ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଦୁଇ ଦଳର ଦଣ୍ଡୁଆଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଓ ମାରପିଟ

Madhusudan Das Picture
Published On

ଆସିକା: ପଞ୍ଚୁଦଣ୍ଡ ଚାଲିଥିବା ସମୟରେ ଦୁଇ ଦଳର ଦଣ୍ଡୁଆଙ୍କ ଭିତରେ ଗଣ୍ଡଗୋଳ । ସଂସ୍କୃତିର ଧର୍ଯ୍ୟା ଉଡିଲା ସିନ୍ଦୁରାପଲି ଗାଁରେ । ଗଂଜାମ ଜିଲ୍ଲା ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମରେ ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଘଟିଛି ଏପରି ଅଘଟଣ । ହିଞ୍ଜିଳିକାଟୁ ସାନପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟିର ଦଣ୍ଡୁଆଙ୍କ ଭିତରେ ପିଟାପିଟି । ଦଣ୍ଡୁଆଙ୍କ ଭିତରେ ମାରପିଟ୍ ପରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି ।  ତେବେ କେଉଁ କାରଣକୁ ନେଇ ଗଣ୍ଡଗୋଳ ହେଲା, ଏନେଇ କିଛି ସ୍ପଷ୍ଟ ହୋଇନି । ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି  ।

ଆହୁରି ପଢ଼ନ୍ତୁ: ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ, ୬ ଗୁରୁତର ଆହତ

09 Apr 2026 By Madhusudan Das

ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଦୁଇ ଦଳର ଦଣ୍ଡୁଆଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଓ ମାରପିଟ

ଆସିକା: ପଞ୍ଚୁଦଣ୍ଡ ଚାଲିଥିବା ସମୟରେ ଦୁଇ ଦଳର ଦଣ୍ଡୁଆଙ୍କ ଭିତରେ ଗଣ୍ଡଗୋଳ । ସଂସ୍କୃତିର ଧର୍ଯ୍ୟା ଉଡିଲା ସିନ୍ଦୁରାପଲି ଗାଁରେ । ଗଂଜାମ ଜିଲ୍ଲା ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମରେ ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଘଟିଛି ଏପରି ଅଘଟଣ । ହିଞ୍ଜିଳିକାଟୁ ସାନପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟିର ଦଣ୍ଡୁଆଙ୍କ ଭିତରେ ପିଟାପିଟି । ଦଣ୍ଡୁଆଙ୍କ ଭିତରେ ମାରପିଟ୍ ପରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି ।  ତେବେ କେଉଁ କାରଣକୁ ନେଇ ଗଣ୍ଡଗୋଳ ହେଲା, ଏନେଇ କିଛି ସ୍ପଷ୍ଟ ହୋଇନି । ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର