ଆସନ୍ତାକାଲି ଇସ୍ରୋ ଲଞ୍ଚ କରିବ PSLV-C52, ୨୦୨୨ର ପ୍ରଥମ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ ଆରମ୍ଭ

The Sakala Picture
Published On

ବେଙ୍ଗାଲୁରୁ: ଆସନ୍ତାକାଲି ଇସ୍ରୋ ପକ୍ଷରୁ ଲଞ୍ଚ ହେବ PSLV-C52 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ୨୦୨୨ରେ ନିଜର ପ୍ରଥମ ରକେଟ୍ ପ୍ରକ୍ଷେପଣ କରିବାକୁ ଯାଉଛି। ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ’ ଦିନ ଇସ୍ରୋ ମହାକାଶକୁ ଆର୍ଥ ଅବଜରଭେସନ ସାଟେଲାଇଟ୍(EOS-04) ଉତକ୍ଷେପଣ କରିବ। ଏଥିପାଇଁ ୨୫ ଘଣ୍ଟାର ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ଆର୍ଥ ଅବଜର୍ଭେସନ ସାଟେଲାଇଟ ବା EOS-04 ଭାବେ ଏହା ନିଜ କକ୍ଷ ପଥରେ ଘୂରିବ । ଏହାର ଓଜନ ୧ ହଜାର […]

ବେଙ୍ଗାଲୁରୁ: ଆସନ୍ତାକାଲି ଇସ୍ରୋ ପକ୍ଷରୁ ଲଞ୍ଚ ହେବ PSLV-C52 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ୨୦୨୨ରେ ନିଜର ପ୍ରଥମ ରକେଟ୍ ପ୍ରକ୍ଷେପଣ କରିବାକୁ ଯାଉଛି। ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ’ ଦିନ ଇସ୍ରୋ ମହାକାଶକୁ ଆର୍ଥ ଅବଜରଭେସନ ସାଟେଲାଇଟ୍(EOS-04) ଉତକ୍ଷେପଣ କରିବ। ଏଥିପାଇଁ ୨୫ ଘଣ୍ଟାର ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ଆର୍ଥ ଅବଜର୍ଭେସନ ସାଟେଲାଇଟ ବା EOS-04 ଭାବେ ଏହା ନିଜ କକ୍ଷ ପଥରେ ଘୂରିବ । ଏହାର ଓଜନ ୧ ହଜାର ୭୧୦ କିଲୋଗ୍ରାମ ରହିଥିବାବେଳେ ଏହି ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ଯ୍ୟର ଧ୍ରୁବୀୟ କକ୍ଷରେ ଅବସ୍ଥାପିତ କରାଯିବ। ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

ଆସନ୍ତାକାଲି ଭୋର ୫ଟା ୫୯ ମିନଟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ର ଲଞ୍ଚ ପ୍ୟାଡରୁ ଏହାର ଉଦକ୍ଷେପଣ ହେବ । ପିଏସଏଲଭି ଜରିଆରେ ଦୁଇଟି କ୍ଷୁଦ୍ର ଉପଗ୍ରହ ପ୍ରେରଣ କରାଯିବ । ସେଥିରୁ ଗୋଟିଏ ଉପଗ୍ରହ ହେଉଛି ଇନସ୍ପାୟାର ସ୍ୟାଟ-୧ । EOS-04 ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ ଯାହାକି ଉଚ୍ଚମାନର ଫଟୋ ପ୍ରେରଣ କରିପାରିବ । ଫଳରେ କୃଷି, ଜଙ୍ଗଲ, ବନୀକରଣ, ମୃତ୍ତିକା ଆର୍ଦ୍ରତା, ଜଳସମ୍ପଦ, ବନ୍ୟା ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ । ୨୦୨୨ ମସିହାର ଏହା ହେଉଛି ଇସ୍ରୋର ପ୍ରଥମ ମିଶନ । ପ୍ରକ୍ଷେପଣ ପ୍ରାଧୀକରଣ ବୋର୍ଡ ଦ୍ଵାରା ଉତକ୍ଷେପଣ ପାଇଁ ମଞ୍ଜୁରୀ ମିଳିବା ପରେ ମିଶନର ଓଲଟା ଗଣତି ଆରମ୍ଭ ହୋଇ ଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

13 Feb 2022 By The Sakala

ଆସନ୍ତାକାଲି ଇସ୍ରୋ ଲଞ୍ଚ କରିବ PSLV-C52, ୨୦୨୨ର ପ୍ରଥମ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ ଆରମ୍ଭ

ବେଙ୍ଗାଲୁରୁ: ଆସନ୍ତାକାଲି ଇସ୍ରୋ ପକ୍ଷରୁ ଲଞ୍ଚ ହେବ PSLV-C52 । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ୨୦୨୨ରେ ନିଜର ପ୍ରଥମ ରକେଟ୍ ପ୍ରକ୍ଷେପଣ କରିବାକୁ ଯାଉଛି। ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ’ ଦିନ ଇସ୍ରୋ ମହାକାଶକୁ ଆର୍ଥ ଅବଜରଭେସନ ସାଟେଲାଇଟ୍(EOS-04) ଉତକ୍ଷେପଣ କରିବ। ଏଥିପାଇଁ ୨୫ ଘଣ୍ଟାର ଓଲଟା ଗଣତି ଆରମ୍ଭ ହୋଇ ଯାଇଛି। ଆର୍ଥ ଅବଜର୍ଭେସନ ସାଟେଲାଇଟ ବା EOS-04 ଭାବେ ଏହା ନିଜ କକ୍ଷ ପଥରେ ଘୂରିବ । ଏହାର ଓଜନ ୧ ହଜାର ୭୧୦ କିଲୋଗ୍ରାମ ରହିଥିବାବେଳେ ଏହି ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ୫୨୯ କିଲୋମିଟର ଉଚ୍ଚତାରେ ସୂର୍ଯ୍ୟର ଧ୍ରୁବୀୟ କକ୍ଷରେ ଅବସ୍ଥାପିତ କରାଯିବ। ।

ଆସନ୍ତାକାଲି ଭୋର ୫ଟା ୫୯ ମିନଟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ର ଲଞ୍ଚ ପ୍ୟାଡରୁ ଏହାର ଉଦକ୍ଷେପଣ ହେବ । ପିଏସଏଲଭି ଜରିଆରେ ଦୁଇଟି କ୍ଷୁଦ୍ର ଉପଗ୍ରହ ପ୍ରେରଣ କରାଯିବ । ସେଥିରୁ ଗୋଟିଏ ଉପଗ୍ରହ ହେଉଛି ଇନସ୍ପାୟାର ସ୍ୟାଟ-୧ । EOS-04 ହେଉଛି ଏକ ରାଡାର ଇମେଜିଂ ସାଟେଲାଇଟ ଯାହାକି ଉଚ୍ଚମାନର ଫଟୋ ପ୍ରେରଣ କରିପାରିବ । ଫଳରେ କୃଷି, ଜଙ୍ଗଲ, ବନୀକରଣ, ମୃତ୍ତିକା ଆର୍ଦ୍ରତା, ଜଳସମ୍ପଦ, ବନ୍ୟା ସମ୍ପର୍କରେ ସବିଶେଷ ସୂଚନା ମିଳିପାରିବ । ୨୦୨୨ ମସିହାର ଏହା ହେଉଛି ଇସ୍ରୋର ପ୍ରଥମ ମିଶନ । ପ୍ରକ୍ଷେପଣ ପ୍ରାଧୀକରଣ ବୋର୍ଡ ଦ୍ଵାରା ଉତକ୍ଷେପଣ ପାଇଁ ମଞ୍ଜୁରୀ ମିଳିବା ପରେ ମିଶନର ଓଲଟା ଗଣତି ଆରମ୍ଭ ହୋଇ ଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର