ଜାଡରେ ଥରୁଛି ଓଡ଼ିଶା: ୧୦ଡ଼ିଗ୍ରୀ ତଳେ ରାଜ୍ୟର ୮ ସହରର ତାପମାତ୍ରା…

The Sakala Picture
Published On

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡିଶା। ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ତେବେ ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଝାରସୁଗୁଡା ୬.୮ ଡିଗ୍ରୀ, ରାଉରକେଲା ୬.୮ […]

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡିଶା। ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ତେବେ ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଝାରସୁଗୁଡା ୬.୮ ଡିଗ୍ରୀ, ରାଉରକେଲା ୬.୮ ଡିଗ୍ରୀ, ଫୁଲବାଣୀ ୮.୫ ଡିଗ୍ରୀ, ଅନୁଗୁଳ ୯ ଡିଗ୍ରୀ, କେନ୍ଦୁଝର ୯.୨ ଡିଗ୍ରୀ, ସୁନ୍ଦରଗଡ଼ ୯.୪ ଡିଗ୍ରୀ, ଭବନୀପାଟଣାରେ ତାପମାତ୍ରା ୯ .୪ ଡିଗ୍ରୀ ରହିଛି। ସେହିପରି ଟ୍ୱିନ-ସିଟି ଭୁବନେଶ୍ୱର ୧୩ ଡିଗ୍ରୀ ଓ କଟକରେ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

15 Dec 2024 By The Sakala

ଜାଡରେ ଥରୁଛି ଓଡ଼ିଶା: ୧୦ଡ଼ିଗ୍ରୀ ତଳେ ରାଜ୍ୟର ୮ ସହରର ତାପମାତ୍ରା…

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡିଶା। ଆଭ୍ୟନ୍ତରୀଣ ଓଡିଶାରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି ।

ତେବେ ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଝାରସୁଗୁଡା ୬.୮ ଡିଗ୍ରୀ, ରାଉରକେଲା ୬.୮ ଡିଗ୍ରୀ, ଫୁଲବାଣୀ ୮.୫ ଡିଗ୍ରୀ, ଅନୁଗୁଳ ୯ ଡିଗ୍ରୀ, କେନ୍ଦୁଝର ୯.୨ ଡିଗ୍ରୀ, ସୁନ୍ଦରଗଡ଼ ୯.୪ ଡିଗ୍ରୀ, ଭବନୀପାଟଣାରେ ତାପମାତ୍ରା ୯ .୪ ଡିଗ୍ରୀ ରହିଛି। ସେହିପରି ଟ୍ୱିନ-ସିଟି ଭୁବନେଶ୍ୱର ୧୩ ଡିଗ୍ରୀ ଓ କଟକରେ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର