ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ବୟସ : ୯୦ ବର୍ଷ ବୟସରେ ହାଇୱେରେ କାର୍ ଚଳାଉଛନ୍ତି ଦାଦି’ମା, ଦେଖନ୍ତୁ ଭିଡିଓ…..
ଆଜିକାଲିର ଜୀବନଶୈଳୀରେ ଆପଣଙ୍କ ବୟସ ୬୦ରୁ ଅଧିକ ହେଲେ ଆପଣ ବିଶ୍ରାମ କରିବାକୁ ପସନ୍ଦ କରନ୍ତି । ଏ ବୟସରେ ଆଉ କୌଣସି କାମ ମଧ୍ୟ ଭଲ ଲାଗେ ନାହିଁ। କିନ୍ତୁ ଯଦି ଆପଣଙ୍କର ମନରେ କୌଣସି ନୂଆ ଜିନିଷ ପ୍ରତି କିମ୍ବା କୌଣସି କାର୍ଯ୍ୟକରିବାର ଇଚ୍ଛା ଶକ୍ତି ଥିବ ତେବେ ତାହା ଆପଣ କୌଣସି ବୟସରେ ମଧ୍ୟ ହାସଲ କରିପାରିବେ। ସେହି ସମୟରେ ବୟସ ଆପଣଙ୍କ ପାଇଁ କେବଳ ଏକ ସଂଖ୍ୟା ହୋଇଯିବ। ସେଥିପାଇଁ କୁହାଯାଏ […]
ଆଜିକାଲିର ଜୀବନଶୈଳୀରେ ଆପଣଙ୍କ ବୟସ ୬୦ରୁ ଅଧିକ ହେଲେ ଆପଣ ବିଶ୍ରାମ କରିବାକୁ ପସନ୍ଦ କରନ୍ତି । ଏ ବୟସରେ ଆଉ କୌଣସି କାମ ମଧ୍ୟ ଭଲ ଲାଗେ ନାହିଁ। କିନ୍ତୁ ଯଦି ଆପଣଙ୍କର ମନରେ କୌଣସି ନୂଆ ଜିନିଷ ପ୍ରତି କିମ୍ବା କୌଣସି କାର୍ଯ୍ୟକରିବାର ଇଚ୍ଛା ଶକ୍ତି ଥିବ ତେବେ ତାହା ଆପଣ କୌଣସି ବୟସରେ ମଧ୍ୟ ହାସଲ କରିପାରିବେ। ସେହି ସମୟରେ ବୟସ ଆପଣଙ୍କ ପାଇଁ କେବଳ ଏକ ସଂଖ୍ୟା ହୋଇଯିବ। ସେଥିପାଇଁ କୁହାଯାଏ ଜୀବନକୁ ମୁକ୍ତ ଭାବେ ବଞ୍ଚିବାକୁ କୌଣସି ଏକ୍ସପାୟର ଡେଟ୍ ନାହିଁ।
ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ ଦେୱାସର ୯୦ ବର୍ଷୀୟ ଦାଦି’ମା ରେଶମ ବାଇ ତନୱାର । ଦାଦି’ମା ଯେତେ ବେଳେ ରାଜପଥ ଉପରକୁ କାର୍ ଧରି ବାହାରି ଯାଆନ୍ତି ସେତେବେଳେ ଲୋକମାନେ ତାଙ୍କୁ ଚାହିଁ ରହିଥାନ୍ତି। ୯୦ ବର୍ଷ ବୟସରେ ତାଙ୍କ କାର ଚାଳନା ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ନଜରରେ ଅନାଇଥାନ୍ତି ଏବଂ କହୁଥାନ୍ତି ଜୀବନରେ କୌଣସି କାର୍ଯ୍ୟ କରିବାକୁ ଉତ୍ସାହ ଥିଲେ ବୟଷ ବାଧକ ସାଜେ ନାହିଁ। ରେଶମ ବାଇ ତନୱାରଙ୍କର କାର ଚଳାଇବା ଶିଖିବାର ଇଚ୍ଛା ଥିଲା । ବୟସ ୯୦ ଛୁଇଁଥିଲେ ମଧ୍ୟ ତାଙ୍କ ଉତ୍ସାହ ଏବଂ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍ମାନିଥିଲା। ଯେଉଁବୟଷରେ ଲୋକ ବିଛଣାରେ ଶୋଇରୁହନ୍ତି ସେହି ବୟସରେ ସେ କାର ଚଳାଇବା ଶିଖିବା ସହ ରାଜପଥରେ ବେଶ ଆରମରେ କାର ଚଳାଉଛନ୍ତି। ଦାଦି’ମା ରେଶମ ବାଇ ତନୱାରଙ୍କ କାର ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ଦେଖି ଏହାକୁ ସେୟାର କରିବା ସହ ପ୍ରେରଣାଦାୟକ ବୋଲି କହିଛନ୍ତି।
दादी मां ने हम सभी को प्रेरणा दी है कि अपनी अभिरुचि पूरी करने में उम्र का कोई बंधन नहीं होता है।
ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତउम्र चाहे कितनी भी हो, जीवन जीने का जज़्बा होना चाहिए! https://t.co/6mmKN2rAR2
— Shivraj Singh Chouhan (@ChouhanShivraj) September 23, 2021
ସୂଚନା ଅନୁସାରେ ଦାଦି’ମା ରେଶମ ବାଇ ତନୱାର ମଧ୍ୟପ୍ରଦେଶର ଦେୱାସ ନିକଟ ବିଲାୱାଲି ଗାଁର ଏକ ମିଳିତ ପରିବାରରେ ରୁହନ୍ତି। ତାଙ୍କ ପରିବାରରେ ପ୍ରାୟ ସମସ୍ତେ କାର ଚଳାଇବା ଜାଣନ୍ତି। ସମସ୍ତେ କାର ଚଳାଉଥିବା ଦେଖି ରେଶମ ବାଇ ତନୱାରଙ୍କର ମଧ୍ୟ କାର ଚଳାଇବାକୁ ଇଚ୍ଛା ହେଲା । କାର ଚଳାଇବା ଶିଖାଇବା ପାଇଁ ରେଶମ ବାଇ ତନୱାର ତାଙ୍କ ପୁଅକୁ କହିଥିଲେ। ପୁଅ ପ୍ରଥମେ ମା’ଙ୍କ କଥା ଶୁଣି ନର୍ଭସ ଥିଲା, କିନ୍ତୁ ମା’ଙ୍କ ଆତ୍ମବିଶ୍ବାସ ଏବଂ ଇଚ୍ଛାଶକ୍ତି ଦେଖି କାର ଶିଖାଇବା ଆରମ୍ଭ କଲେ । କିଛି ଦିନ ମଧ୍ୟରେ ରେଶମ୍ ବାଇ କାର୍ ଭଲ ଭାବରେ ଚଳାଇବା ଶିଖିଗଲେ । ରାଜପଥ ଉପରେ ବେଶ ଆରମରେ ସେ କାର ଚଳାଇବାକୁ ଲାଗିଲେ। ୯୦ ବର୍ଷ ବୟସରେ ମା’ଙ୍କ କାର ଚଳାଇବା ଭିଡିଓକୁ ପୁଅ ସୋସିଆଲ ମିଡିଆରେ ଛାଡିଥିଲେ ଏହା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି। ୯୦ ବର୍ଷୀୟ ଦାଦି’ମା ରେଶମ ବାଇ ତନୱାର କାର୍ ଚଳାଉଥିବା ଭିଡିଓ ସୋସିଆଲ ମିଡିଆରେ ଦେଖି ସିଏମ୍ ଶିବରାଜ ସିଂ ଟ୍ୱିଟ୍ କରି କହିଛନ୍ତି ଯେ ଜେଜେମା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଛନ୍ତି କି କିିଛି କରିବାର ଇଚ୍ଛାଥଲେ ବୟସ ବାଧକ ସାଜେନାହିଁ। ବୟସ ଯେତେ ବି ହଉନା କାହିଁକି ନିଜ ଇଚ୍ଛାରେ ଜୀବନକୁ ବଞ୍ଚିବାର ଆଗ୍ରହ ଥିବା ଆବଶ୍ୟକ।
ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ବୟସ : ୯୦ ବର୍ଷ ବୟସରେ ହାଇୱେରେ କାର୍ ଚଳାଉଛନ୍ତି ଦାଦି’ମା, ଦେଖନ୍ତୁ ଭିଡିଓ…..
ଆଜିକାଲିର ଜୀବନଶୈଳୀରେ ଆପଣଙ୍କ ବୟସ ୬୦ରୁ ଅଧିକ ହେଲେ ଆପଣ ବିଶ୍ରାମ କରିବାକୁ ପସନ୍ଦ କରନ୍ତି । ଏ ବୟସରେ ଆଉ କୌଣସି କାମ ମଧ୍ୟ ଭଲ ଲାଗେ ନାହିଁ। କିନ୍ତୁ ଯଦି ଆପଣଙ୍କର ମନରେ କୌଣସି ନୂଆ ଜିନିଷ ପ୍ରତି କିମ୍ବା କୌଣସି କାର୍ଯ୍ୟକରିବାର ଇଚ୍ଛା ଶକ୍ତି ଥିବ ତେବେ ତାହା ଆପଣ କୌଣସି ବୟସରେ ମଧ୍ୟ ହାସଲ କରିପାରିବେ। ସେହି ସମୟରେ ବୟସ ଆପଣଙ୍କ ପାଇଁ କେବଳ ଏକ ସଂଖ୍ୟା ହୋଇଯିବ। ସେଥିପାଇଁ କୁହାଯାଏ ଜୀବନକୁ ମୁକ୍ତ ଭାବେ ବଞ୍ଚିବାକୁ କୌଣସି ଏକ୍ସପାୟର ଡେଟ୍ ନାହିଁ।
ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ ଦେୱାସର ୯୦ ବର୍ଷୀୟ ଦାଦି’ମା ରେଶମ ବାଇ ତନୱାର । ଦାଦି’ମା ଯେତେ ବେଳେ ରାଜପଥ ଉପରକୁ କାର୍ ଧରି ବାହାରି ଯାଆନ୍ତି ସେତେବେଳେ ଲୋକମାନେ ତାଙ୍କୁ ଚାହିଁ ରହିଥାନ୍ତି। ୯୦ ବର୍ଷ ବୟସରେ ତାଙ୍କ କାର ଚାଳନା ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ନଜରରେ ଅନାଇଥାନ୍ତି ଏବଂ କହୁଥାନ୍ତି ଜୀବନରେ କୌଣସି କାର୍ଯ୍ୟ କରିବାକୁ ଉତ୍ସାହ ଥିଲେ ବୟଷ ବାଧକ ସାଜେ ନାହିଁ। ରେଶମ ବାଇ ତନୱାରଙ୍କର କାର ଚଳାଇବା ଶିଖିବାର ଇଚ୍ଛା ଥିଲା । ବୟସ ୯୦ ଛୁଇଁଥିଲେ ମଧ୍ୟ ତାଙ୍କ ଉତ୍ସାହ ଏବଂ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍ମାନିଥିଲା। ଯେଉଁବୟଷରେ ଲୋକ ବିଛଣାରେ ଶୋଇରୁହନ୍ତି ସେହି ବୟସରେ ସେ କାର ଚଳାଇବା ଶିଖିବା ସହ ରାଜପଥରେ ବେଶ ଆରମରେ କାର ଚଳାଉଛନ୍ତି। ଦାଦି’ମା ରେଶମ ବାଇ ତନୱାରଙ୍କ କାର ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏହି ଭିଡିଓକୁ ସୋସିଆଲ ମିଡିଆରେ ଦେଖି ଏହାକୁ ସେୟାର କରିବା ସହ ପ୍ରେରଣାଦାୟକ ବୋଲି କହିଛନ୍ତି।
दादी मां ने हम सभी को प्रेरणा दी है कि अपनी अभिरुचि पूरी करने में उम्र का कोई बंधन नहीं होता है।
उम्र चाहे कितनी भी हो, जीवन जीने का जज़्बा होना चाहिए! https://t.co/6mmKN2rAR2