ମନୋରଞ୍ଜନ

'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?
ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା
ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'
'ପୁଷ୍ପା ୨'ରେ ଶାଢ଼ୀ ପିନ୍ଧିବା ମୋ ଜୀବନର ସବୁଠାରୁ 'ଆଲଫା' କାମ: ଅଲ୍ଲୁ ଅର୍ଜୁନ
ରାଜନୀତିରେ ମଧ୍ୟ ନିଜକୁ 'ବାହାର ଲୋକ' ଭାବୁଛନ୍ତି କଙ୍ଗନା ରଣାୱତ! ଅଶ୍ଳୀଳ ଆରୋପ ଉପରେ ହେଟର୍ସଙ୍କୁ ଦେଲେ କଡ଼ା ଜବାବ
ସୁକେଶ ଠକେଇ ମାମଲା: ଇଡି ଜେରା ସମୟକୁ ମନେ ପକାଇ କ୍ୟାମେରା ସାମ୍ନାରେ କାନ୍ଦିଲେ ନୋରା ଫତେହୀ

ଜୀବନଚର୍ଯ୍ୟା

ବାର୍ଦ୍ଧକ୍ୟ ନୁହେଁ, ବରଂ ୩୦ ବର୍ଷ ବୟସରୁ ଆରମ୍ଭ ହୁଏ ମାଂସପେଶୀ କ୍ଷୟ: ଜାଣନ୍ତୁ କିପରି ରଖିବେ ନିଜକୁ ସୁସ୍ଥ
ହୃଦରୋଗୀଙ୍କ ପାଇଁ କେଉଁ ଶୋଇବା ସ୍ଥିତି ସବୁଠାରୁ ଭଲ? ଜାଣନ୍ତୁ କ'ଣ କରିବେ ଏବଂ କ'ଣ ନୁହେଁ
ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ
ସ୍କିନକେୟାର ସେରମ୍ କିଣିବାକୁ ଯାଉଛନ୍ତି କି? ଉପାଦାନରୁ ଆରମ୍ଭ କରି ସ୍କିନ୍ ଟାଇପ୍ ପର୍ଯ୍ୟନ୍ତ, କିଣିବା ପୂର୍ବରୁ ଜାଣନ୍ତୁ ଏହିସବୁ କଥା
ଦୀର୍ଘ ସମୟ ଧରି ବସି ରହୁଛନ୍ତି କି? ଫିଟନେସ୍ କୋଚ୍ ଡାନ୍ ଗୋ'ଙ୍କଠାରୁ ଶିଖନ୍ତୁ ସୁସ୍ଥ ରହିବାର '୫-ମିନିଟ୍ ଏକ୍ସରସାଇଜ୍ ସ୍ନାକ୍' ଫଣ୍ଡା
ଏକ ସୁସ୍ଥ ଜୀବନଶୈଳୀ ଥାଇ ମଧ୍ୟ ଖରାପ ନିଦ୍ରା ହୃଦୟର କ୍ଷତି କରିପାରେ କି? ଜାଣନ୍ତୁ କାର୍ଡିଓଲୋଜିଷ୍ଟଙ୍କ ମତ

ଭୁବନେଶ୍ବର

ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ନେଇ ଇନ୍‌ଫୋଭ୍ୟାଲି ଥାନାରେ ଏତଲା ରୁଜୁ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ କଲେଜ ଛାତ୍ରଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ...
ଓଡ଼ିଶା  ବଡ ଖବର  ଖୋର୍ଦ୍ଧା  ଭୁବନେଶ୍ବର 

ଶିଶୁପାଳଗଡ଼ରେ ମା’ ଡାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ଏକାମ୍ର ବିଧାୟକ

ଭୁବନେଶ୍ୱର: ଐତିହାସିକ ଶିଶୁପାଳଗଡ଼ ସ୍ଥିତ ବଡ଼ଟାଙ୍ଗୀ ଗ୍ରାମରେ ଓଁ ମା’ ଡ଼ାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ମନ୍ଦିର ପ୍ରତିଷ୍ଠା ଦିବସ ସହିତ ଏଠାରେ...
ଓଡ଼ିଶା  ଖୋର୍ଦ୍ଧା  ଭୁବନେଶ୍ବର 

ଧଉଳି ଗଣଦୁଷ୍କର୍ମ ମାମଲା: ବରଗଡ଼ରୁ ଆଉ ଜଣେ ଅଭିଯୁକ୍ତ ଗିରଫ, ଜାରି ରହିଛି ପୋଲିସର ଛାନଭିନ

ଭୁବନେଶ୍ୱର ଧଉଳି ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ନାବାଳିକା ଗଣଦୁଷ୍କର୍ମ ମାମଲାରେ କମିଶନରେଟ୍ ପୋଲିସକୁ ମିଳିଛି ଆଉ ଏକ ସଫଳତା। ପୋଲିସର ସ୍ୱତନ୍ତ୍ର ଟିମ୍ ବା ସ୍ପେଶାଲ ସ୍କ୍ୱାଡ୍ ଆଜି ଏହି ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ସାଗର ଜେନା ଏବଂ ତାକୁ ବରଗଡ ଅଞ୍ଚଳରୁ କାବୁ କରାଯାଇଥିବା...
ଓଡ଼ିଶା  ବଡ ଖବର  ଖୋର୍ଦ୍ଧା  ଭୁବନେଶ୍ବର 

ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’ – ଏକ ନୂଆ ସ୍ୱାସ୍ଥ୍ୟ ସଚେତନତା ପ୍ଲାଟଫର୍ମ

ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର, ଭାରତର ଅଗ୍ରଣୀ ହସ୍ପିଟାଲ୍ ନେଟୱର୍କ ମଣିପାଲ୍ ହସ୍ପିଟାଲ୍ସ ଗ୍ରୁପ୍ ଅଧୀନରେ, ‘‘MAHI (Manipal Hospitals Healthy India)’ ନାମରେ ଏକ ନୂଆ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ଓ ୱେଲନେସ୍ ପ୍ଲାଟଫର୍ମ ଆରମ୍ଭ କରିଛି । ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ...
ଓଡ଼ିଶା  ଭୁବନେଶ୍ବର 

ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲରେ ଉତ୍ସାହର ସହ ପାଳିତ ହେଲା ବଡ଼ଦିନ ଓ ନୂତନ ବର୍ଷ ଉତ୍ସବ

ଭୁବନେଶ୍ବର: ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ପରିସରରେ ବଡ଼ଦିନ ଏବଂ ଆଗାମୀ ନୂତନ ବର୍ଷର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରାର୍ଥନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ।...
ଭୁବନେଶ୍ବର  ବାଳକାଟି 

ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲରେ ଦୁଇ ଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସ୍ପୋର୍ଟ୍ସ କାର୍ଣ୍ଣିଭାଲ-୨୦୨୫’ ଉଦଯାପିତ

ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲରେ ଚଳିତ ବର୍ଷର ବାର୍ଷିକ କ୍ରୀଡ଼ା ଉତ୍ସବ 'ସ୍ପୋର୍ଟ୍ସ କାର୍ଣ୍ଣିଭାଲ-୨୦୨୫' ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ଏବଂ ୨୦ ତାରିଖ ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ...
ଓଡ଼ିଶା  ଖୋର୍ଦ୍ଧା  ଭୁବନେଶ୍ବର