ବିଜେପି ବିଧାୟକଙ୍କ କ୍ବାର୍ଟରରେ ଝିଆରୀଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର: ଖାରବେଳନଗର ଥାନା ଏମ୍ଏଲ୍ଏ କଲୋନୀରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍ରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ନାବାଳିକା ଜଣକ ରାଇରଙ୍ଗପୁର ବିଜେପି ବିଧାୟକ ନବଚରଣ ମାଝିଙ୍କ ଝିଆରୀ ହୋଇଥିବା ଜଣାପଡ଼ିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ନାବାଳିକା ଜଣକ କ’ଣ ପାଇଁ ଆତ୍ମହତ୍ୟା କଲେ ତାହାର ତଦନ୍ତ ପୁଲିସ ଜାଣି ରଖିଛି। […]
ଭୁବନେଶ୍ୱର: ଖାରବେଳନଗର ଥାନା ଏମ୍ଏଲ୍ଏ କଲୋନୀରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ବେକରେ ଓଢ଼ଣୀ ଲଗାଇ ଫ୍ୟାନ୍ରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ନାବାଳିକା ଜଣକ ରାଇରଙ୍ଗପୁର ବିଜେପି ବିଧାୟକ ନବଚରଣ ମାଝିଙ୍କ ଝିଆରୀ ହୋଇଥିବା ଜଣାପଡ଼ିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ନାବାଳିକା ଜଣକ କ’ଣ ପାଇଁ ଆତ୍ମହତ୍ୟା କଲେ ତାହାର ତଦନ୍ତ ପୁଲିସ ଜାଣି ରଖିଛି। ନାବାଳିକା ଏବଂ ତା’ର ଭାଇ ବିଧାୟକଙ୍କ ଘରେ ରହି ପାଠ ପଢ଼ୁଥିଲେ। ଯାହାଫଳରେ ଶନିବାର ରାତିରେ ଗୋଟିଏ ରୁମ୍ରେ ନାବାଳିକା ଥିବାବେଳେ ସେ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲା। ସକାଳୁ ସେ କବାଟ ନ ଖୋଲିବାରୁ ତା’ ଭାଇ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ସେହଭଳି ୟୁନିଟ୍-୯ ଅଞ୍ଚଳରେ ରହୁଥିବା ଜଣେ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି। ସେ ବେକରେ ରଶୀ ଲଗାଇ ଫ୍ୟାନ୍ରେ ଝୁଲି ପଡ଼ିଥିଲେ।