କରୋନା ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର୍, ଦାନ କଲା ୧.୫ କୋଟି ଡଲାର

The Sakala Picture
Published On

ବିଶ୍ୱର ଜଣାଶୁଣା ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଭାରତକୁ କରୋନା ବିରୁଦ୍ଧରେ ମୁକାବିଲା କରିବା ପାଇଁ ସହାୟତାର ହାତ ବଢାଇଛି । କମ୍ପାନୀ ତରଫରୁ ଭାରତକୁ ୧.୫ କୋଟି ଆମେରିକୀୟ ଡଲାର ଦାନ କରାଯାଇଛି । ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଛି । ଘାତକ ହେଉଛି ନୂଆ ମ୍ୟୁଟାଣ୍ଟ। ବର୍ଦ୍ଧିତ ସଂକ୍ରମଣ କାରଣରୁ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ଏହି ମଧ୍ୟରେ ଭାରତକୁ ସାହାଯ୍ୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର […]

ବିଶ୍ୱର ଜଣାଶୁଣା ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଭାରତକୁ କରୋନା ବିରୁଦ୍ଧରେ ମୁକାବିଲା କରିବା ପାଇଁ ସହାୟତାର ହାତ ବଢାଇଛି । କମ୍ପାନୀ ତରଫରୁ ଭାରତକୁ ୧.୫ କୋଟି ଆମେରିକୀୟ ଡଲାର ଦାନ କରାଯାଇଛି । ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଛି । ଘାତକ ହେଉଛି ନୂଆ ମ୍ୟୁଟାଣ୍ଟ। ବର୍ଦ୍ଧିତ ସଂକ୍ରମଣ କାରଣରୁ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ଏହି ମଧ୍ୟରେ ଭାରତକୁ ସାହାଯ୍ୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ୧୫ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧୧୦ କୋଟି ଟଙ୍କା ଦାନ କରିଛି। ଟ୍ୱିଟରର ସିଇଓ ଜେକ୍ ପେଟ୍ରିକ୍ ଡୋସୀ ସୋମବାର ଦିନ ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି ଏହି ଅର୍ଥ ୩ ଟି ବେସରକାରୀ ସଂଗଠନକୁ ଦିଆଯାଇଛି । ସେମାନଙ୍କ ମଧ୍ୟରେ କେୟର, ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ ରହିଛନ୍ତି । କେୟାର କୁ ୧ କୋଟି ଆମେରିକୀୟ ଡଲାର ଦିଆଯାଇଥିବା ବେଳେ ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ କୁ ୨୫-୨୫ ଲକ୍ଷ ଡଲାର ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ମାଲବିୟ ନଗରରେ ଚାଞ୍ଚଲ୍ୟ: ଫ୍ଲାଟରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ, ମାଆ ଗୁରୁତର

ଏହି ଅନୁଦାନ ରାଶିରେ ‘ସେବା ଇଣ୍ଟରନ୍ୟାସନାଲ’ ‘ହେଲ୍ପ ଇଣ୍ଡିଆ ଡିଫିଡ କୋଭିଡ-୧୯’ ଅଭିଯାନ ମାଧ୍ୟମରେ ଅକ୍ସିଜେନ କନସେଂଟେଟର, ଭେଣ୍ଟିଲେଟର ବାୟପେପ୍ ମେସିନ ଭଳି ଜୀବନ ରକ୍ଷାକାରୀ ଉପକରଣ କିଣିବ । ଏସବୁ ଉପକରଣ ସରକାରୀ କୋଭିଡ ହସ୍ପିଟାଲ ମାନଙ୍କୁ ବିତରଣ କରାଯିବ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

11 May 2021 By The Sakala

କରୋନା ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର୍, ଦାନ କଲା ୧.୫ କୋଟି ଡଲାର

ବିଶ୍ୱର ଜଣାଶୁଣା ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଭାରତକୁ କରୋନା ବିରୁଦ୍ଧରେ ମୁକାବିଲା କରିବା ପାଇଁ ସହାୟତାର ହାତ ବଢାଇଛି । କମ୍ପାନୀ ତରଫରୁ ଭାରତକୁ ୧.୫ କୋଟି ଆମେରିକୀୟ ଡଲାର ଦାନ କରାଯାଇଛି । ଏବେ କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଛି । ଘାତକ ହେଉଛି ନୂଆ ମ୍ୟୁଟାଣ୍ଟ। ବର୍ଦ୍ଧିତ ସଂକ୍ରମଣ କାରଣରୁ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି। ଏହି ମଧ୍ୟରେ ଭାରତକୁ ସାହାଯ୍ୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ୧୫ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧୧୦ କୋଟି ଟଙ୍କା ଦାନ କରିଛି। ଟ୍ୱିଟରର ସିଇଓ ଜେକ୍ ପେଟ୍ରିକ୍ ଡୋସୀ ସୋମବାର ଦିନ ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି ଏହି ଅର୍ଥ ୩ ଟି ବେସରକାରୀ ସଂଗଠନକୁ ଦିଆଯାଇଛି । ସେମାନଙ୍କ ମଧ୍ୟରେ କେୟର, ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ ରହିଛନ୍ତି । କେୟାର କୁ ୧ କୋଟି ଆମେରିକୀୟ ଡଲାର ଦିଆଯାଇଥିବା ବେଳେ ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ କୁ ୨୫-୨୫ ଲକ୍ଷ ଡଲାର ଦିଆଯାଇଛି ।

ଏହି ଅନୁଦାନ ରାଶିରେ ‘ସେବା ଇଣ୍ଟରନ୍ୟାସନାଲ’ ‘ହେଲ୍ପ ଇଣ୍ଡିଆ ଡିଫିଡ କୋଭିଡ-୧୯’ ଅଭିଯାନ ମାଧ୍ୟମରେ ଅକ୍ସିଜେନ କନସେଂଟେଟର, ଭେଣ୍ଟିଲେଟର ବାୟପେପ୍ ମେସିନ ଭଳି ଜୀବନ ରକ୍ଷାକାରୀ ଉପକରଣ କିଣିବ । ଏସବୁ ଉପକରଣ ସରକାରୀ କୋଭିଡ ହସ୍ପିଟାଲ ମାନଙ୍କୁ ବିତରଣ କରାଯିବ ।

https://www.thesakala.in/national-international/twitter-donates-15-million-dollar-to-india-for-covid-19-relief/article-2109
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର