ଜୁନ୍ ୧୭ରୁ ୨୪ ମଧ୍ୟରେ ହେବ ଓଜେଇଇ ପରୀକ୍ଷା
ଭୁବନେଶ୍ବର : ଜୁନ୍ ୧୭ରୁ ୨୪ ମଧ୍ୟରେ ହେବ ଓଜେଇଇ ପରୀକ୍ଷା । ଏଥି ପାଇଁ ଏପ୍ରିଲ ୧୪ରୁ ଆରମ୍ଭ ହୋଇଛି ଅନଲାଇନ ଆବେଦନ । ମେ ୧୫ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍ ପ୍ରଥମ ସପ୍ତାହରୁ ମିଳିବ ଆଡମିଟ କାର୍ଡ ଏବଂ ଜୁନ୍ ୧୭ରୁ ୨୪ ମଧ୍ୟରେ ପରୀକ୍ଷା ହେବ। କମ୍ପ୍ୟୁଟର ବେସ୍ଡ୍ ପରୀକ୍ଷା ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

15 Apr 2021
By The Sakala

⊕ https://www.thesakala.in/latest-odisha-news/ojee-exam-will-be-held-from-june-17-to-24/article-1546