ଇସ୍ରାଏଲର ଅନେକ ସହରକୁ ବାଲାଷ୍ଟିକ ମିସାଇଲ୍ ମାଡ କଲା ଇରାନ୍

The Sakala Picture
Published On

ନୂଆଦିଲ୍ଲୀ:ଆମେରିକାର ଆକ୍ରମଣ ପରେ ଇରାନର ପ୍ରତି ଆକ୍ରମଣ। ଇସ୍ରାଏଲରେ ଇରାନର ଜବାବୀ ବାଲିଷ୍ଟିକ୍ ମିସାଇଲ ମାଡ଼ ହୋଇଛି। ତେଲ ଅଭିଭ ସମେତ ଅନେକ ଅଞ୍ଚଳରେ ବିସ୍ଫୋରଣ ହୋଇଛି। ତେଲ୍‌ଅଭିଭ୍‌ ସମେତ ପ୍ରାୟ ୧୫ ସହରକୁ ଘନ ଘନ ଏୟାରଷ୍ଟ୍ରାଇକ୍ କରିଛି ଇରାନ୍‌ । ତେଲ୍‌ଅଭିଭ୍‌ ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛି । ଇସ୍ରାଏଲର ଅନେକ ସ୍ଥାନରେ ସାଇରନ୍ ବାଜିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷା ଦୁଷ୍ଟିରୁ ଇସ୍ରାଏଲରେ ବିମାନ ଉଡ଼ାଣ […]

ନୂଆଦିଲ୍ଲୀ:ଆମେରିକାର ଆକ୍ରମଣ ପରେ ଇରାନର ପ୍ରତି ଆକ୍ରମଣ। ଇସ୍ରାଏଲରେ ଇରାନର ଜବାବୀ ବାଲିଷ୍ଟିକ୍ ମିସାଇଲ ମାଡ଼ ହୋଇଛି। ତେଲ ଅଭିଭ ସମେତ ଅନେକ ଅଞ୍ଚଳରେ ବିସ୍ଫୋରଣ ହୋଇଛି। ତେଲ୍‌ଅଭିଭ୍‌ ସମେତ ପ୍ରାୟ ୧୫ ସହରକୁ ଘନ ଘନ ଏୟାରଷ୍ଟ୍ରାଇକ୍ କରିଛି ଇରାନ୍‌ । ତେଲ୍‌ଅଭିଭ୍‌ ଅଞ୍ଚଳରେ ଜୋରଦାର ଆକ୍ରମଣ କରିଛି । ଇସ୍ରାଏଲର ଅନେକ ସ୍ଥାନରେ ସାଇରନ୍ ବାଜିଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ସୁରକ୍ଷା ଦୁଷ୍ଟିରୁ ଇସ୍ରାଏଲରେ ବିମାନ ଉଡ଼ାଣ ବାତିଲ ରହିଛି । ଆମେରିକାର ୩ ମୁଖ୍ୟ ପରମାଣୁ ଠିକଣାରେ ଆଟାକ୍‌ରେ କାହାର ଜୀବନ ଯାଇନାହିଁ କି କିଛି ରେଡିଏସନ ଲିକ୍ ହୋଇନାହିଁ ବୋଲି କହିଛି ଇରାନ୍‌ । ୟୁଏନ୍‌ରେ ଜରୁରୀ ବୈଠକ ଡାକିବାକୁ ଦାବି କରିଛି ଇରାନ୍‌ ।

ଆହୁରି ପଢ଼ନ୍ତୁ: ଜାମ୍ମୁ-କାଶ୍ମୀରର କୁଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ: ୩ CRPF ଯବାନ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର