ବିସିସିଆଇର ଐତିହାସିକ ନିଷ୍ପତ୍ତି: ରହିବନି ଭେଦଭାବ, ଉଭୟ ପୁରୁଷ ଓ ମହିଳା ଟିମଙ୍କୁ ମିଳିବ ସମାନ ମ୍ୟାଚ୍ ଫି
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର। ଏଣିକି ପୁରୁଷ ଟିମକୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମକୁ ମଧ୍ୟ ସେତେକି ଫି ମିଳିବ ବୋଲି ବିସିସିଆଇ ଘୋଷଣା କରିଛି। ଏ ନେଇ ବିସିସିଆଇ ସେକ୍ରେଟେରୀ ଜୟ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୁରୁଷ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି କମ୍ ଥିବାର ଅଭିଯୋଗ ହେଉଥିଲା। The @BCCIWomen cricketers will be paid the same match fee […]
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର। ଏଣିକି ପୁରୁଷ ଟିମକୁ ଯେତିକି ମ୍ୟାଚ୍ ଫି ମିଳିବ ମହିଳା ଟିମକୁ ମଧ୍ୟ ସେତେକି ଫି ମିଳିବ ବୋଲି ବିସିସିଆଇ ଘୋଷଣା କରିଛି। ଏ ନେଇ ବିସିସିଆଇ ସେକ୍ରେଟେରୀ ଜୟ ଶାହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପୁରୁଷ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କ ମ୍ୟାଚ୍ ଫି କମ୍ ଥିବାର ଅଭିଯୋଗ ହେଉଥିଲା।
The @BCCIWomen cricketers will be paid the same match fee as their male counterparts. Test (INR 15 lakhs), ODI (INR 6 lakhs), T20I (INR 3 lakhs). Pay equity was my commitment to our women cricketers and I thank the Apex Council for their support. Jai Hind 🇮🇳
— Jay Shah (@JayShah) October 27, 2022
ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !
ସୂଚନା ଅନୁଯାୟା, ପୁରୁଷ ଟିମ୍ ଭଳି ମହିଳା ଟିମର ଖେଳାଳିମାନେ ମଧ୍ୟ ଟେଷ୍ଟ ପାଇଁ(୧୫ ଲକ୍ଷ) ଦିନିକିଆ ପାଇଁ(୩ ଲକ୍ଷ) ଦିଆଯିବ । ଭାରତୀୟ କ୍ରିକେଟରେ ମହିଳା ଓ ପୁରୁଷ ଟିମ୍ ମଧ୍ୟରେ ଭେଦଭାବ ଦୂର ହେବ ବୋଲି ଜୟ ଶାହ କହିଛନ୍ତି। ଆମେ ଆମର ବିସିସିଆଇ ଚୁକ୍ତିଭିତ୍ତିକ ମହିଳା କ୍ରିକେଟରଙ୍କ ସମାନ ଫି ପଲିସି ଆପଣାଇଛୁ। କ୍ରିକେଟରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଉଭୟ ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ସମାନ ଫି ଦିଆଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଜୟ ଶାହ କହିଛନ୍ତି।