ଆମେରିକା ଜର୍ଜିୟାରେ ଦୀପାବଳି ପାଳନ କଲେ ପ୍ରବାସୀ ଓଡ଼ିଆ

The Sakala Picture
Published On

ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିର ପର୍ବ ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ହିନ୍ଦୁ ପରାମ୍ପରାରେ ଦୀପାବଳି ଏକ ପ୍ରମୁଖ ପର୍ବ। ସମଗ୍ର ଦେଶରେ ଏହି ପର୍ବକୁ ବେଶ ଧୁମ୍‌ ଧାମରେ ପାଳନ କରାଯାଏ। କେବଳ ଭାରତ କାହିଁକି ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଆଲୋକର ପର୍ବ ଦୀପାବଳିକୁ ପାଳନ କରିଛନ୍ତି। […]

ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିର ପର୍ବ ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ହିନ୍ଦୁ ପରାମ୍ପରାରେ ଦୀପାବଳି ଏକ ପ୍ରମୁଖ ପର୍ବ। ସମଗ୍ର ଦେଶରେ ଏହି ପର୍ବକୁ ବେଶ ଧୁମ୍‌ ଧାମରେ ପାଳନ କରାଯାଏ। କେବଳ ଭାରତ କାହିଁକି ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଆଲୋକର ପର୍ବ ଦୀପାବଳିକୁ ପାଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗ SSB ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୫ରୁ ୧୬ ପର୍ଯ୍ୟନ୍ତ ହେବ ପରୀକ୍ଷା

ବିଦେଶରେ ବାଜୁଛି ଓଡ଼ିଆ ଗୀତ । ଆଉ ସଙ୍ଗୀତର ତାଳେ ତାଳେ ନାଚୁଛନ୍ତି ପ୍ରବାସୀ । ବିଦେଶରେ ରହି ବହୁ ପ୍ରତିଷ୍ଠା ଅର୍ଜିଥିଲେ ସୁଦ୍ଧା ଆଜି ବି ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ଭୁଲି ନାହାନ୍ତି ଏମାନେ ।  ଆମେରିକା ଜର୍ଜିୟା ରାଜ୍ୟର ଓଡ଼ିଆ ସୋସାଇଟ୍ ପକ୍ଷରୁ ବାର୍ଷୀକ ଦୀପାବଳି ପର୍ବ ନଭେମ୍ବର ୬ରେ ପାଳନ କରାଯାଇଛି । କୋଭିଡ ଗାଇଡଲାଇନକୁ ମାନି ୮୦ରୁ ଅଧିକ ପରିବାର ଏହି ଉତ୍ସବରେ ଯୋଗଦେଇଥିଲେ । କୁନି କୁନି ପିଲାମାନେ ଓଡ଼ିଆ ଗୀତରେ ନାଚିବା ସହ ଧୁମ ମଜା ଉଠାଇଛନ୍ତି । ସେପଟେ ସୋସାଇଟ ପକ୍ଷରୁ ବିଭିନ୍ନ ଓଡ଼ିଆ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ତେବେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ଲାଗି ପ୍ରତିବର୍ଷ ଏଭଳି ଆୟୋଜନ କରାଯିବ ବୋଲି କହିଛନ୍ତି ସୋସାଇଟର କର୍ମକର୍ତ୍ତା ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ନୃଶଂସ ସ୍ୱାମୀ

07 Nov 2021 By The Sakala

ଆମେରିକା ଜର୍ଜିୟାରେ ଦୀପାବଳି ପାଳନ କଲେ ପ୍ରବାସୀ ଓଡ଼ିଆ

ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିିର ପର୍ବ ଦୀପାବଳି , ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ହିନ୍ଦୁ ପରାମ୍ପରାରେ ଦୀପାବଳି ଏକ ପ୍ରମୁଖ ପର୍ବ। ସମଗ୍ର ଦେଶରେ ଏହି ପର୍ବକୁ ବେଶ ଧୁମ୍‌ ଧାମରେ ପାଳନ କରାଯାଏ। କେବଳ ଭାରତ କାହିଁକି ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ମଧ୍ୟ ଆଲୋକର ପର୍ବ ଦୀପାବଳିକୁ ପାଳନ କରିଛନ୍ତି।

ବିଦେଶରେ ବାଜୁଛି ଓଡ଼ିଆ ଗୀତ । ଆଉ ସଙ୍ଗୀତର ତାଳେ ତାଳେ ନାଚୁଛନ୍ତି ପ୍ରବାସୀ । ବିଦେଶରେ ରହି ବହୁ ପ୍ରତିଷ୍ଠା ଅର୍ଜିଥିଲେ ସୁଦ୍ଧା ଆଜି ବି ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ଭୁଲି ନାହାନ୍ତି ଏମାନେ ।  ଆମେରିକା ଜର୍ଜିୟା ରାଜ୍ୟର ଓଡ଼ିଆ ସୋସାଇଟ୍ ପକ୍ଷରୁ ବାର୍ଷୀକ ଦୀପାବଳି ପର୍ବ ନଭେମ୍ବର ୬ରେ ପାଳନ କରାଯାଇଛି । କୋଭିଡ ଗାଇଡଲାଇନକୁ ମାନି ୮୦ରୁ ଅଧିକ ପରିବାର ଏହି ଉତ୍ସବରେ ଯୋଗଦେଇଥିଲେ । କୁନି କୁନି ପିଲାମାନେ ଓଡ଼ିଆ ଗୀତରେ ନାଚିବା ସହ ଧୁମ ମଜା ଉଠାଇଛନ୍ତି । ସେପଟେ ସୋସାଇଟ ପକ୍ଷରୁ ବିଭିନ୍ନ ଓଡ଼ିଆ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ତେବେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ଲାଗି ପ୍ରତିବର୍ଷ ଏଭଳି ଆୟୋଜନ କରାଯିବ ବୋଲି କହିଛନ୍ତି ସୋସାଇଟର କର୍ମକର୍ତ୍ତା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର