ମାଟି ତଳୁ ମିଳିଲା ଚୋରି ହୋଇଥିବା ବିଡାବିଡ଼ା ଟଙ୍କା

The Sakala Picture
Published On

ସମ୍ବଲପୁର: ମାଟି ତଳୁ ମିଳିଲା ବିଡାବିଡା ଟଙ୍କା। ମୁଖ୍ୟ ଅଭିଯୁକ୍ତ ରାକେଶ ବେହେରା ସମେତ ୩ ଜଣଙ୍କୁ ଗିରଫ କରିଛ ପୁଲିସ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବନାକାଲ ଗାଁର ଏକ ଘରର ମାଟି ତଳୁ ଏହି ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି। ସୂଚନା ଅନୁଯାୟୀ, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶୀଲା ଟାୱାର ହୋଟେଲରୁ ୩୯ ଲକ୍ଷ ଚୋରି ହୋଇଥିଲା। ଏହି ଚୋରି ଘଟଣାରେ ଜଣେ ହୋଟେଲ କର୍ମଚାରୀ ସାମିଲଥିଲେ।

ସମ୍ବଲପୁର: ମାଟି ତଳୁ ମିଳିଲା ବିଡାବିଡା ଟଙ୍କା। ମୁଖ୍ୟ ଅଭିଯୁକ୍ତ ରାକେଶ ବେହେରା ସମେତ ୩ ଜଣଙ୍କୁ ଗିରଫ କରିଛ ପୁଲିସ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବନାକାଲ ଗାଁର ଏକ ଘରର ମାଟି ତଳୁ ଏହି ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶୀଲା ଟାୱାର ହୋଟେଲରୁ ୩୯ ଲକ୍ଷ ଚୋରି ହୋଇଥିଲା। ଏହି ଚୋରି ଘଟଣାରେ ଜଣେ ହୋଟେଲ କର୍ମଚାରୀ ସାମିଲଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର