ବିଜୁବାବୁଙ୍କୁ ମିଳୁ ଭାରତ ରତ୍ନ- ବାଚସ୍ପତି

The Sakala Picture
Published On

ଭୁବନେଶ୍ୱର: ପୁଣି ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି ଜୋର ଧରିଛି । ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାଚସ୍ପତି ସୂରର୍ଯ୍ଯନାରାୟଣ ପାତ୍ର ଦାବି କରିଛନ୍ତି । ପ୍ରବାଦ ପୁରଷଙ୍କୁ କାର୍ଯ୍ଯକଳାପକୁ ମନପକାଇ ସେ ଭାରତରତ୍ନ ପାଇଁ ଯୋଗ୍ୟ ବୋଲି ବାଚସ୍ପତି ସ୍ପଷ୍ଟ ଭାବେ କହିଛନ୍ତି । ବାଚସ୍ପତି କହିଛନ୍ତି ଯେ, ବିଜୁବାବୁ କେବଳ ଜଣେ ରାଜନେତା ନ ଥିଲେ, ସେ […]

ଭୁବନେଶ୍ୱର: ପୁଣି ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି ଜୋର ଧରିଛି । ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାଚସ୍ପତି ସୂରର୍ଯ୍ଯନାରାୟଣ ପାତ୍ର ଦାବି କରିଛନ୍ତି । ପ୍ରବାଦ ପୁରଷଙ୍କୁ କାର୍ଯ୍ଯକଳାପକୁ ମନପକାଇ ସେ ଭାରତରତ୍ନ ପାଇଁ ଯୋଗ୍ୟ ବୋଲି ବାଚସ୍ପତି ସ୍ପଷ୍ଟ ଭାବେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ବାଚସ୍ପତି କହିଛନ୍ତି ଯେ, ବିଜୁବାବୁ କେବଳ ଜଣେ ରାଜନେତା ନ ଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ । ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାର୍ୟ୍ୟଙ୍କୁ କୌଣସି ପିଢ଼ି ଭୁଲି ପାରିବେ ନାହିଁ । ତେଣୁ ତାଙ୍କର ଏଭଳି କାର୍ଯ୍ଯ ପାଇଁ ସେ ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ । ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

28 Feb 2021 By The Sakala

ବିଜୁବାବୁଙ୍କୁ ମିଳୁ ଭାରତ ରତ୍ନ- ବାଚସ୍ପତି

ଭୁବନେଶ୍ୱର: ପୁଣି ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି ଜୋର ଧରିଛି । ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାଚସ୍ପତି ସୂରର୍ଯ୍ଯନାରାୟଣ ପାତ୍ର ଦାବି କରିଛନ୍ତି । ପ୍ରବାଦ ପୁରଷଙ୍କୁ କାର୍ଯ୍ଯକଳାପକୁ ମନପକାଇ ସେ ଭାରତରତ୍ନ ପାଇଁ ଯୋଗ୍ୟ ବୋଲି ବାଚସ୍ପତି ସ୍ପଷ୍ଟ ଭାବେ କହିଛନ୍ତି ।

ବାଚସ୍ପତି କହିଛନ୍ତି ଯେ, ବିଜୁବାବୁ କେବଳ ଜଣେ ରାଜନେତା ନ ଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ । ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାର୍ୟ୍ୟଙ୍କୁ କୌଣସି ପିଢ଼ି ଭୁଲି ପାରିବେ ନାହିଁ । ତେଣୁ ତାଙ୍କର ଏଭଳି କାର୍ଯ୍ଯ ପାଇଁ ସେ ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ । ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର