ଆଫଗାନିସ୍ତାନରେ ଅଧିକ ଶକ୍ତିଶାଳୀ ହେବ ତାଲିବାନ, ଆତଙ୍କୀ ସଂଗଠନରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ

The Sakala Picture
Published On

କାବୁଲ : ତାଲିବାନ ଦଖଲ ପରେ ଆଫଗାନିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ତାଲିବାନ ସଂଗ୍ରାମୀମାନେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ  ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହାଶମତ ଘନି ତାଲିବାନରେ ଯୋଗ ଦେଇଛନ୍ତି। ତାଲିବାନକୁ ହସମତ ଘନି ସମର୍ଥନ ଜଣାଇଛନ୍ତି। ତାଲିବାନରେ ଯୋଗ ଦେଇଥିବା ହାସମତ ଘନିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଲିବାନ ସହିତ ହାଶମତ […]

କାବୁଲ : ତାଲିବାନ ଦଖଲ ପରେ ଆଫଗାନିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ତାଲିବାନ ସଂଗ୍ରାମୀମାନେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ  ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହାଶମତ ଘନି ତାଲିବାନରେ ଯୋଗ ଦେଇଛନ୍ତି। ତାଲିବାନକୁ ହସମତ ଘନି ସମର୍ଥନ ଜଣାଇଛନ୍ତି। ତାଲିବାନରେ ଯୋଗ ଦେଇଥିବା ହାସମତ ଘନିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଲିବାନ ସହିତ ହାଶମତ ଘନିଙ୍କ ଯୋଗଦାନ ଆତଙ୍କବାଦୀ ସଂଗଠନକୁ ମଜବୁତ କରିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ହାସମତ ଘନି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହୋଇଥିବା କାରଣରୁ ସେ  ଆଫଗାନିସ୍ତାନର ରାଜନୀତି ଏବଂ କୂଟନୀତିକୁ ଭଲଭାବେ ଜାଣିଛନ୍ତି। ତାଲିବାନ ଏଥିରୁ ସିଧାସଳଖ ଉପକୃତ ହେବ। କୁହାଯାଉଛି ଯେ ହାସମତ ଘନି ତାଲିବାନକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ମାତ୍ରେ ସେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ତେବେ ଆଫଗାନିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାଲିବାନ ନେତାଙ୍କ ମଧ୍ୟରେ କୌଣସି ସହମତି ନାହିଁ। କୁହାଯାଉଛି ଯେ ତାଲିବାନ ପ୍ରଥମେ ମଲ୍ଲିକା ବାରାଦାରଙ୍କୁ ରାଷ୍ଟ୍ରପତି କରିବାକୁ ଚାହୁଁଥିଲା, କିନ୍ତୁ ଆତଙ୍କବାଦୀ ସଂଗଠନ ମଧ୍ୟରେ ବାରାଦାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହେବା ପରେ ତାଙ୍କୁ ରାଷ୍ଟ୍ରପତି କରାଯାଇ ନଥିଲା।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

ୟୁଏଇରେ ଅଶରଫ ଘନି ଆଶ୍ରୟ ନେଇଛନ୍ତି

ତାଲିବାନ କାବୁଲକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ତେବେ ସେ କୁଆଡେ ଯାଇଥିଲେ ତାହାର କୌଣସି ସୂଚନା ମିଳିନଥିଲା। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି। ଘନି ନିଜ ସହ ୪ଟି କାର୍ ଏବଂ ହେଲିକପ୍ଟରରେ ନଗଦ ଅର୍ଥ ନେଇ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ୟୁଏଇ ଅନୁଯାୟୀ ମାନବିକତା ଆଧାରରେ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି ବୋଲି କୁହାଯାଉଛି।

21 Aug 2021 By The Sakala

ଆଫଗାନିସ୍ତାନରେ ଅଧିକ ଶକ୍ତିଶାଳୀ ହେବ ତାଲିବାନ, ଆତଙ୍କୀ ସଂଗଠନରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ

କାବୁଲ : ତାଲିବାନ ଦଖଲ ପରେ ଆଫଗାନିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ତାଲିବାନ ସଂଗ୍ରାମୀମାନେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ  ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହାଶମତ ଘନି ତାଲିବାନରେ ଯୋଗ ଦେଇଛନ୍ତି। ତାଲିବାନକୁ ହସମତ ଘନି ସମର୍ଥନ ଜଣାଇଛନ୍ତି। ତାଲିବାନରେ ଯୋଗ ଦେଇଥିବା ହାସମତ ଘନିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଲିବାନ ସହିତ ହାଶମତ ଘନିଙ୍କ ଯୋଗଦାନ ଆତଙ୍କବାଦୀ ସଂଗଠନକୁ ମଜବୁତ କରିବ ବୋଲି କୁହାଯାଉଛି।

ହାସମତ ଘନି ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହୋଇଥିବା କାରଣରୁ ସେ  ଆଫଗାନିସ୍ତାନର ରାଜନୀତି ଏବଂ କୂଟନୀତିକୁ ଭଲଭାବେ ଜାଣିଛନ୍ତି। ତାଲିବାନ ଏଥିରୁ ସିଧାସଳଖ ଉପକୃତ ହେବ। କୁହାଯାଉଛି ଯେ ହାସମତ ଘନି ତାଲିବାନକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ମାତ୍ରେ ସେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ତେବେ ଆଫଗାନିସ୍ତାନର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାଲିବାନ ନେତାଙ୍କ ମଧ୍ୟରେ କୌଣସି ସହମତି ନାହିଁ। କୁହାଯାଉଛି ଯେ ତାଲିବାନ ପ୍ରଥମେ ମଲ୍ଲିକା ବାରାଦାରଙ୍କୁ ରାଷ୍ଟ୍ରପତି କରିବାକୁ ଚାହୁଁଥିଲା, କିନ୍ତୁ ଆତଙ୍କବାଦୀ ସଂଗଠନ ମଧ୍ୟରେ ବାରାଦାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ ହେବା ପରେ ତାଙ୍କୁ ରାଷ୍ଟ୍ରପତି କରାଯାଇ ନଥିଲା।

ୟୁଏଇରେ ଅଶରଫ ଘନି ଆଶ୍ରୟ ନେଇଛନ୍ତି

ତାଲିବାନ କାବୁଲକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ତେବେ ସେ କୁଆଡେ ଯାଇଥିଲେ ତାହାର କୌଣସି ସୂଚନା ମିଳିନଥିଲା। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି। ଘନି ନିଜ ସହ ୪ଟି କାର୍ ଏବଂ ହେଲିକପ୍ଟରରେ ନଗଦ ଅର୍ଥ ନେଇ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ୟୁଏଇ ଅନୁଯାୟୀ ମାନବିକତା ଆଧାରରେ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର