ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଜାତୀୟ ଚେସ ମହାସଂଘ ଅଧ୍ୟକ୍ଷ ସଞ୍ଜୟ କପୁର

The Sakala Picture
Published On

ଭୁବନେଶ୍ୱର: ଜାତୀୟ ଚେସ ମହାସଂଘର ଅଧ୍ୟକ୍ଷ ଡଃ ସଞ୍ଜୟ କପୁର ଆସନ୍ତାକାଲି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ଚେସ ମହାସଂଘର ଅଧ୍ୟକ୍ଷଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବିଦ୍ୟାଳୟରେ ଚେସ ଖେଳକୁ ବାଧ୍ୟତାମୂଳକ କରିବା ପାଇଁ ଏକ ପ୍ରୟାସ। ସେ ପୂର୍ବରୁ ଅନ୍ୟ ପଦାଧିକାରୀଙ୍କ ସହ ପଞ୍ଜାବ ଗସ୍ତ କରିଥିଲେ। ଓଡିଶା ଗସ୍ତରେ ତାଙ୍କ ସହ ମହାସଂଘ ସଚିବ ଭାରତ ସିଂ, ଉପାଧକ୍ଷ୍ୟ ଭାବେଶ ପଟେଲ ଏବଂ କୋଷାଧ୍ୟକ୍ଷ ନରେଶ ଶର୍ମା ଆସୁଛନ୍ତି। ଓଡ଼ିଶା ଚେସ […]

ଭୁବନେଶ୍ୱର: ଜାତୀୟ ଚେସ ମହାସଂଘର ଅଧ୍ୟକ୍ଷ ଡଃ ସଞ୍ଜୟ କପୁର ଆସନ୍ତାକାଲି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ଚେସ ମହାସଂଘର ଅଧ୍ୟକ୍ଷଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବିଦ୍ୟାଳୟରେ ଚେସ ଖେଳକୁ ବାଧ୍ୟତାମୂଳକ କରିବା ପାଇଁ ଏକ ପ୍ରୟାସ। ସେ ପୂର୍ବରୁ ଅନ୍ୟ ପଦାଧିକାରୀଙ୍କ ସହ ପଞ୍ଜାବ ଗସ୍ତ କରିଥିଲେ। ଓଡିଶା ଗସ୍ତରେ ତାଙ୍କ ସହ ମହାସଂଘ ସଚିବ ଭାରତ ସିଂ, ଉପାଧକ୍ଷ୍ୟ ଭାବେଶ ପଟେଲ ଏବଂ କୋଷାଧ୍ୟକ୍ଷ ନରେଶ ଶର୍ମା ଆସୁଛନ୍ତି। ଓଡ଼ିଶା ଚେସ ଆସୋସିଏସନ ସଭାପତି ରଂଜନ ମହାନ୍ତି ଏହି ସୂଚନା ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୟଙ୍କର ତେଲ ସଙ୍କଟ ! ଭୁବନେଶ୍ବରର ଅଧିକାଂଶ ପେଟ୍ରୋଲ ପମ୍ପ୍‌ରେ ଲମ୍ବା ଲାଇନ୍‌

19 Mar 2021 By The Sakala

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଜାତୀୟ ଚେସ ମହାସଂଘ ଅଧ୍ୟକ୍ଷ ସଞ୍ଜୟ କପୁର

ଭୁବନେଶ୍ୱର: ଜାତୀୟ ଚେସ ମହାସଂଘର ଅଧ୍ୟକ୍ଷ ଡଃ ସଞ୍ଜୟ କପୁର ଆସନ୍ତାକାଲି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ଚେସ ମହାସଂଘର ଅଧ୍ୟକ୍ଷଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବିଦ୍ୟାଳୟରେ ଚେସ ଖେଳକୁ ବାଧ୍ୟତାମୂଳକ କରିବା ପାଇଁ ଏକ ପ୍ରୟାସ। ସେ ପୂର୍ବରୁ ଅନ୍ୟ ପଦାଧିକାରୀଙ୍କ ସହ ପଞ୍ଜାବ ଗସ୍ତ କରିଥିଲେ। ଓଡିଶା ଗସ୍ତରେ ତାଙ୍କ ସହ ମହାସଂଘ ସଚିବ ଭାରତ ସିଂ, ଉପାଧକ୍ଷ୍ୟ ଭାବେଶ ପଟେଲ ଏବଂ କୋଷାଧ୍ୟକ୍ଷ ନରେଶ ଶର୍ମା ଆସୁଛନ୍ତି। ଓଡ଼ିଶା ଚେସ ଆସୋସିଏସନ ସଭାପତି ରଂଜନ ମହାନ୍ତି ଏହି ସୂଚନା ପ୍ରଦାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର