ଖାଦ୍ୟ ଅନ୍ବେଷଣରେ ଆସି ୨ହାତୀଙ୍କ ମୃତ୍ଯୁ, କାରଣ ଅସ୍ପଷ୍ଟ

The Sakala Picture
Published On

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼(ବିଜେପି) ରେଞ୍ଜ ଅନ୍ତର୍ଗତ କୁଶକଳା ପଞ୍ଚାୟତର ରବ ଗାଁ ନିକଟରେ ଦୁଇ ହାତୀର ମୃତଦେହ ଠାବ କରାଯାଇଛି। ହାତୀର ମୃତଦେହ ଦେଖି  ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ରାତ୍ରିରେ ଖାଦ୍ୟ ଅନୁସନ୍ଧାନରେ ପଲେ ହାତୀ ରବ ଅଂଚଳରେ ବୁଲାବୁଲି କରୁଥିଲେ। କିନ୍ତୁ ଆଜି ସକାଳେ ଗୋଟିଏ ବଡ଼ ମାଈ ହାତୀ ଓ ଏକ ଛୋଟ ହାତୀର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁର […]

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼(ବିଜେପି) ରେଞ୍ଜ ଅନ୍ତର୍ଗତ କୁଶକଳା ପଞ୍ଚାୟତର ରବ ଗାଁ ନିକଟରେ ଦୁଇ ହାତୀର ମୃତଦେହ ଠାବ କରାଯାଇଛି। ହାତୀର ମୃତଦେହ ଦେଖି  ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସୂଚନା ଅନୁସାରେ, ଗତକାଲି ରାତ୍ରିରେ ଖାଦ୍ୟ ଅନୁସନ୍ଧାନରେ ପଲେ ହାତୀ ରବ ଅଂଚଳରେ ବୁଲାବୁଲି କରୁଥିଲେ। କିନ୍ତୁ ଆଜି ସକାଳେ ଗୋଟିଏ ବଡ଼ ମାଈ ହାତୀ ଓ ଏକ ଛୋଟ ହାତୀର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଘଟଣା ସ୍ଥଳକୁ କେନ୍ଦୁଝର ଡିଏଫଓ ସ୍ୱୟଂମ ମଲ୍ଲିକଙ୍କ ସମେତ ବରିଷ୍ଠ ବନ ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ ଗ୍ରସ୍ତ କରି ହାତୀ ମୃତ୍ୟୁ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି। ଏବେ ବିଭିନ୍ନ ଫସଲ ଖାଇବାକୁ ହାତୀମାନେ ଜଙ୍ଗଲରୁ ଜନବସ୍ତି ଆଡ଼କୁ ଆସୁଛନ୍ତି। ବନ ବିଭାଗ ହାତୀ ଗତିବିଧି ଉପରେ ନଜର ରଖିଥିଲେ ମଧ୍ୟ ଉକ୍ତ ଦୁଇ ହାତୀର ମୃତ୍ୟୁ କିପରି ହେଲା ତାହା ଜଣାପଡିନି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

19 Jul 2021 By The Sakala

ଖାଦ୍ୟ ଅନ୍ବେଷଣରେ ଆସି ୨ହାତୀଙ୍କ ମୃତ୍ଯୁ, କାରଣ ଅସ୍ପଷ୍ଟ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼(ବିଜେପି) ରେଞ୍ଜ ଅନ୍ତର୍ଗତ କୁଶକଳା ପଞ୍ଚାୟତର ରବ ଗାଁ ନିକଟରେ ଦୁଇ ହାତୀର ମୃତଦେହ ଠାବ କରାଯାଇଛି। ହାତୀର ମୃତଦେହ ଦେଖି  ଗାଁଲୋକେ ବନ ବିଭାଗକୁ ଖବର ଦେଇଥିଲେ।

ସୂଚନା ଅନୁସାରେ, ଗତକାଲି ରାତ୍ରିରେ ଖାଦ୍ୟ ଅନୁସନ୍ଧାନରେ ପଲେ ହାତୀ ରବ ଅଂଚଳରେ ବୁଲାବୁଲି କରୁଥିଲେ। କିନ୍ତୁ ଆଜି ସକାଳେ ଗୋଟିଏ ବଡ଼ ମାଈ ହାତୀ ଓ ଏକ ଛୋଟ ହାତୀର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନାହିଁ। ଘଟଣା ସ୍ଥଳକୁ କେନ୍ଦୁଝର ଡିଏଫଓ ସ୍ୱୟଂମ ମଲ୍ଲିକଙ୍କ ସମେତ ବରିଷ୍ଠ ବନ ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ ଗ୍ରସ୍ତ କରି ହାତୀ ମୃତ୍ୟୁ ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି। ଏବେ ବିଭିନ୍ନ ଫସଲ ଖାଇବାକୁ ହାତୀମାନେ ଜଙ୍ଗଲରୁ ଜନବସ୍ତି ଆଡ଼କୁ ଆସୁଛନ୍ତି। ବନ ବିଭାଗ ହାତୀ ଗତିବିଧି ଉପରେ ନଜର ରଖିଥିଲେ ମଧ୍ୟ ଉକ୍ତ ଦୁଇ ହାତୀର ମୃତ୍ୟୁ କିପରି ହେଲା ତାହା ଜଣାପଡିନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର