ମହଙ୍ଗା ପଡ଼ିଲା ରୋଗୀଙ୍କଠୁ ଲାଞ୍ଚ, ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର

The Sakala Picture
Published On

ରେଢ଼ାଖୋଲ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେଏସ୍‌ଡିଏମ୍‌ଓ ।  ରୋଗୀଙ୍କଠାରୁ ୫ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେସମ୍ବଲପୁର ଭିଜିଲାନ୍ସ ହାତରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ବିହାରୀ ସାହୁ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ରେଢାଖୋଲ ଅଞ୍ଚଳର ବସନ୍ତ ପ୍ରଧାନ ନାମକ ଜଣେ ରୋଗୀଙ୍କ ଠାରୁ ହାଇଡ୍ରୋସିଲ ଅପରେସନ ପାଇଁ ଡାକ୍ତର ବିପିନ ବିହାରୀ ସାହୁ ୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପରିବାର ଲୋକେ ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ  କରିଥିଲେ। […]

ରେଢ଼ାଖୋଲ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେଏସ୍‌ଡିଏମ୍‌ଓ ।  ରୋଗୀଙ୍କଠାରୁ ୫ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେସମ୍ବଲପୁର ଭିଜିଲାନ୍ସ ହାତରେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ ବିହାରୀ ସାହୁ ଧରାପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସୂଚନା ଅନୁଯାୟୀ, ରେଢାଖୋଲ ଅଞ୍ଚଳର ବସନ୍ତ ପ୍ରଧାନ ନାମକ ଜଣେ ରୋଗୀଙ୍କ ଠାରୁ ହାଇଡ୍ରୋସିଲ ଅପରେସନ ପାଇଁ ଡାକ୍ତର ବିପିନ ବିହାରୀ ସାହୁ ୫,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ପରିବାର ଲୋକେ ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ  କରିଥିଲେ। ଆଜି ଭିଜିଲାନ୍ସ  ଡାକ୍ତର ବିପିନଙ୍କୁ ଟଙ୍କା ନେଉଥିବା ସମୟରେ ଧରିଛି। ସେପଟେ ଟଙ୍କା ମାଗି ନ ଥିବା କଥା ସେ କହିଛନ୍ତି । ଡିସଚାର୍ଜ ହେବା ସମୟରେ ସେ ଜବରଦସ୍ତି ପଇସା ଆଣିକି ରଖିଦେଇଥିବା ଡାକ୍ତର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର