାରି ରହିଛି ଅଭିଯାନ । ୨୦୨୦ରୁ ଆଜି ମଧ୍ୟରେ ୭୪ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ, ୧୧୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର