ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ

The Sakala Picture
Published On

କୋଲକାତା: ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଆଜି ଅପରାହ୍ନରେ ଟିଏମସିରେ ସାମିଲ ହୋଇଛନ୍ତି ଅଭିଜିତ। ଟିଏମସିର ରାଜ୍ୟ କାର୍ଯ୍ଯାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଦ୍ଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି । ସେପଟେ ଜଙ୍ଗିପୁର ଆସନରୁ ଟିଏମସି ଅଭିଜିତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ କଂଗ୍ରେସ ଟିକେଟରୁ ଲଢି ଆସୁଥିଲେ ଅଭିଜିତ । ଅଭିଜିତ ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ […]

କୋଲକାତା: ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଆଜି ଅପରାହ୍ନରେ ଟିଏମସିରେ ସାମିଲ ହୋଇଛନ୍ତି ଅଭିଜିତ। ଟିଏମସିର ରାଜ୍ୟ କାର୍ଯ୍ଯାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଦ୍ଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି । ସେପଟେ ଜଙ୍ଗିପୁର ଆସନରୁ ଟିଏମସି ଅଭିଜିତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ପୂର୍ବରୁ କଂଗ୍ରେସ ଟିକେଟରୁ ଲଢି ଆସୁଥିଲେ ଅଭିଜିତ । ଅଭିଜିତ ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ରହିବା ସହ କଂଗ୍ରେସର ଶୀର୍ଷ ନେତୃତ୍ୱ ଭାବେ କାର୍ଯ୍ଯ କରିଆସିଛନ୍ତି । ୨୦୧୨ ମସିହାରେ ଅଭିଜିତ କଂଗ୍ରେସ ଟିକେଟରେ ଜଙ୍ଗୀପୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ୨୦୧୪ରେ ପୁଣି ଥରେ ସେହି ଆସନରୁ କଂଗ୍ରେସ ଟିକେଟରେ ସାଂସଦ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ। ଏହା ପରେ କଂଗ୍ରେସରେ ତାଙ୍କ ସକ୍ରିୟତା ଆଉ ଦେଖିବାକୁ ମିଳିନଥିନଲା । ଅନ୍ୟପଟେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ଏବଂ ଭୋଟରଙ୍କ ଭରସାର ପାତ୍ର ହୋଇଥିବା ଟିଏମସି ପ୍ରତି ଅଭିଜିତ ମଧ୍ୟ ବିଶ୍ୱାସ ରଖି ଆଜି ଯୋଗଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

05 Jul 2021 By The Sakala

ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ

କୋଲକାତା: ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଆଜି ଅପରାହ୍ନରେ ଟିଏମସିରେ ସାମିଲ ହୋଇଛନ୍ତି ଅଭିଜିତ। ଟିଏମସିର ରାଜ୍ୟ କାର୍ଯ୍ଯାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଦ୍ଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି । ସେପଟେ ଜଙ୍ଗିପୁର ଆସନରୁ ଟିଏମସି ଅଭିଜିତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ କଂଗ୍ରେସ ଟିକେଟରୁ ଲଢି ଆସୁଥିଲେ ଅଭିଜିତ । ଅଭିଜିତ ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ରହିବା ସହ କଂଗ୍ରେସର ଶୀର୍ଷ ନେତୃତ୍ୱ ଭାବେ କାର୍ଯ୍ଯ କରିଆସିଛନ୍ତି । ୨୦୧୨ ମସିହାରେ ଅଭିଜିତ କଂଗ୍ରେସ ଟିକେଟରେ ଜଙ୍ଗୀପୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ୨୦୧୪ରେ ପୁଣି ଥରେ ସେହି ଆସନରୁ କଂଗ୍ରେସ ଟିକେଟରେ ସାଂସଦ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ। ଏହା ପରେ କଂଗ୍ରେସରେ ତାଙ୍କ ସକ୍ରିୟତା ଆଉ ଦେଖିବାକୁ ମିଳିନଥିନଲା । ଅନ୍ୟପଟେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ଏବଂ ଭୋଟରଙ୍କ ଭରସାର ପାତ୍ର ହୋଇଥିବା ଟିଏମସି ପ୍ରତି ଅଭିଜିତ ମଧ୍ୟ ବିଶ୍ୱାସ ରଖି ଆଜି ଯୋଗଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର