ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ ; କାବ୍ୟା ଚୋପ୍ରା ୩୦୦ରୁ ୩୦୦ ନମ୍ବର ରଖି ରେକର୍ଡ, ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର

The Sakala Picture
Published On

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ମାର୍ଚ୍ଚରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ମାତ୍ର ୬ ଦିନରେ ପ୍ରକାଶ ପାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ( ଏନଟିଏ ) ଏହି ପରୀକ୍ଷାଫଳ ପ୍ରକାଶ କରିଛି। ୧୩ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର। ଦିଲ୍ଲୀର କାବ୍ୟା ଚୋପ୍ରା ୩୦୦ରୁ ୩୦୦ ନମ୍ବର ରଖି ରେକର୍ଡ କରିଛନ୍ତି। ପ୍ରଥମ ମହିଳା ଭାବରେ ଜେଇଇ ମେନରେ ସେ ଶତ ପ୍ରତିଶତ ନମ୍ୱର ରଖିଛନ୍ତି ।୯୯ପ୍ରତିଶତ ନମ୍ୱର ସହ ଦେବାଶିଷ ପଣ୍ଡା […]

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ମାର୍ଚ୍ଚରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ମାତ୍ର ୬ ଦିନରେ ପ୍ରକାଶ ପାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ( ଏନଟିଏ ) ଏହି ପରୀକ୍ଷାଫଳ ପ୍ରକାଶ କରିଛି। ୧୩ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର। ଦିଲ୍ଲୀର କାବ୍ୟା ଚୋପ୍ରା ୩୦୦ରୁ ୩୦୦ ନମ୍ବର ରଖି ରେକର୍ଡ କରିଛନ୍ତି। ପ୍ରଥମ ମହିଳା ଭାବରେ ଜେଇଇ ମେନରେ ସେ ଶତ ପ୍ରତିଶତ ନମ୍ୱର ରଖିଛନ୍ତି ।୯୯ପ୍ରତିଶତ ନମ୍ୱର ସହ ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରବଳ ଗ୍ରୀଷ୍ମ ପ୍ରବାହ: ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌, ପୁରୀରେ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି

ମାର୍ଚ୍ଚ ୧୬ରୁ ୧୮ ଯାଏ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୩୩୪ଟି ସହରରେ ୭୯୨ଟି ପରୀକ୍ଷାକେନ୍ଦ୍ର ହୋଇଥିଲା । ଜେଇଇ ମେନ୍ ପାଇଁ ଦେଶରୁ ୬ଲକ୍ଷରୁ ୧୯ ହଜାର ପରୀକ୍ଷାର୍ଥୀ । ଓଡ଼ିଶାରେ ୭ଟି ସହରରେ ପରୀକ୍ଷା ଦେଇଥିଲେ ପାଖାପାଖି ୪୦ହଜାର ଛାତ୍ରଛାତ୍ରୀ । ଚଳିତବର୍ଷଠାରୁ ବର୍ଷକୁ ୪ଥର ଜେଇଇ ମେନ୍ ପରୀକ୍ଷା କରିବାକୁ ଏନଟିଏ ନିଷ୍ପତ୍ତି ନେଇଛି । ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ଶେଷ ହୋଇଛି ।

ଆହୁରି ପଢ଼ନ୍ତୁ: ବ୍ରହ୍ମପୁରରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ

25 Mar 2021 By The Sakala

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ ; କାବ୍ୟା ଚୋପ୍ରା ୩୦୦ରୁ ୩୦୦ ନମ୍ବର ରଖି ରେକର୍ଡ, ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ମାର୍ଚ୍ଚରେ ହୋଇଥିବା ଜେଇଇ ମେନ୍ ରେଜଲ୍ଟ ମାତ୍ର ୬ ଦିନରେ ପ୍ରକାଶ ପାଇଛି। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ( ଏନଟିଏ ) ଏହି ପରୀକ୍ଷାଫଳ ପ୍ରକାଶ କରିଛି। ୧୩ ଜଣ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର। ଦିଲ୍ଲୀର କାବ୍ୟା ଚୋପ୍ରା ୩୦୦ରୁ ୩୦୦ ନମ୍ବର ରଖି ରେକର୍ଡ କରିଛନ୍ତି। ପ୍ରଥମ ମହିଳା ଭାବରେ ଜେଇଇ ମେନରେ ସେ ଶତ ପ୍ରତିଶତ ନମ୍ୱର ରଖିଛନ୍ତି ।୯୯ପ୍ରତିଶତ ନମ୍ୱର ସହ ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର ହୋଇଛନ୍ତି ।

ମାର୍ଚ୍ଚ ୧୬ରୁ ୧୮ ଯାଏ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୩୩୪ଟି ସହରରେ ୭୯୨ଟି ପରୀକ୍ଷାକେନ୍ଦ୍ର ହୋଇଥିଲା । ଜେଇଇ ମେନ୍ ପାଇଁ ଦେଶରୁ ୬ଲକ୍ଷରୁ ୧୯ ହଜାର ପରୀକ୍ଷାର୍ଥୀ । ଓଡ଼ିଶାରେ ୭ଟି ସହରରେ ପରୀକ୍ଷା ଦେଇଥିଲେ ପାଖାପାଖି ୪୦ହଜାର ଛାତ୍ରଛାତ୍ରୀ । ଚଳିତବର୍ଷଠାରୁ ବର୍ଷକୁ ୪ଥର ଜେଇଇ ମେନ୍ ପରୀକ୍ଷା କରିବାକୁ ଏନଟିଏ ନିଷ୍ପତ୍ତି ନେଇଛି । ଦ୍ୱିତୀୟ ପର୍ୟ୍ୟାୟ ପରୀକ୍ଷା ଶେଷ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର