ସାଲିମାର-ସିକନ୍ଦରାବାଦ୍ ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ, ଏକ ନମ୍ବର ଲାଇନରୁ ଖସି ୨ନଂ ଲାଇନକୁ ମାଡ଼ିଗଲା…

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ ଦୁର୍ଘଟଣା। ଶନିବାର ଭୋର ସମୟରେ ସାଲିମାର୍-ସିକନ୍ଦରାବାଦ ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ହାୱଡା ନାଲପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ନମ୍ବର ଲାଇନରୁ ଖସି ୨ନଂ ଲାଇନକୁ ମାଡ଼ିଯାଇଥିଲା ଟ୍ରେନ୍‌ । ଟ୍ରେନ୍‌ର ଗୋଟିଏ ପାର୍ସଲ କୋଚ୍ ସହ ୨ଟି ବଗି ଲାଇନଚ୍ୟୁତ ହୋଇଛି। […]

କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ ଦୁର୍ଘଟଣା। ଶନିବାର ଭୋର ସମୟରେ ସାଲିମାର୍-ସିକନ୍ଦରାବାଦ ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ହାୱଡା ନାଲପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ନମ୍ବର ଲାଇନରୁ ଖସି ୨ନଂ ଲାଇନକୁ ମାଡ଼ିଯାଇଥିଲା ଟ୍ରେନ୍‌ । ଟ୍ରେନ୍‌ର ଗୋଟିଏ ପାର୍ସଲ କୋଚ୍ ସହ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳବାଇ ସୂଚନା ଅନୁସାରେ, କୌଣସି ବଡ଼ କ୍ଷତି ହୋଇନାହିଁ।

ଆହୁରି ପଢ଼ନ୍ତୁ: ବମ୍ବେ ହାଇକୋର୍ଟ ବିଚାରପତିଙ୍କ ସହ ସାଇବର ଠକେଇ: ୬ ଲକ୍ଷ ଟଙ୍କା ଲୁଟିନେଲା ଜାମତାଡ଼ାର ୨୫ ବର୍ଷୀୟ ଯୁବକ, ପୋଲିସ କଲା ଗିରଫ

ଆହୁରି ପଢ଼ନ୍ତୁ: ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ, ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ

09 Nov 2024 By The Sakala

ସାଲିମାର-ସିକନ୍ଦରାବାଦ୍ ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ, ଏକ ନମ୍ବର ଲାଇନରୁ ଖସି ୨ନଂ ଲାଇନକୁ ମାଡ଼ିଗଲା…

କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଟ୍ରେନ ଦୁର୍ଘଟଣା। ଶନିବାର ଭୋର ସମୟରେ ସାଲିମାର୍-ସିକନ୍ଦରାବାଦ ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ସୂଚନା ମିଳିଛି । ହାୱଡା ନାଲପୁର ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ନମ୍ବର ଲାଇନରୁ ଖସି ୨ନଂ ଲାଇନକୁ ମାଡ଼ିଯାଇଥିଲା ଟ୍ରେନ୍‌ । ଟ୍ରେନ୍‌ର ଗୋଟିଏ ପାର୍ସଲ କୋଚ୍ ସହ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଘଟଣା ସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳବାଇ ସୂଚନା ଅନୁସାରେ, କୌଣସି ବଡ଼ କ୍ଷତି ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର