Tapas Ranjan Nanda

ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପାଟଣା ଗ୍ରାମରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁଅଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ମିଥ୍ୟା ଅଭିଯୋଗକୁ ବିରୋଧ କରି ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗ୍ରାମର ପୁରୁଷ ଓ ମହିଳାମାନେ ହଟ ସାମନ୍ତରାୟ ଏବଂ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ଇନ୍‌ଫୋଭ୍ୟାଲି ଥାନାରେ ଏତଲା ରୁଜୁ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ କଲେଜ ଛାତ୍ରଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ...
ଓଡ଼ିଶା  ବଡ ଖବର  ଖୋର୍ଦ୍ଧା  ଭୁବନେଶ୍ବର 

କୃଷ୍ଣପ୍ରସାଦ ଥାନା ପକ୍ଷରୁ 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ: ମହିଳା ଓ କିଶୋରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ଥାନା ପକ୍ଷରୁ କିଶୋରୀ ବାଳିକା ଏବଂ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସ୍ୱତନ୍ତ୍ର 'ଜୁଭେଣ୍ଟିକା' ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ଚାପମୁକ୍ତ ଜୀବନଯାପନ ଏବଂ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଛି। ଥାନା...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ଓଏମସିର କୋଡିଙ୍ଗାମାଳି ଖଣି ସମ୍ପ୍ରସାରଣ ସପକ୍ଷରେ ସ୍ଥାନୀୟ ଲୋକେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସରକାର ପ୍ରତିବଦ୍ଧ

ଓଡ଼ିଶା ଖଣି ନିଗମ (ଓଏମସି) ଦ୍ୱାରା କୋଡ଼ିଙ୍ଗାମାଳି ଖଣି ବିଗତ ଆଠ ବର୍ଷ ଧରି ପରିଚାଳିତ ହୋଇଆସୁଛି, ଯାହାକି ଓଡ଼ିଶାର କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ରହିଛି। ଏଠାରୁ ଉତ୍ପାଦିତ ବକ୍ସାଇଟ୍ ରାଜ୍ୟର ଶିଳ୍ପଗୁଡ଼ିକୁ ଯୋଗାଇ ଦିଆଯାଏ, ଯାହା ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବର୍ତ୍ତମାନ ଏହି...
ଓଡ଼ିଶା 

ରେଳ ଷ୍ଟେସନରେ କାକୁଡ଼ିରେ ସବୁଜ ରଙ୍ଗ ଦେଉଛନ୍ତି ମହିଳା ଦେଖନ୍ତୁ ଭାଇରାଲ୍ ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ବିହାରର କଟିହାର ରେଳ ଷ୍ଟେସନର ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯାହା ଖାଦ୍ୟ ସୁରକ୍ଷା ନିୟମକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଭିଡିଓରେ ଜଣେ ମହିଳା କାକୁଡ଼ିକୁ ସତେଜ ଦେଖାଇବା ପାଇଁ ସେଥିରେ ସବୁଜ ରଙ୍ଗ ବୋଳୁଥିବା ଦେଖିବାକୁ ମିଳୁଛି। ଏହି ଘଟଣା ସାମ୍ନାକୁ ଆସିବା...
ଦେଶ- ବିଦେଶ  ଭାଇରାଲ ଭିଡିଓ 

ପୁରୀରେ ମାନସିଂହ ସାହିତ୍ୟ ସଂସଦର ୬୫ତମ କବିତା ଆସର: ଶତାଧିକ ଯୁବକବିଙ୍କ ସମାଗମ

ପୁରୀ: କୃଷ୍ଣପ୍ରସାଦ ନନ୍ଦଳା ସ୍ଥିତ ମାନସିଂହ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ୬୫ତମ କବିତା ଆସର ଏବଂ ଏକ ଦିବସୀୟ କବି କର୍ମଶାଳା ପୁରୀ ସଂସ୍କୃତି ଭବନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। 'କବି, କବିତା ଓ କାବ୍ୟଭୂମି' ଶୀର୍ଷକରେ ଆୟୋଜିତ ଏହି ସାରସ୍ୱତ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଯୁବକବି ଅଂଶଗ୍ରହଣ କରିଥିଲେ।...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ବେଦାନ୍ତ ଲାଞ୍ଜିଗଡ଼ର ପ୍ରଥମ ୨୪ ଘଣ୍ଟିଆ ଟେଲିମେଡିସିନ୍ ସୁବିଧାର ଉଦଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଏକ ଭର୍ଚୁଆଲ୍ ଇଭେଣ୍ଟ ମାଧ୍ୟମରେ ଟାଟା ଓ୍ବାନ ଏମଜି  ସହଭାଗୀତାରେ ଆରମ୍ଭ ହୋଇଥିବା ବେଦାନ୍ତ ଆଲୁମିନିୟମର ପ୍ରଥମ ୨୪ ଘଣ୍ଟିଆ ଟେଲିମେଡିସିନ୍ ସୁବିଧାର ଉଦଘାଟନ କରିଛନ୍ତି। ଏହି ପଦକ୍ଷେପ କଳାହାଣ୍ଡିରେ ସ୍ୱାସ୍ଥ୍ୟସେବା ପହଞ୍ଚକୁ ସୁଦୃଢ଼ ​​କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ।...
ଓଡ଼ିଶା 

ମଇ ୨ରେ NDMA ପକ୍ଷରୁ ମୋବାଇଲ୍‌ରେ ସେଲ୍ ବ୍ରଡକାଷ୍ଟ ଆଲର୍ଟ ପରୀକ୍ଷା, ମେସେଜ୍ ଆସିଲେ ଭୟଭୀତ ହୁଅନ୍ତୁ ନାହିଁ

ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପକ୍ଷରୁ ଆସନ୍ତା ୨ ମଇ ୨୦୨୬ ତାରିଖରେ ଆପଣଙ୍କ ଅଞ୍ଚଳରେ ସେଲ୍ ବ୍ରଡକାଷ୍ଟ ଆଲର୍ଟ (Cell Broadcast Alerts) ସିଷ୍ଟମ୍‌ର ପରୀକ୍ଷା କରାଯିବ। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ସମୟରେ ଲୋକଙ୍କୁ ତୁରନ୍ତ ସତର୍କ କରାଇବା ଉଦ୍ଦେଶ୍ୟରେ ଏହି ବିଶେଷ ବ୍ୟବସ୍ଥାର କାର୍ଯ୍ୟକ୍ଷମତାକୁ ଯାଞ୍ଚ କରାଯାଉଛି। ଯଦି...
ଓଡ଼ିଶା  ବଡ ଖବର 

ମେ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ: ଜାଣନ୍ତୁ କେମିତି ଚେକ୍ କରିବେ ରେଜଲ୍ଟ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE Odisha) ଦ୍ୱାରା ପରିଚାଳିତ ଦଶମ ବା ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ୨ ତାରିଖରେ ପ୍ରକାଶ ପାଇବ। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସରକାରୀ ଭାବେ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମେ ୨ ତାରିଖ ଅପରାହ୍ନ ୪ଟା...
ଓଡ଼ିଶା  ବଡ ଖବର 

ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ଗାଁ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡଝାଡ଼ ଗ୍ରାମ ପଞ୍ଚାୟତର ଗୋବରଧୂଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁ ପୋଖରୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଗୋବରଧୂଳି ଗ୍ରାମର ଗୋଲଖ ପାହାନଙ୍କ ପୁଅ ବାଦଲ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନ

ଗତ ଏପ୍ରିଲ ୨୫ ତାରିଖରେ ଟୋରୋଣ୍ଟୋରେ ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନ କରାଯାଇଛି । ଏହି ଅବସରରେ କାନାଡାରେ ଟୋରୋଣ୍ଟୋରେ ଅବସ୍ଥିତ ପ୍ରାୟ ୨୦୦ ଓଡ଼ିଆ ପରିବାର ଯୋଗଦାନ କରିଥିଲେ । ଓଡ଼ିଆ ସଂସ୍କୃତିକୁ ଓଡିଶା ମାଟିରୁ ଅନତି ଦୂରରେ ଜୀବିତ ରଖିବାରେ ଓଡିଶା ସୋସାଇଟି ଅଫ କାନାଡ଼ାର ଏହି...
ଦେଶ- ବିଦେଶ 

କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ଥାନାରେ ନୂତନ ଅଧିକାରୀ ଭାବେ ବିଚିତ୍ରାନନ୍ଦ ପ୍ରଧାନ ଯୋଗଦେବା ପରେ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ବ୍ୟାପକ ସୁଧାର ଆସିଛି। ଚୋରି, ରାହାଜାନି ଓ ନିଶା ବେପାର ଭଳି ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାରେ ପୋଲିସ ସଫଳତା ହାସଲ କରିଛି। ମାଲୁଦ ବଜାର ଗୁଳିକାଣ୍ଡର ସଫଳ ପର୍ଦ୍ଦାଫାଶ ନିକଟରେ...
ଓଡ଼ିଶା  ପୁରୀ  କୃଷ୍ଣପ୍ରସାଦ 

 
 
 
Gold Rates
LIVE
 
 
 
 
 
24K
 
Purity 99.9%
11,662
per gram
 
 
 
 
 
 
 
22K
 
Purity 91.6%
10,682
per gram
 
 
 
 
 
 
 
18K
 
Purity 75.0%
8,746
per gram
 
 
 
Today's Gold Rate in Bhubaneswar
 
Updated Daily 11 AM