ନଭେମ୍ବର ୮ ପର୍ଯ୍ୟନ୍ତ ସ୍ଥଗିତ ରହିଲା ଘରୋଇ ବସ୍ ଧର୍ମଘଟ

The Sakala Picture
Published On

ଭୁବନେଶ୍ୱର: ୮ ନଭେମ୍ବର ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଛି । ସାମଗ୍ରିକ ବସ୍‌ ଧର୍ମଘଟ ନେଇ ୮ ତାରିଖରେ ନିଆଯିବ ନିଷ୍ପତ୍ତି । ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକ‌ ଶେଷ ହୋଇଛି। ଏ ନେଇ ପ୍ରେସ୍‌ ମିଟ୍‌ରେ ଘରୋଇ ବସ୍ ମାଲକ ସଂଘ ଘୋଷଣା କରିଛି । ସରକାରଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି । ୮ ତାରିଖରେ ଭବାନୀପାଟଣାରେ ବସ୍ ମାଲିକ ସଂଘର ବୈଠକ ହେବ […]

ଭୁବନେଶ୍ୱର: ୮ ନଭେମ୍ବର ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଛି । ସାମଗ୍ରିକ ବସ୍‌ ଧର୍ମଘଟ ନେଇ ୮ ତାରିଖରେ ନିଆଯିବ ନିଷ୍ପତ୍ତି । ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକ‌ ଶେଷ ହୋଇଛି। ଏ ନେଇ ପ୍ରେସ୍‌ ମିଟ୍‌ରେ ଘରୋଇ ବସ୍ ମାଲକ ସଂଘ ଘୋଷଣା କରିଛି । ସରକାରଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛି । ୮ ତାରିଖରେ ଭବାନୀପାଟଣାରେ ବସ୍ ମାଲିକ ସଂଘର ବୈଠକ ହେବ । ବସ୍ ଧର୍ମଘଟ ବିଷୟରେ ସେଠି ନିଷ୍ପତ୍ତି ନିଆଯିବ । ଏ ନେଇ ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ସୂଚନାଯୋଗ୍ୟ, ରାଜ୍ୟରେ ଲକ୍ଷ୍ମୀବସ ଚଳାଚଳକୁ ବିରୋଧ କରି ଘରୋଇବସ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇଛି । ଏପ୍ରସଙ୍ଗରେ ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ମଧ୍ୟ ହୋଇଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର