ଝିଅ କହିଲେ ବାପା ନେଇଥିବା ନିଷ୍ପତି ଠିକ୍ ଥିଲା....

Deviprasad Mohanty Picture
Published On

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଓଡ଼ିଶା ବିଧାନସଭାକୁ ଆଗମନ ଥିବା ବେଳେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କ ବଡ ବୟାନ। ବାପାଇ ନେଇ ଥିବା ନିଷ୍ପତ୍ତି ଠିକ୍ ଥିଲ । ପ୍ରଥମେ ମାଟି ଅର୍ଥାତ୍ ଓଡ଼ିଆ ଅସ୍ମିତାକୁ ବାଛିଥିଲେ। ମହାମହିମ ରାଷ୍ଟ୍ରପତିଙ୍କୁ ଭୋଟ ଦେଇଥିଲେ। ଆଜି ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି। ଆଜିର ଦିନ ପାଇଁ ବେଶ ଉତ୍ସାହ ଅଛି । 

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଖବର ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ସମୟରେ ମୋକିମ ଏନଡିଏ ପ୍ରାଥୀଙ୍କୁ ଭୋଟ ଦେବା ନେଇ ସୃଷ୍ଟି ହୋଇଥିଲା ବିବାଦ। ଯାହା ପାଇଁ ତାଙ୍କ ଉପରେ ଆକ୍ସନ ନେଇଥିଲା ସେତେବେଳେ ରାଜ୍ୟ କଂଗ୍ରେସ। ଏହାପରେ ଆଜି ବାପାଙ୍କ ପାଇଁ ବାହାରିଛନ୍ତି ଝିଅ ସୋଫିଆ ଫିରଦୋଷ। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବାପା ଭୋଟ୍ କଥା ମନେ ପକାଇଲେ ସୋଫିଆ। କିଛି ହୁଇପ ଜାରି ହୋଇନଥିଲା। ଇଚ୍ଛା ଅନୁସାରେ ଭୋଟ୍ ଦେବାକୁ କୁହାଯାଇଥିଲା। ବାପା ମାଟିକୁ ଗୁରୁତ୍ଵ ଦେଇ ଓଡ଼ିଆ ଅସ୍ମିତାକୁ ବାଛିଥିଲେ ବୋଲି କହିଛନ୍ତି ସୋଫିଆ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

27 Nov 2025 By Deviprasad Mohanty

ଝିଅ କହିଲେ ବାପା ନେଇଥିବା ନିଷ୍ପତି ଠିକ୍ ଥିଲା....

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଓଡ଼ିଶା ବିଧାନସଭାକୁ ଆଗମନ ଥିବା ବେଳେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋଷଙ୍କ ବଡ ବୟାନ। ବାପାଇ ନେଇ ଥିବା ନିଷ୍ପତ୍ତି ଠିକ୍ ଥିଲ । ପ୍ରଥମେ ମାଟି ଅର୍ଥାତ୍ ଓଡ଼ିଆ ଅସ୍ମିତାକୁ ବାଛିଥିଲେ। ମହାମହିମ ରାଷ୍ଟ୍ରପତିଙ୍କୁ ଭୋଟ ଦେଇଥିଲେ। ଆଜି ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି। ଆଜିର ଦିନ ପାଇଁ ବେଶ ଉତ୍ସାହ ଅଛି । 

ଖବର ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ସମୟରେ ମୋକିମ ଏନଡିଏ ପ୍ରାଥୀଙ୍କୁ ଭୋଟ ଦେବା ନେଇ ସୃଷ୍ଟି ହୋଇଥିଲା ବିବାଦ। ଯାହା ପାଇଁ ତାଙ୍କ ଉପରେ ଆକ୍ସନ ନେଇଥିଲା ସେତେବେଳେ ରାଜ୍ୟ କଂଗ୍ରେସ। ଏହାପରେ ଆଜି ବାପାଙ୍କ ପାଇଁ ବାହାରିଛନ୍ତି ଝିଅ ସୋଫିଆ ଫିରଦୋଷ। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବାପା ଭୋଟ୍ କଥା ମନେ ପକାଇଲେ ସୋଫିଆ। କିଛି ହୁଇପ ଜାରି ହୋଇନଥିଲା। ଇଚ୍ଛା ଅନୁସାରେ ଭୋଟ୍ ଦେବାକୁ କୁହାଯାଇଥିଲା। ବାପା ମାଟିକୁ ଗୁରୁତ୍ଵ ଦେଇ ଓଡ଼ିଆ ଅସ୍ମିତାକୁ ବାଛିଥିଲେ ବୋଲି କହିଛନ୍ତି ସୋଫିଆ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର