ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ମନ୍ତ୍ରୀଙ୍କ ଅନ୍ ଦି ସ୍ପଷ୍ଟ ଆକ୍ସନ: ସିଜ୍ ହେଲା କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଉଥିବା ଦୁଇ ସ୍କୁଲ୍ ବସ୍

The Sakala Picture
Published On

ଆନନ୍ଦପୁର: ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବା ଅଭିଯୋଗରେ ଦୁଇ ସ୍କୁଲ୍ ବସ୍ ସିଜ କରିଛନ୍ତି  । ଘଟଣା ଘଟିଛି ଆନନ୍ଦପୁର ଅଞ୍ଚଳରେ । ସିଜ୍ ହୋଇଥିବା ଦୁଇଟି ବସ୍ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ବୋଲି ଜଣାପଡ଼ିଛି । ମନ୍ତ୍ରୀ ସମୀର ଦାସ ଆନନ୍ଦପୁର ଗସ୍ତରେ ଥିଲେ। ବାଟରେ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ଦୁଇଟି ବସ୍ ଯାଉଥିବା ବେଳେ ମନ୍ତ୍ରୀଙ୍କ ନଜର ପଡ଼ିଥିଲା । ବସକୁ ଅଟକାଇ ସେଥିରେ […]

ଆନନ୍ଦପୁର: ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବା ଅଭିଯୋଗରେ ଦୁଇ ସ୍କୁଲ୍ ବସ୍ ସିଜ କରିଛନ୍ତି  । ଘଟଣା ଘଟିଛି ଆନନ୍ଦପୁର ଅଞ୍ଚଳରେ । ସିଜ୍ ହୋଇଥିବା ଦୁଇଟି ବସ୍ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ପୋଡ଼ିଦେଲେ ଗ୍ରାମବାସୀ, ୧୦ ଦିନ ପରେ ହାଡ଼ ଓ ପାଉଁଶ ଜବତ

ମନ୍ତ୍ରୀ ସମୀର ଦାସ ଆନନ୍ଦପୁର ଗସ୍ତରେ ଥିଲେ। ବାଟରେ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ଦୁଇଟି ବସ୍ ଯାଉଥିବା ବେଳେ ମନ୍ତ୍ରୀଙ୍କ ନଜର ପଡ଼ିଥିଲା । ବସକୁ ଅଟକାଇ ସେଥିରେ କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀ ଥିବା ଦେଖି ନିକଟସ୍ଥ ପୁଲିସ ଷ୍ଟେସନକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ଟିମ୍ ପହଞ୍ଚି ବସ୍ ଦୁଇଟିକୁ ଜବତ କରିଛି । ଏହାସହ ଗାଡ଼ିର କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଭିଣୋଇଙ୍କ ଛୁରାମାଡ଼ରେ ଶଳା ଗୁରୁତର, ଏମକେସିଜିରେ ଚାଲିଛି ଚିକିତ୍ସା

ସୂଚନା ଅନୁଯାଯୀ, ପୂର୍ବରୁ ବିଦ୍ୟାଳୟର ବସକୁ ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲା । ହେଲେ ଏଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ କି ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏପଟେ ମନ୍ତ୍ରୀଙ୍କ ଅନ୍ ଦି ସ୍ପଷ୍ଟ ଆକ୍ସନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଥାନା ସାମ୍ନାରେ ଟ୍ରାକ୍ଟର ରଖି ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ, କ'ଣ ଏହାର କାରଣ....

23 Jun 2022 By The Sakala

ମନ୍ତ୍ରୀଙ୍କ ଅନ୍ ଦି ସ୍ପଷ୍ଟ ଆକ୍ସନ: ସିଜ୍ ହେଲା କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଉଥିବା ଦୁଇ ସ୍କୁଲ୍ ବସ୍

ଆନନ୍ଦପୁର: ଆକ୍ସନ ମୁଡ଼ରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେବା ଅଭିଯୋଗରେ ଦୁଇ ସ୍କୁଲ୍ ବସ୍ ସିଜ କରିଛନ୍ତି  । ଘଟଣା ଘଟିଛି ଆନନ୍ଦପୁର ଅଞ୍ଚଳରେ । ସିଜ୍ ହୋଇଥିବା ଦୁଇଟି ବସ୍ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ବୋଲି ଜଣାପଡ଼ିଛି ।

ମନ୍ତ୍ରୀ ସମୀର ଦାସ ଆନନ୍ଦପୁର ଗସ୍ତରେ ଥିଲେ। ବାଟରେ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ଦୁଇଟି ବସ୍ ଯାଉଥିବା ବେଳେ ମନ୍ତ୍ରୀଙ୍କ ନଜର ପଡ଼ିଥିଲା । ବସକୁ ଅଟକାଇ ସେଥିରେ କ୍ଷମତାଠାରୁ ଅଧିକ ଛାତ୍ରଛାତ୍ରୀ ଥିବା ଦେଖି ନିକଟସ୍ଥ ପୁଲିସ ଷ୍ଟେସନକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ଟିମ୍ ପହଞ୍ଚି ବସ୍ ଦୁଇଟିକୁ ଜବତ କରିଛି । ଏହାସହ ଗାଡ଼ିର କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଇଛି ।

ସୂଚନା ଅନୁଯାଯୀ, ପୂର୍ବରୁ ବିଦ୍ୟାଳୟର ବସକୁ ନେଇ ଅନେକ ଥର ଅଭିଯୋଗ ହୋଇ ଆସୁଥିଲା । ହେଲେ ଏଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ କି ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏପଟେ ମନ୍ତ୍ରୀଙ୍କ ଅନ୍ ଦି ସ୍ପଷ୍ଟ ଆକ୍ସନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର