ଚର୍ଚ୍ଚାରେ ଯବାନିକା ଟାଣିଲେ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ଚର୍ଚ୍ଚାରେ ଯବନିକା ଟାଣିଲେ ନବୀନ ପଟ୍ଟନାୟକ। ପାର୍ଟି ଅଫିସ ବାହାରେ ହେଉଥିବା ବୈଠକକୁ ନବୀନ ନା ପସନ୍ଦ କରିଛନ୍ତି । ପାର୍ଟି ଅଫିସ୍‌ ‘ଶଙ୍ଖ ଭବନ’ରେ ବୈଠକ ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଆତୀତରେ କାର୍ତ୍ତିକ ପାଣ୍ଡିଆନ୍ ଦଳ ପାଇଁ ଅନେକ କାମ କରିଛନ୍ତି। ସେ ଏବେ ରାଜନୀତିରେ ନାହାନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇ ସାରଛନ୍ତି। ସେ ଏବେ କୌଣସି ଦଳୀୟ କାର୍ଯ୍ୟରେ ଲିପ୍ତ ନାହାଁନ୍ତି ବୋଲି ନବୀନ […]

ଭୁବନେଶ୍ବର: ଚର୍ଚ୍ଚାରେ ଯବନିକା ଟାଣିଲେ ନବୀନ ପଟ୍ଟନାୟକ। ପାର୍ଟି ଅଫିସ ବାହାରେ ହେଉଥିବା ବୈଠକକୁ ନବୀନ ନା ପସନ୍ଦ କରିଛନ୍ତି । ପାର୍ଟି ଅଫିସ୍‌ ‘ଶଙ୍ଖ ଭବନ’ରେ ବୈଠକ ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ଆତୀତରେ କାର୍ତ୍ତିକ ପାଣ୍ଡିଆନ୍ ଦଳ ପାଇଁ ଅନେକ କାମ କରିଛନ୍ତି। ସେ ଏବେ ରାଜନୀତିରେ ନାହାନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇ ସାରଛନ୍ତି। ସେ ଏବେ କୌଣସି ଦଳୀୟ କାର୍ଯ୍ୟରେ ଲିପ୍ତ ନାହାଁନ୍ତି ବୋଲି ନବୀନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ୨୦ ବିଜେପି ସାଂସଦଙ୍କ ଉପରେ ଭାରି ପଡ଼ୁଛନ୍ତି ଆନ୍ଧ୍ରର ୧୯ ସହଯୋଗୀ: ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଜଳଜଳ

ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି ନବୀବନ ପଟ୍ଟନାୟକ। ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ‘ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍‌ ଯାଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ବିପଦ: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ୩ ଦିନ ଦର୍ଶନ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର