ମାଓଗଡ଼ରେ ପଶିଲା ମହାମାରୀ କରୋନା , ୫୦ରୁ ଅଧିକ ମାଓବାଦୀ କରୋନା ସଂକ୍ରମିତ

The Sakala Picture
Published On

ମାଓଗଡ଼ରେ ପଶିଲା ମହାମାରୀ କରୋନା । ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ୨୫ ଲକ୍ଷ ଟଙ୍କା ପୁରସ୍କାର ରଖା ଯାଇଥିବା ମାଓନେତ୍ରୀ ସୁଜାତା ବି କରୋନାରେ ଆକ୍ରାନ୍ତ ହୋଇଛି । ଏନେଇ ଦାନ୍ତେୱାଡ଼ା ଏସପି ଅଭିଷେଖ ପଲଭ ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କଲେ ମାଓବାଦୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାନ୍ତେୱାଡ଼ା ଏସପି । ମାଓବାଦୀଙ୍କ ଯୋଗୁଁ ଗାଁ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି । କରୋନା […]

ମାଓଗଡ଼ରେ ପଶିଲା ମହାମାରୀ କରୋନା । ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ୨୫ ଲକ୍ଷ ଟଙ୍କା ପୁରସ୍କାର ରଖା ଯାଇଥିବା ମାଓନେତ୍ରୀ ସୁଜାତା ବି କରୋନାରେ ଆକ୍ରାନ୍ତ ହୋଇଛି । ଏନେଇ ଦାନ୍ତେୱାଡ଼ା ଏସପି ଅଭିଷେଖ ପଲଭ ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କଲେ ମାଓବାଦୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାନ୍ତେୱାଡ଼ା ଏସପି । ମାଓବାଦୀଙ୍କ ଯୋଗୁଁ ଗାଁ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି । କରୋନା ସହ ମାଓବାଦୀ ଫୁ଼ଡ୍ ପଏଜନିଂର ଶିକାର ହୋଇଥିବା ସୂଚନା ଦେଇଛନ୍ତ ଏସପି । ମାଓବାଦୀ ମାନେ ନିଜର ଜୀବନ ରକ୍ଷା ସହ ଗ୍ରାମବାସୀଙ୍କୁ ବିପଦ ମୁହଁରୁ ରକ୍ଷା କରିବା ଲାଗି ଆତ୍ମସମର୍ପଣ କରିବାକୁ ଏସପି ଆହ୍ୱାନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

08 May 2021 By The Sakala

ମାଓଗଡ଼ରେ ପଶିଲା ମହାମାରୀ କରୋନା , ୫୦ରୁ ଅଧିକ ମାଓବାଦୀ କରୋନା ସଂକ୍ରମିତ

ମାଓଗଡ଼ରେ ପଶିଲା ମହାମାରୀ କରୋନା । ୫୦ରୁ ଅଧିକ ମାଓବାଦୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ୨୫ ଲକ୍ଷ ଟଙ୍କା ପୁରସ୍କାର ରଖା ଯାଇଥିବା ମାଓନେତ୍ରୀ ସୁଜାତା ବି କରୋନାରେ ଆକ୍ରାନ୍ତ ହୋଇଛି । ଏନେଇ ଦାନ୍ତେୱାଡ଼ା ଏସପି ଅଭିଷେଖ ପଲଭ ସୂଚନା ଦେଇଛନ୍ତି । ଆତ୍ମ ସମର୍ପଣ କଲେ ମାଓବାଦୀମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦାନ୍ତେୱାଡ଼ା ଏସପି । ମାଓବାଦୀଙ୍କ ଯୋଗୁଁ ଗାଁ ଲୋକ ମଧ୍ୟ ସଂକ୍ରମିତ ହେଉଛନ୍ତି । କରୋନା ସହ ମାଓବାଦୀ ଫୁ଼ଡ୍ ପଏଜନିଂର ଶିକାର ହୋଇଥିବା ସୂଚନା ଦେଇଛନ୍ତ ଏସପି । ମାଓବାଦୀ ମାନେ ନିଜର ଜୀବନ ରକ୍ଷା ସହ ଗ୍ରାମବାସୀଙ୍କୁ ବିପଦ ମୁହଁରୁ ରକ୍ଷା କରିବା ଲାଗି ଆତ୍ମସମର୍ପଣ କରିବାକୁ ଏସପି ଆହ୍ୱାନ ଦେଇଛନ୍ତି ।

https://www.thesakala.in/latest-odisha-news/the-maoist-outbreak-in-maogarh-is-contagious-with-more-than-50-maoist-outbreaks/article-2051
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର