ଯନ୍ତ୍ରଣାରେ ଚିତ୍କାର କରନ୍ତି ଗଛ

The Sakala Picture
Published On

ରାତିରେ ପତ୍ର କିମ୍ବା ଫୁଲ ଛିଣ୍ଡେଇବାକୁ ବାରଣ କରାଯାଏ। ଏପରି ବାରଣକୁ ଆମେ ସମସ୍ତେ ପିଲାଦିନେ ଭାବୁଥିଲୁ ଯେ, ରାତିରେ ଗଛ ଶୋଇଥାଏ,ଏହାର ପତ୍ର କିମ୍ବା ଫୁଲ ଛିଣ୍ଡେଇବା ଦ୍ବାରା ଗଛକୁ କଷ୍ଟହେବ। କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନଥିଲା। ଏବେ ଏହାର ସତ୍ୟତା ମିଳିଛି। ଯଦି କୌଣସି ଗଛର ଡାଳ କିମ୍ବା କୌଣସି ଶାଖା ଭାଙ୍ଗିଯାଏ, ସେହି ଗଛଟି ଚିତ୍କାର କରି ଉଠେ। ପତ୍ର ଛିଣ୍ଡେଇବା ଦ୍ବାରା ଗଛମାନେ ମଧ୍ୟ କଷ୍ଟ ଅନୁଭବ କରନ୍ତି। […]

ରାତିରେ ପତ୍ର କିମ୍ବା ଫୁଲ ଛିଣ୍ଡେଇବାକୁ ବାରଣ କରାଯାଏ। ଏପରି ବାରଣକୁ ଆମେ ସମସ୍ତେ ପିଲାଦିନେ ଭାବୁଥିଲୁ ଯେ, ରାତିରେ ଗଛ ଶୋଇଥାଏ,ଏହାର ପତ୍ର କିମ୍ବା ଫୁଲ ଛିଣ୍ଡେଇବା ଦ୍ବାରା ଗଛକୁ କଷ୍ଟହେବ। କିନ୍ତୁ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନଥିଲା। ଏବେ ଏହାର ସତ୍ୟତା ମିଳିଛି। ଯଦି କୌଣସି ଗଛର ଡାଳ କିମ୍ବା କୌଣସି ଶାଖା ଭାଙ୍ଗିଯାଏ, ସେହି ଗଛଟି ଚିତ୍କାର କରି ଉଠେ। ପତ୍ର ଛିଣ୍ଡେଇବା ଦ୍ବାରା ଗଛମାନେ ମଧ୍ୟ କଷ୍ଟ ଅନୁଭବ କରନ୍ତି। ଇରାକର ତେଲଅଭିବ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରିଥିବା ଏକ ଅନୁସନ୍ଧାନରୁ ଏହି ସତ୍ୟର ଉନ୍ମୋଚନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ବଳ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍କ୍ରିନ୍ ନିଶା ଦାୟୀ: ସର୍ବବୃହତ୍ ସମୀକ୍ଷାରୁ ଆସିଲା ଚିନ୍ତାଜନକ ରିପୋର୍ଟ

ସେମାନେ ଟମାଟୋ ଏବଂ ତମାଖୁ ଗଛ ଉପରେ ଏହି ପରୀକ୍ଷଣ କରିଥିଲେ। ଅନୁସନ୍ଧାନକାରୀଙ୍କ କହିବାନୁସାରେ, ପରିବେଶ କିମ୍ବା ବାହ୍ୟ ଚାପ ଯୋଗୁଁ ଉଦ୍ଭିଦମାନେ ବହୁତ ଜୋରରେ ଶବ୍ଦ କରନ୍ତି । ୧୦ ମିଟର ଦୂରତାରେ ସେମାନେ ମାଇକ୍ରୋଫୋନ୍ ରଖିଥିଲେ। ଗତିବିଧି ଉପରେ ନଜର ରଖିଥିଲେ। ଯେଉଁ ଗଛଗୁଡ଼ିକର ପତ୍ର କେହି ଛିଣ୍ଡାନ୍ତି ସେହି ଗଛଗୁଡ଼ିକ ୨୦ ରୁ ୧୦୦ କିଲୋହର୍ଜ ଅଲଟ୍ରାସୋନିକ୍ ଫ୍ରିକ୍ୱେନ୍ସି ନିର୍ଗମନ କରୁଥିବାର ଦେଖାଯାଇଥିଲା। ଯେତେବେଳେ କୌଣସି ଗୋଟିଏ ଗଛର ପତ୍ର ଛିଣ୍ଡାଯାଏ, ସେମାନେ ତାଙ୍କ ନିକଟରେ ଥିବା ଅନ୍ୟ ଗଛଗୁଡ଼ିକ ପ୍ରତିକ୍ରିୟା ଦେଇ ସେମାନଙ୍କ କଷ୍ଟ ବୟାନ କରିବାକୁ ଚେଷ୍ଟା କରନ୍ତି। ଏହା ସତ୍ୟ ଯେ, ବୃକ୍ଷମାନଙ୍କର ଚିତ୍କାର ମନୁଷ୍ୟମାନଙ୍କୁ ଯାଏ ନାହିଁ।

ଆହୁରି ପଢ଼ନ୍ତୁ: ୟୁପିଆଇ ଏମଡିଆର (UPI MDR) ଶୁଳ୍କ ଲାଗୁ ନେଇ ବଡ଼ ଖବର: ଅକ୍ଟୋବର ୧୫ ବଦଳରେ ଜାନୁଆରୀକୁ ଘୁଞ୍ଚିପାରେ ନିୟମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp