ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

Madhusudan Das Picture
Published On

ଘଟଗାଁ: ଗାଧୋଇବା ହେଲା କାଳ । ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ । କେନ୍ଦୁଝର ସଦର ଥାନା ରାଇସୁଆଁ ପୁରଣା ଥାନା ପାଖ ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ୨ ଭାଇ ମୃତ। ମୃତକଙ୍କ ନାମ କୁଣାଲ ଅନସାରୀ ଏବଂ ଅମାନନ ଅନସାରୀ । ଦୁହେଁ ଗୋଟିଏ ପରିବାରର ହୋଇଥିବା ହୋଇଥିବା ବେଳେ ଜଣଙ୍କର ବୟସ ୮ ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ୯ ବର୍ଷ ସୂଚନା । 

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ପୋଖରୀରେ ଗାଧୋଇବା ସମୟରେ ହଠାତ୍ ଦୁଇ ଭାଇ ପୋଖରୀରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଉପରକୁ ଆଣି ନିକଟସ୍ଥ ଧରଣୀଧର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଘରର ଦୁଇ ଶିଶୁଙ୍କ ମୃତ୍ୟୁ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । 

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

10 Mar 2026 By Madhusudan Das

ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

ଘଟଗାଁ: ଗାଧୋଇବା ହେଲା କାଳ । ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ଭାଇଙ୍କ ଜୀବନ । କେନ୍ଦୁଝର ସଦର ଥାନା ରାଇସୁଆଁ ପୁରଣା ଥାନା ପାଖ ପୋଖରୀରେ ଗାଧୋଇବା ସମୟରେ ବୁଡ଼ି ୨ ଭାଇ ମୃତ। ମୃତକଙ୍କ ନାମ କୁଣାଲ ଅନସାରୀ ଏବଂ ଅମାନନ ଅନସାରୀ । ଦୁହେଁ ଗୋଟିଏ ପରିବାରର ହୋଇଥିବା ହୋଇଥିବା ବେଳେ ଜଣଙ୍କର ବୟସ ୮ ବର୍ଷ ଏବଂ ଅନ୍ୟ ଜଣଙ୍କ ବୟସ ୯ ବର୍ଷ ସୂଚନା । 

ପୋଖରୀରେ ଗାଧୋଇବା ସମୟରେ ହଠାତ୍ ଦୁଇ ଭାଇ ପୋଖରୀରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଉପରକୁ ଆଣି ନିକଟସ୍ଥ ଧରଣୀଧର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଘରର ଦୁଇ ଶିଶୁଙ୍କ ମୃତ୍ୟୁ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର