ମନୋରଞ୍ଜନ
ଓଡ଼ିଶା
ତିନି ସେକେଣ୍ଡରେ ବୁଲିଲେ ତିନି ଦେଶ
କେହି କେବେ ତିନି ସେକେଣ୍ଡରେ ତିନିଟି ଦେଶ ବୁଲିବା କଥା ଶୁଣିନଥିବେ। ଏମିତି ଏକ ବିରଳ ଘଟଣା ନିକଟରେ ଦେଖୀବାକୁ ମିଳିଛି। ସମରାଙ୍ଗୀ ସାଧୁ ଝିଲିକ୍ ନାମ୍ନୀ ଜଣେ ଯୁବତୀ ମାତ୍ର ତିନି ସେକେଣ୍ଡରେ ତିନିଟି ଦେଶ ବୁଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥଥିପାଇଁ ସେ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର କରିଥିଲେ। ତେବେ ଆଚେନ୍ ସହର ନିକଟରେ ପ୍ରସିଦ୍ଧ ତିନିଟି ଦେଶର ପଏଣ୍ଟ ରହିଛି। ସମରାଙ୍ଗୀ ଯେଉଁ ପଏଣ୍ଟ ପାଖେ ଛିଡ଼ା ହୋଇଥÒଲେ […]
କେହି କେବେ ତିନି ସେକେଣ୍ଡରେ ତିନିଟି ଦେଶ ବୁଲିବା କଥା ଶୁଣିନଥିବେ। ଏମିତି ଏକ ବିରଳ ଘଟଣା ନିକଟରେ ଦେଖୀବାକୁ ମିଳିଛି। ସମରାଙ୍ଗୀ ସାଧୁ ଝିଲିକ୍ ନାମ୍ନୀ ଜଣେ ଯୁବତୀ ମାତ୍ର ତିନି ସେକେଣ୍ଡରେ ତିନିଟି ଦେଶ ବୁଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥଥିପାଇଁ ସେ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର କରିଥିଲେ। ତେବେ ଆଚେନ୍ ସହର ନିକଟରେ ପ୍ରସିଦ୍ଧ ତିନିଟି ଦେଶର ପଏଣ୍ଟ ରହିଛି। ସମରାଙ୍ଗୀ ଯେଉଁ ପଏଣ୍ଟ ପାଖେ ଛିଡ଼ା ହୋଇଥÒଲେ ସେଠାରେ ତିନିଟି ଦେଶର ସୀମା ସଂଯୋଗ ହୋଇଥାଏ। ଏହି ଦେଶ ଗୁଡିକ ହେଉଛି ଜର୍ମାନୀ, ନେଦରଲ୍ୟାଣ୍ଡ ଏବଂ ବେଲ୍ଜିୟମ୍। ତେଣୁ ଉକ୍ତ ଯୁବତୀ ଜଣକ ମାତ୍ର ତିନି ସେକେଣ୍ଡରେ ତିନିଟି ଦେଶ ବୁଲିବାରେ ସକ୍ଷମ ହୋଇଥିବା କହିଛନ୍ତି। ସେହିପରି ଏହି ସ୍ଥାନରେ କୌଣସି ଦେଶର ସେନା ନଥାନ୍ତି। ଏହାର ଅଧାଅଂଶ ଜର୍ମାନୀ ହୋଇଥିବାବେଳେ ବାକି ଅଂଶ ନେଦରଲ୍ୟାଣ୍ଡ ଏବଂ ବେଲ୍ଜିୟମର। ଗୋଟିଏ ଶବ୍ଦରେ କହିବାକୁ ଗଲେ, ଏହି ଗୋଟିଏ ବିନ୍ଦୁର ତିନିଟି ଦିଗରେ ତିନି ଦେଶକୁ ଯିବା ସମ୍ଭବ। ଅବଶ୍ୟ ଏଥିପାଇଁ ଜଣଙ୍କୁ ୟୁରୋପିୟନ ଦେଶ ଶେଙ୍ଗେନ ଭିସା ଦେଇଥାଏ। ଏହି ଭିସା ସାହାଯ୍ୟରେ ଜଣେ ୟୁରୋପର ୨୯ଟି ଦେଶ ଯଥା- ଅଷ୍ଟ୍ରିଆ, ବେଲ୍ଜିୟମ୍, ଚେକ୍ ଗଣରାଜ୍ୟ, ଡେନମାର୍କ, ଏଷ୍ଟୋନିଆ, ଫିନ୍ଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍, ହଙ୍ଗେରି, ଆଇସ୍ଲ୍ୟାଣ୍ଡ, ଇଟାଲି, ଲିଥୁଆନିୟା, ଲକ୍ଜମବର୍ଗ, ମାଲ୍ଟା, ନେଦରଲ୍ୟାଣ୍ଡ, ଲାତାବିୟା, ସ୍ପେନ୍, ସ୍ବିଡେନ୍ ଏବଂ ସ୍ବିଜରଲ୍ୟାଣ୍ଡ ପରି ଦେଶରେ ବୁଲିପାରିବେ। ତେବେ ଇନ୍ଷ୍ଟାଗ୍ରାମ୍ରେ ସମରାଙ୍ଗୀଙ୍କ ଏହି ଭିଡିଓ ଭାଇରାଲ ହୋଇଛି।