ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ମାସ୍କ ପିନ୍ଧିନଥିବାରୁ ୨ ହଜାର ଫାଇନ୍‌ ଗଣିଲେ ଟ୍ରାଫିକ କନେଷ୍ଟବଳ

The Sakala Picture
Published On

ପୁରୀ : ପୁରୀରେ ଜରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ । ମାସ୍କ ପିନ୍ଧିନଥିବାରୁ ୨ ହଜାର ଟଙ୍କା ଫାଇନ ଦେଲେ। ପୁରୀରେ ମାସ୍କ ଯାଞ୍ଚ ବେଳେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ କନେଷ୍ଟବଳ ମାସ୍କ ପିନ୍ଧି ନଥିବା ନଜରକୁ ଆସିଥିଲା। ଏଥିପାଇଁ ତାଙ୍କ ନାଁରେ ପୁରୀ ଟାଉନ ଥାନା ପୁଲିସ ଚାଲାଣ କାଟିବା ସହ ୨ ହଜାର ଟଙ୍କାର ଜରିମାନା ଆଦାୟ କରିଛି । On being brought to our notice, we have fined our […]

ପୁରୀ : ପୁରୀରେ ଜରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ । ମାସ୍କ ପିନ୍ଧିନଥିବାରୁ ୨ ହଜାର ଟଙ୍କା ଫାଇନ ଦେଲେ। ପୁରୀରେ ମାସ୍କ ଯାଞ୍ଚ ବେଳେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ କନେଷ୍ଟବଳ ମାସ୍କ ପିନ୍ଧି ନଥିବା ନଜରକୁ ଆସିଥିଲା। ଏଥିପାଇଁ ତାଙ୍କ ନାଁରେ ପୁରୀ ଟାଉନ ଥାନା ପୁଲିସ ଚାଲାଣ କାଟିବା ସହ ୨ ହଜାର ଟଙ୍କାର ଜରିମାନା ଆଦାୟ କରିଛି ।

ଆହୁରି ପଢ଼ନ୍ତୁ: ତଳମୁହାଁ ଆଇନଶୃଙ୍ଖଳା: ରାସ୍ତା ଉପରେ ଗାଈଗୋରୁକୁ ପିଟିବା ପରି କାଠ ଫାଳିଆରେ ଯୁବକଙ୍କୁ ନିସ୍ତୁକ ମାଡ଼...

ସାରା ରାଜ୍ୟରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଚାଲିଛି । ୧୬ ତାରିଖ ଯାଏଁ ଏହା ଚାଲିବ।

ସୂଚନାଯୋଗ୍ୟ କରୋନାର ଦ୍ବିତୀୟ ପ୍ରବାହକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସଚେତନ କରିବା ସହ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିବାକୁ ଅପିଲ କରିଥିଲେ। ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ  ରାଜ୍ୟବାସୀଙ୍କ କହିଥିଲେ।ଏଥି ସହିତ  ଅମାନିଆଙ୍କୁ ସାବାଡ଼ କରିବାକୁ ୧୦ ଦିନ ସ୍ପେଶାଲ ଡ୍ରାଇଭ ପାଇଁ ପୁଲିସ ଡିଜି ଅଭୟଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସାରା ରାଜ୍ୟରେ ପୁଲିସର ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ କୋଭିଡ ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କଠୁ ଫାଇନ୍‌ ଆଦାୟ କରାଯାଉଛି।

13 Apr 2021 By The Sakala

ମାସ୍କ ପିନ୍ଧିନଥିବାରୁ ୨ ହଜାର ଫାଇନ୍‌ ଗଣିଲେ ଟ୍ରାଫିକ କନେଷ୍ଟବଳ

ପୁରୀ : ପୁରୀରେ ଜରିମାନା ଗଣିଲେ ଟ୍ରାଫିକ କନେଷ୍ଟବଳ । ମାସ୍କ ପିନ୍ଧିନଥିବାରୁ ୨ ହଜାର ଟଙ୍କା ଫାଇନ ଦେଲେ। ପୁରୀରେ ମାସ୍କ ଯାଞ୍ଚ ବେଳେ ଡ୍ୟୁଟିରେ ଥିବା ଜଣେ ଟ୍ରାଫିକ କନେଷ୍ଟବଳ ମାସ୍କ ପିନ୍ଧି ନଥିବା ନଜରକୁ ଆସିଥିଲା। ଏଥିପାଇଁ ତାଙ୍କ ନାଁରେ ପୁରୀ ଟାଉନ ଥାନା ପୁଲିସ ଚାଲାଣ କାଟିବା ସହ ୨ ହଜାର ଟଙ୍କାର ଜରିମାନା ଆଦାୟ କରିଛି ।

ସାରା ରାଜ୍ୟରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଚାଲିଛି । ୧୬ ତାରିଖ ଯାଏଁ ଏହା ଚାଲିବ।

ସୂଚନାଯୋଗ୍ୟ କରୋନାର ଦ୍ବିତୀୟ ପ୍ରବାହକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସଚେତନ କରିବା ସହ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିବାକୁ ଅପିଲ କରିଥିଲେ। ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ  ରାଜ୍ୟବାସୀଙ୍କ କହିଥିଲେ।ଏଥି ସହିତ  ଅମାନିଆଙ୍କୁ ସାବାଡ଼ କରିବାକୁ ୧୦ ଦିନ ସ୍ପେଶାଲ ଡ୍ରାଇଭ ପାଇଁ ପୁଲିସ ଡିଜି ଅଭୟଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ସାରା ରାଜ୍ୟରେ ପୁଲିସର ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ କୋଭିଡ ନିୟମ ଉଲ୍ଲଘଂନ କରୁଥିବା ଲୋକଙ୍କଠୁ ଫାଇନ୍‌ ଆଦାୟ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର