ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିପାରେ ଏଲଜି ମୋବାଇଲ୍‌

The Sakala Picture
Published On

ନୂଆଦିଲ୍ଲୀ : ଆଉ ଗ୍ରାହକଙ୍କୁ ମିଳି ନ ପାରେ ଏଲଜି ସ୍ମାର୍ଟଫୋନ୍‌। ଦକ୍ଷିଣ କୋରିଆ ଭିତ୍ତିକ ଏହି କମ୍ପାନୀ ସ୍ମାର୍ଟଫୋନ୍‌ ବ୍ୟବସାୟରୁ ଓହରିଯିବାକୁ ଯୋଜନା କରୁଛି। କାରଣ କମ୍ପାନୀ ଏବେ ଏହାର ସ୍ମାର୍ଟଫୋନ୍‌ ଡିଭିଜନ୍‌ର କର୍ମଚାରୀଙ୍କୁ  ଅନ୍ୟ ବିଭାଗକୁ ସ୍ଥାନାନ୍ତର କରୁଥିବା ସୂଚନା ମିଳିଛି। ଏଳ୍‌ଜିର ମୋବାଇଲ ଭେଞ୍ଚରକୁ କିଣିବାକୁ କମ୍ପାନୀ ଏବେ ଗ୍ରାହକ ସନ୍ଧାନରେ ରହିଥିବା ଜଣାଯାିଛି। ବିଗତ କିଛି ବର୍ଷ ହେବ ପ୍ରଚୁର କ୍ଷତିରେ ଚାଲିଥିବା କମ୍ପାନୀ ନିଜର ମୋବାଇଲ୍‌ ୟୁନିଟ୍‌କୁ ବିକ୍ରି କରି ସ୍ମାର୍ଟଫୋନ୍‌ […]

ନୂଆଦିଲ୍ଲୀ : ଆଉ ଗ୍ରାହକଙ୍କୁ ମିଳି ନ ପାରେ ଏଲଜି ସ୍ମାର୍ଟଫୋନ୍‌। ଦକ୍ଷିଣ କୋରିଆ ଭିତ୍ତିକ ଏହି କମ୍ପାନୀ ସ୍ମାର୍ଟଫୋନ୍‌ ବ୍ୟବସାୟରୁ ଓହରିଯିବାକୁ ଯୋଜନା କରୁଛି। କାରଣ କମ୍ପାନୀ ଏବେ ଏହାର ସ୍ମାର୍ଟଫୋନ୍‌ ଡିଭିଜନ୍‌ର କର୍ମଚାରୀଙ୍କୁ  ଅନ୍ୟ ବିଭାଗକୁ ସ୍ଥାନାନ୍ତର କରୁଥିବା ସୂଚନା ମିଳିଛି। ଏଳ୍‌ଜିର ମୋବାଇଲ ଭେଞ୍ଚରକୁ କିଣିବାକୁ କମ୍ପାନୀ ଏବେ ଗ୍ରାହକ ସନ୍ଧାନରେ ରହିଥିବା ଜଣାଯାିଛି।

ଆହୁରି ପଢ଼ନ୍ତୁ: ଭାରତର ସ୍ୱଦେଶୀ ୫ମ ପିଢ଼ିର ଯୁଦ୍ଧବିମାନ 'AMCA': ୧୫,୦୦୦ କୋଟି ଟଙ୍କାର ମେଗା ପ୍ରୋଜେକ୍ଟ ପାଇଁ ଟେଣ୍ଡର ଜାରି

ବିଗତ କିଛି ବର୍ଷ ହେବ ପ୍ରଚୁର କ୍ଷତିରେ ଚାଲିଥିବା କମ୍ପାନୀ ନିଜର ମୋବାଇଲ୍‌ ୟୁନିଟ୍‌କୁ ବିକ୍ରି କରି ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦିନ ଥିଲା ସର୍ବଦା କିଛି ନା କିଛି ନୂଆ ଟେକ୍ନୋଲୋଜି ସହ ବଜାରକୁ ଆସୁଥିବା ଏଲଜି ମୋବାଇଲ୍‌ ଗ୍ରାହକଙ୍କ ପ୍ରିୟ ରହିଥିଲା। ଚାଇନର କମ୍ପାନୀଗୁଡିକ କମ୍‌ ଦାମରେ ମୋବାଇଲ୍‌ ବଜାରକୁ ଆଣିବା ପରେ ପ୍ରତିଦ୍ବନ୍ଦିତାମୂଳକ ବଜାରରେ କମ୍ପାନୀ ତିଷ୍ଠିପାରୁନାହିଁ। ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଲଜି ଖୁବଶୀଘ୍ର  ଏହାର ମୋବାଇଲ ଫୋନ୍‌ ୟୁନିଟ୍‌କୁ ବ୍ରିକ୍ରି କରିବା ବଦଳରେ ବନ୍ଦ କରିପାରେ। କମ୍ପାନୀ ପକ୍ଷରୁ ଭିଏତନାମର ଓ୍ବେନଗ୍ରୁପ୍‌ ଏବଂ ଜର୍ମାନୀ ଫକ୍ସଓ୍ବାଗନ ଏଜି ସହ ଆଲୋଚନା ହୋଇଥିଲା।

ଆହୁରି ପଢ଼ନ୍ତୁ: ଚନ୍ଦ୍ରଯାନ-୨କୁ ବଡ଼ ସଫଳତା: ଚନ୍ଦ୍ରର ଦକ୍ଷିଣ ମେରୁରେ ମିଳିଲା ବରଫ ଥିବାର ପ୍ରମାଣ

03 Apr 2021 By The Sakala

ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିପାରେ ଏଲଜି ମୋବାଇଲ୍‌

ନୂଆଦିଲ୍ଲୀ : ଆଉ ଗ୍ରାହକଙ୍କୁ ମିଳି ନ ପାରେ ଏଲଜି ସ୍ମାର୍ଟଫୋନ୍‌। ଦକ୍ଷିଣ କୋରିଆ ଭିତ୍ତିକ ଏହି କମ୍ପାନୀ ସ୍ମାର୍ଟଫୋନ୍‌ ବ୍ୟବସାୟରୁ ଓହରିଯିବାକୁ ଯୋଜନା କରୁଛି। କାରଣ କମ୍ପାନୀ ଏବେ ଏହାର ସ୍ମାର୍ଟଫୋନ୍‌ ଡିଭିଜନ୍‌ର କର୍ମଚାରୀଙ୍କୁ  ଅନ୍ୟ ବିଭାଗକୁ ସ୍ଥାନାନ୍ତର କରୁଥିବା ସୂଚନା ମିଳିଛି। ଏଳ୍‌ଜିର ମୋବାଇଲ ଭେଞ୍ଚରକୁ କିଣିବାକୁ କମ୍ପାନୀ ଏବେ ଗ୍ରାହକ ସନ୍ଧାନରେ ରହିଥିବା ଜଣାଯାିଛି।

ବିଗତ କିଛି ବର୍ଷ ହେବ ପ୍ରଚୁର କ୍ଷତିରେ ଚାଲିଥିବା କମ୍ପାନୀ ନିଜର ମୋବାଇଲ୍‌ ୟୁନିଟ୍‌କୁ ବିକ୍ରି କରି ସ୍ମାର୍ଟଫୋନ୍‌ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଦିନ ଥିଲା ସର୍ବଦା କିଛି ନା କିଛି ନୂଆ ଟେକ୍ନୋଲୋଜି ସହ ବଜାରକୁ ଆସୁଥିବା ଏଲଜି ମୋବାଇଲ୍‌ ଗ୍ରାହକଙ୍କ ପ୍ରିୟ ରହିଥିଲା। ଚାଇନର କମ୍ପାନୀଗୁଡିକ କମ୍‌ ଦାମରେ ମୋବାଇଲ୍‌ ବଜାରକୁ ଆଣିବା ପରେ ପ୍ରତିଦ୍ବନ୍ଦିତାମୂଳକ ବଜାରରେ କମ୍ପାନୀ ତିଷ୍ଠିପାରୁନାହିଁ। ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଲଜି ଖୁବଶୀଘ୍ର  ଏହାର ମୋବାଇଲ ଫୋନ୍‌ ୟୁନିଟ୍‌କୁ ବ୍ରିକ୍ରି କରିବା ବଦଳରେ ବନ୍ଦ କରିପାରେ। କମ୍ପାନୀ ପକ୍ଷରୁ ଭିଏତନାମର ଓ୍ବେନଗ୍ରୁପ୍‌ ଏବଂ ଜର୍ମାନୀ ଫକ୍ସଓ୍ବାଗନ ଏଜି ସହ ଆଲୋଚନା ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp