ସର୍ବଭାରତୀୟ ସର୍ଭେରେ ଓଡ଼ିଶାର ଆସିକା ଥାନା ପ୍ରଥମ, ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ: ସର୍ବଭାରତୀୟ ସର୍ଭେରେ ଓଡ଼ିଶାର ଆସିକା ଥାନା ପ୍ରଥମ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ଭେରେ ପ୍ରଥମ ସ୍ଥାନରେ ଆସିକା ଥାନା ରହିଛି। ପ୍ରତ୍ଯେକ ଥାନା ଗସ୍ତ କରି ସର୍ଭେ କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟିମ। ୨୦୨୨ ପାଇଁ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଘୋଷଣା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଆସିକା ଥାନାକୁ ଶୁଭେଚ୍ଛା ଜଣାଇଛନ୍ତି। Congratulations #Aska Police Station, Ganjam on being selected as one […]
ଗଞ୍ଜାମ: ସର୍ବଭାରତୀୟ ସର୍ଭେରେ ଓଡ଼ିଶାର ଆସିକା ଥାନା ପ୍ରଥମ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ଭେରେ ପ୍ରଥମ ସ୍ଥାନରେ ଆସିକା ଥାନା ରହିଛି। ପ୍ରତ୍ଯେକ ଥାନା ଗସ୍ତ କରି ସର୍ଭେ କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟିମ। ୨୦୨୨ ପାଇଁ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଘୋଷଣା କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଆସିକା ଥାନାକୁ ଶୁଭେଚ୍ଛା ଜଣାଇଛନ୍ତି।
Congratulations #Aska Police Station, Ganjam on being selected as one of the best three police stations in the country for 2022 by Ministry of Home Affairs. Aska has also been declared as best Police Station in CCTNS dashboard for 2022. @PIBHomeAffairs https://t.co/FrW2M5WasM
— CMO Odisha (@CMO_Odisha) January 6, 2023
ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖରେ ଦିଲ୍ଲୀରେ ଏକ ଉତ୍ସବରେ ଟ୍ରଫି ପ୍ରଦାନ କରାଯିବ । ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଟ୍ରଫି ଗ୍ରହଣ କରିବେ । ଦେଶର ଶ୍ରେଷ୍ଠ ୩ଟି ପୁଲିସ ଷ୍ଟେସନ ଭିତରେ ଆସିକା ଥାନା ଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାଧ ହ୍ରାସ, ଆଇନ ଶୃଙ୍ଖଳାକୁ ବ୍ୟବସ୍ଥିତ କରିଥିବାରୁ ଆସିକା ଥାନା ଦେଶରେ ଶ୍ରେଷ୍ଠ ଥାନା ଭାବେ ବିବେଚିତ ହୋଇଥିଲା । ଯଦିଓ ଚୟନ ନେଇ ପୂର୍ବରୁ ଘୋଷଣା କରାଯାଇଥିଲା କିନ୍ତୁ ଆସନ୍ତା ୨୦ ତାରିଖରେ ପୁରସ୍କାର ପ୍ରଦାନ କରାଯିବ ।