ଫିଲ୍ମ ସୁଟିଂ ବେଳେ ଆହତ ହେଲେ ଅମିତାଭ ବଚ୍ଚନ

The Sakala Picture
Published On

ମୁମ୍ବାଇ: ବଲିଉଡର ସେହେନଶାହା ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଚାଲିଥିବା ବେଳେ ବିଗ୍ ବି ଆହତ ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ ଫିଲ୍ମର ସୁଟିଂ ଚାଲିଥିଲା । ଏକ ଆକ୍ସନ ସିନ୍ ସୁଟ୍ ବେଳେ ବିଗ୍ ବିଙ୍କ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ବିଗ୍ ବି ନିଜ ବ୍ଲଗରେ ସୂଚନା ଦେଇଛନ୍ତି । ସୁଟିଂ ବାତିଲ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ […]

ମୁମ୍ବାଇ: ବଲିଉଡର ସେହେନଶାହା ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଚାଲିଥିବା ବେଳେ ବିଗ୍ ବି ଆହତ ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ ଫିଲ୍ମର ସୁଟିଂ ଚାଲିଥିଲା । ଏକ ଆକ୍ସନ ସିନ୍ ସୁଟ୍ ବେଳେ ବିଗ୍ ବିଙ୍କ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ବିଗ୍ ବି ନିଜ ବ୍ଲଗରେ ସୂଚନା ଦେଇଛନ୍ତି । ସୁଟିଂ ବାତିଲ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ ନେଉଛନ୍ତି ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଆହତ ହେବା ପରେ ଅମିତାଭ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍‌’ରେ ଚିକିତ୍ସିତ ହେବା ସହ ‘ସିଟି’ ସ୍କାନ୍‌ କରାଇଥିଲେ । ପରେ ସେ ମୁମ୍ବାଇ ଫେରିଆସିଛନ୍ତି । ହଲଚଲ ହେବା ଏବଂ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୁସ୍ଥ ହେବାକୁ କିଛି ସପ୍ତାହ ସମୟ ଲାଗିବ ବୋଲି ନିଜ ବ୍ଲଗରେ ସୂଚନା ଦେଇଛନ୍ତି ବିଗ୍ ବି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

06 Mar 2023 By The Sakala

ଫିଲ୍ମ ସୁଟିଂ ବେଳେ ଆହତ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ସେହେନଶାହା ଅମିତାଭ ବଚ୍ଚନ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଅପକମିଂ ଫିଲ୍ମର ସୁଟିଂ ଚାଲିଥିବା ବେଳେ ବିଗ୍ ବି ଆହତ ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ ଫିଲ୍ମର ସୁଟିଂ ଚାଲିଥିଲା । ଏକ ଆକ୍ସନ ସିନ୍ ସୁଟ୍ ବେଳେ ବିଗ୍ ବିଙ୍କ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ବିଗ୍ ବି ନିଜ ବ୍ଲଗରେ ସୂଚନା ଦେଇଛନ୍ତି । ସୁଟିଂ ବାତିଲ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ ନେଉଛନ୍ତି ।

ଆହତ ହେବା ପରେ ଅମିତାଭ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍‌’ରେ ଚିକିତ୍ସିତ ହେବା ସହ ‘ସିଟି’ ସ୍କାନ୍‌ କରାଇଥିଲେ । ପରେ ସେ ମୁମ୍ବାଇ ଫେରିଆସିଛନ୍ତି । ହଲଚଲ ହେବା ଏବଂ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସୁସ୍ଥ ହେବାକୁ କିଛି ସପ୍ତାହ ସମୟ ଲାଗିବ ବୋଲି ନିଜ ବ୍ଲଗରେ ସୂଚନା ଦେଇଛନ୍ତି ବିଗ୍ ବି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର