ମନୋରଞ୍ଜନ
ଓଡ଼ିଶା
ଅପରେସନ ସିନ୍ଦୂରରେ ଭାରତର ଆକ୍ରମଣରେ ପାକିସ୍ତାନର ୪୦ ଜଣ ଯବାନ ନିହତ: DGMO
: ଅପରେସନ ‘ସିନ୍ଦୂର’ ସମୟରେ ଭାରତର ଆକ୍ରମଣରେ ପାକିସ୍ତାନୀ ସେନାର ୩୫ରୁ ୪୦ ସୈନ୍ୟଙ୍କ ସମତେ ଜଣେ ବରିଷ୍ଠ ଅଧିକାରୀ ନିହତ ହୋଇଛନ୍ତି। ଡିଜିଏମଓଙ୍କ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଭାରତର ଆକ୍ରମଣରେ ଲାହୋରରେ ଥିବା ରାଡାର ସିଷ୍ଟମ ସମେତ ମୋଟ ୩ଟି ରାଡାର ସିଷ୍ଟମକୁ ଧ୍ବଂସ କରାଯାଇଛି। ଆକ୍ରମଣରେ ଯେପରି ସାଧାରଣ ନାଗରିକଙ୍କ ମୃତ୍ୟୁ ନ ହୁଏ ସେଥିପ୍ରତି ବିଶେଷ ସତର୍କତା ଗ୍ରହଣ କରାଯାଇଥିଲା। କିନ୍ତୁ ପାକିସ୍ତାନ ନିଜର ଆତ୍ମରକ୍ଷା ପାଇଁ ନାଗରିକ ବିମାନକୁ […]
: ଅପରେସନ ‘ସିନ୍ଦୂର’ ସମୟରେ ଭାରତର ଆକ୍ରମଣରେ ପାକିସ୍ତାନୀ ସେନାର ୩୫ରୁ ୪୦ ସୈନ୍ୟଙ୍କ ସମତେ ଜଣେ ବରିଷ୍ଠ ଅଧିକାରୀ ନିହତ ହୋଇଛନ୍ତି। ଡିଜିଏମଓଙ୍କ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଭାରତର ଆକ୍ରମଣରେ ଲାହୋରରେ ଥିବା ରାଡାର ସିଷ୍ଟମ ସମେତ ମୋଟ ୩ଟି ରାଡାର ସିଷ୍ଟମକୁ ଧ୍ବଂସ କରାଯାଇଛି। ଆକ୍ରମଣରେ ଯେପରି ସାଧାରଣ ନାଗରିକଙ୍କ ମୃତ୍ୟୁ ନ ହୁଏ ସେଥିପ୍ରତି ବିଶେଷ ସତର୍କତା ଗ୍ରହଣ କରାଯାଇଥିଲା। କିନ୍ତୁ ପାକିସ୍ତାନ ନିଜର ଆତ୍ମରକ୍ଷା ପାଇଁ ନାଗରିକ ବିମାନକୁ ଢାଲ କରି ଉଡ଼ାଣ କରିଥିଲା। ପାକିସ୍ତାନର ବହାବଲପୁରରେ ୪ଟି ଠିକଣାରେ ଆକ୍ରମଣ କରାଯାଇଛି। ପାକ୍ର ଅନେକ ଏୟାରବେସ୍ ଧ୍ବଂସ ହୋଇଛି ବୋଲି ସୂଚନା ଦିଆଯାଇଛି।






