ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

The Sakala Picture
Published On

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ବିଶ୍ଵବିଦ୍ୟାଳୟର ମଧୁସୂଦନ ଛାତ୍ରାବାସରେ ଘଟିଛି ଏହି ମୃତ୍ୟୁ । ଘଟଣସ୍ଥାଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସହିଦ ନଗର ଥାନା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଛାତ୍ରବାସୀଙ୍କୁ ପଚରାଉଚାରା କରିବା ସହ ଛାତ୍ର ଜଣକ ରହୁଥିବା ରୁମ୍କୁ ଯାଇ ମଧ୍ୟ ଯାଞ୍ଚ କରୁଛି । ଛାତ୍ର ଜଣକ ଫିଲୋସପି ବିଭାଗର ଦ୍ଵିତୀୟ […]

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ବିଶ୍ଵବିଦ୍ୟାଳୟର ମଧୁସୂଦନ ଛାତ୍ରାବାସରେ ଘଟିଛି ଏହି ମୃତ୍ୟୁ । ଘଟଣସ୍ଥାଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସହିଦ ନଗର ଥାନା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଛାତ୍ରବାସୀଙ୍କୁ ପଚରାଉଚାରା କରିବା ସହ ଛାତ୍ର ଜଣକ ରହୁଥିବା ରୁମ୍କୁ ଯାଇ ମଧ୍ୟ ଯାଞ୍ଚ କରୁଛି । ଛାତ୍ର ଜଣକ ଫିଲୋସପି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଏବଂ ତାଙ୍କ ନାଁ ତାପସ ରଞ୍ଜନ ନାୟକ ବୋଲି ଜଣା ପଡ଼ିଛି । ତେବେ ଛାତ୍ରଙ୍କର କେମିତି ମୃତ୍ୟୁ ହୋଇଛି ତା’ର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ଗତକାଲି ରାତିରେ ସେ ସୁସ୍ଥ ଥିଲେ ଓ ସାଙ୍ଗ ମାନଙ୍କ ସହ ଭଲରେ କଥା ହୋଇଥିଲେ ବୋଲି ସାଙ୍ଗମାନେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

30 Mar 2025 By The Sakala

ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ବିଶ୍ଵବିଦ୍ୟାଳୟର ମଧୁସୂଦନ ଛାତ୍ରାବାସରେ ଘଟିଛି ଏହି ମୃତ୍ୟୁ । ଘଟଣସ୍ଥାଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସହିଦ ନଗର ଥାନା ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଛାତ୍ରବାସୀଙ୍କୁ ପଚରାଉଚାରା କରିବା ସହ ଛାତ୍ର ଜଣକ ରହୁଥିବା ରୁମ୍କୁ ଯାଇ ମଧ୍ୟ ଯାଞ୍ଚ କରୁଛି । ଛାତ୍ର ଜଣକ ଫିଲୋସପି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଏବଂ ତାଙ୍କ ନାଁ ତାପସ ରଞ୍ଜନ ନାୟକ ବୋଲି ଜଣା ପଡ଼ିଛି । ତେବେ ଛାତ୍ରଙ୍କର କେମିତି ମୃତ୍ୟୁ ହୋଇଛି ତା’ର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଅନ୍ୟପକ୍ଷରେ ଗତକାଲି ରାତିରେ ସେ ସୁସ୍ଥ ଥିଲେ ଓ ସାଙ୍ଗ ମାନଙ୍କ ସହ ଭଲରେ କଥା ହୋଇଥିଲେ ବୋଲି ସାଙ୍ଗମାନେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର