ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ବାଣୀବିହାର କ୍ୟାମ୍ପସରେ ଆତଙ୍କ : ବୁଲିଲା ଖଣ୍ଡା- ଭୁଜାଲି, ଦୌଡ଼ିଲେ ଛାତ୍ର ଛାତ୍ରୀ

The Sakala Picture
Published On

ଭୁବନେଶ୍ବର :  ବାଣୀବିହାର କ୍ୟାମ୍ପସରେ ଆତଙ୍କ। କ୍ୟାମ୍ପସପରିସରରେ ବୁଲିଲା ଖଣ୍ଡା, ଭୁଜାଲି । ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଝଗଡା ସହ ଆକ୍ରମଣ ହୋଇଛି। ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଥିଲେ ଯାହା ଫଳରେ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀ ଭୟରେ ଦୌଡ଼ି ପଳାଇଥିଲେ। ସୂଚନାଅନୁସାରେ ଆଜି ଅପରାହ୍ନ ୫ ଟା ସମୟରେ ହଠାତ କୌଣସି କାରଣ ପାଇଁ ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ […]

ଭୁବନେଶ୍ବର :  ବାଣୀବିହାର କ୍ୟାମ୍ପସରେ ଆତଙ୍କ। କ୍ୟାମ୍ପସପରିସରରେ ବୁଲିଲା ଖଣ୍ଡା, ଭୁଜାଲି । ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଝଗଡା ସହ ଆକ୍ରମଣ ହୋଇଛି। ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଥିଲେ ଯାହା ଫଳରେ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀ ଭୟରେ ଦୌଡ଼ି ପଳାଇଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସ୍କୁଲ ପ୍ରଧାନ ଶିକ୍ଷକ, ବକେୟା ଦରମା ବିଲ୍ କରାଇବାକୁ ନେଉଥିଲେ ୫୦୦୦ ଲାଞ୍ଚ

ସୂଚନାଅନୁସାରେ ଆଜି ଅପରାହ୍ନ ୫ ଟା ସମୟରେ ହଠାତ କୌଣସି କାରଣ ପାଇଁ ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇବା ସହ କିଛି ଗାଡି ଭଙ୍ଗା ରୁଜା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସମ୍ପର୍କରେ ସୂଚନା ପାଇଁ ସହୀଦ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ କହିଛି ଯେ କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ରଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଟାଙ୍ଗୀ ବ୍ଲକରେ ହାଇଡ୍ରାମା: ବିଜେପି ନେତାଙ୍କ ବିରୋଧରେ ଗର୍ଜିଲା ବିଜେଡି, ନ୍ୟାୟ ଦାବିରେ ସରକାରୀ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ

24 Jun 2022 By The Sakala

ବାଣୀବିହାର କ୍ୟାମ୍ପସରେ ଆତଙ୍କ : ବୁଲିଲା ଖଣ୍ଡା- ଭୁଜାଲି, ଦୌଡ଼ିଲେ ଛାତ୍ର ଛାତ୍ରୀ

ଭୁବନେଶ୍ବର :  ବାଣୀବିହାର କ୍ୟାମ୍ପସରେ ଆତଙ୍କ। କ୍ୟାମ୍ପସପରିସରରେ ବୁଲିଲା ଖଣ୍ଡା, ଭୁଜାଲି । ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଝଗଡା ସହ ଆକ୍ରମଣ ହୋଇଛି। ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇଥିଲେ ଯାହା ଫଳରେ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀ ଭୟରେ ଦୌଡ଼ି ପଳାଇଥିଲେ।

ସୂଚନାଅନୁସାରେ ଆଜି ଅପରାହ୍ନ ୫ ଟା ସମୟରେ ହଠାତ କୌଣସି କାରଣ ପାଇଁ ପୁରୁଣା ଭିସି ଅଫିସ ଆଗରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଗାଳି ଗୁଳଜ ସହ ଖଣ୍ଡା ଓ ଭୁଜାଲି ବୁଲାଇ ଆତଙ୍କ ଖେଳାଇବା ସହ କିଛି ଗାଡି ଭଙ୍ଗା ରୁଜା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣାସମ୍ପର୍କରେ ସୂଚନା ପାଇଁ ସହୀଦ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ କହିଛି ଯେ କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ରଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର