ଜାତକରେ ରାହୁ-କେତୁଙ୍କ ପ୍ରଭାବ ପଡିଲେ କଣ ହୁଏ ଜାଣନ୍ତୁ…

The Sakala Picture
Published On

ଜାତକରେ ରାହୁ-କେତୁଙ୍କ ସ୍ଥିତି ଶୁଭ ଓ ଅଶୁଭ ଦୁଇ ପ୍ରକାର ଫଳ ପ୍ରଦାନ କରନ୍ତି। ହେଲେ ଜାତକରେ ରାହୁ-କେତୁଙ୍କ ଅଶୁଭ ସ୍ଥିତି ଯୋଗୁଁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକରେ ରାହୁଙ୍କ ସ୍ଥିତି ଠିକ୍‌ ଥିଲେ ଜୀବନରେ ଶୁଭଫଳ ମିଳିଥାଏ। ସୁଖ-ସମୃଦ୍ଧି ଏବଂ ପ୍ରତିଷ୍ଠା ପ୍ରାପ୍ତ ହୁଏ। ଜୀବନରେ ଆଗକୁ ବଢ଼ିବାରେ ଅନେକ ଅବସର ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଜାତକରେ ରାହୁଙ୍କ ସ୍ଥିତି ଖରାପ ହେବା ଦ୍ବାରା ଆଳସ୍ୟ, ଶାରୀରିକ ଦୁର୍ବଳତା, […]

ଜାତକରେ ରାହୁ-କେତୁଙ୍କ ସ୍ଥିତି ଶୁଭ ଓ ଅଶୁଭ ଦୁଇ ପ୍ରକାର ଫଳ ପ୍ରଦାନ କରନ୍ତି। ହେଲେ ଜାତକରେ ରାହୁ-କେତୁଙ୍କ ଅଶୁଭ ସ୍ଥିତି ଯୋଗୁଁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ।

ଆହୁରି ପଢ଼ନ୍ତୁ: ମହିଳା ଶିଳ୍ପୋଦ୍ୟୋଗୀଙ୍କ ବଡ଼ ହୃଦୟ: ସମସ୍ତ ମହିଳା କର୍ମଚାରୀଙ୍କୁ ଦେଲେ ଆଇଫୋନ୍, ଭାବବିହ୍ବଳ ହେଲେ ହାଉସକିପିଂ ଷ୍ଟାଫ୍

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜାତକରେ ରାହୁଙ୍କ ସ୍ଥିତି ଠିକ୍‌ ଥିଲେ ଜୀବନରେ ଶୁଭଫଳ ମିଳିଥାଏ। ସୁଖ-ସମୃଦ୍ଧି ଏବଂ ପ୍ରତିଷ୍ଠା ପ୍ରାପ୍ତ ହୁଏ। ଜୀବନରେ ଆଗକୁ ବଢ଼ିବାରେ ଅନେକ ଅବସର ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଜାତକରେ ରାହୁଙ୍କ ସ୍ଥିତି ଖରାପ ହେବା ଦ୍ବାରା ଆଳସ୍ୟ, ଶାରୀରିକ ଦୁର୍ବଳତା, ମନ ଅଶାନ୍ତି ରହିବା ଏବଂ ନିଦରେ ସମସ୍ୟା ଦେଖା ଦିଏ। ସେହିପରି ଜାତକରେ ରାହୁଙ୍କ ସ୍ଥିତି ଖରାପ ହେବା ଦ୍ବାରା ମାନସିକ ସ୍ତରରେ ଦୁର୍ବଳ ଅନୁଭବ ହୁଏ। ସେହିପରି କେତୁଙ୍କ ଖରାପ ପ୍ରଭାବ ଯୋଗୁଁ ଅବସାଦ, ଚିନ୍ତା ଆଦି ଦେଖାଦିଏ। କେତୁଙ୍କ ଖରାପ ସ୍ଥିତି ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଜାତକରେ କେତୁଙ୍କ ସ୍ଥିତି ଠିକ୍‌ ନଥିଲେ ଦୁର୍ଘଟଣା, ଆର୍ଥିକ କ୍ଷତି, ଝଗଡ଼ା ଭଳି ସମସ୍ୟା ଦେଖାଦିଏ। ଅନ୍ୟପଟେ କେତୁଙ୍କ ଶୁଭ ସ୍ଥିତି ଦ୍ବାରା ଜୀବନରେ ଧନଲାଭ, ପଦ ପ୍ରତିଷ୍ଠା, ସମ୍ମାନ ଏବଂ ଆତ୍ମବିଶ୍ବାସ ବୃଦ୍ଧି ପାଏ।

ଆହୁରି ପଢ଼ନ୍ତୁ: ଆଜି ଆଲୋକର ପର୍ବ ଦୀପାବଳି: ଅଧର୍ମ ଉପରେ ଧର୍ମର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp