ଆଜିଠୁ କୁଆଖାଇ ପୋଲରେ ଯାତାୟାତ ଉପରେ ଲାଗିଲା କଟକଣା
ଭୁବନେଶ୍ୱର : ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ଯାତାୟାତ ବନ୍ଦ ରହିବ । ଏହାର ମରାମତି ପାଇଁ ଆଜିଠୁ ଠିକ୍ ୨ ମାସ ଅର୍ଥାତ୍ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ବିଟ୍ ଯେଗେ ସୂଚନା ଦିଆଯାଇଛି। ଏନ୍ଏଚ୍-୧୬ ରେ ୬୦ ଦିନ ପାଇଁ ଜରୁରୀ ମରାମତି କାର୍ଯ୍ୟ ପାଇଁ କୁଆଖାଇ ବ୍ରିଜ୍ ବନ୍ଦ କରିବାକୁ NHAI / SJEPL ପ୍ରସ୍ତାବ ଦେଇଛି ଏବଂ […]
ଭୁବନେଶ୍ୱର : ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ଯାତାୟାତ ବନ୍ଦ ରହିବ । ଏହାର ମରାମତି ପାଇଁ ଆଜିଠୁ ଠିକ୍ ୨ ମାସ ଅର୍ଥାତ୍ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ବିଟ୍ ଯେଗେ ସୂଚନା ଦିଆଯାଇଛି। ଏନ୍ଏଚ୍-୧୬ ରେ ୬୦ ଦିନ ପାଇଁ ଜରୁରୀ ମରାମତି କାର୍ଯ୍ୟ ପାଇଁ କୁଆଖାଇ ବ୍ରିଜ୍ ବନ୍ଦ କରିବାକୁ NHAI / SJEPL ପ୍ରସ୍ତାବ ଦେଇଛି ଏବଂ ଉକ୍ତ ବ୍ରିଜର ଯାଞ୍ଚ ଏବଂ ଲୋଡ୍ ଜନିତ ପରୀକ୍ଷାର ରିପୋର୍ଟକୁ ଆଧାର କରି ଟ୍ରାଫିକ୍ ପରିବର୍ତ୍ତନ ପାଇଁ ଅନୁରୋଧ ମଧ୍ୟ କରାଯାଇଛି।
Public notice on closure of Kuakhai LHS bridge for urgent repair works for a period of 60 days (from 02.03.2021 to 02.05.2021) on NH-16. @SarangiSudhansu @dcpbbsr @dcp_cuttack @odisha_police @DCP_TRAFFIC @NHAI_Official pic.twitter.com/K20oPVir2k
ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି— COMMISSIONERATE POLICE (@cpbbsrctc) March 1, 2021
ଯାତ୍ରୀମାନଙ୍କ ସୁରକ୍ଷାକୁ ନଜରରେ ରଖି ଭୁବନେଶ୍ୱରରୁ କଟକକୁ ସମସ୍ତ ଯାନବାହାନ ମାର୍ଚ୍ଚ ୨ରୁ ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ କୁଆଖାଇର ମଝି ବ୍ରିଜକୁ ମାର୍ଗ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି। ଦୀର୍ଘ ଦିନ ଧରି ଏହି ବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାର ମରାମତି ପାଇଁ ଦାବି ହେଉଥିଲା । ତେଣୁ ମରାମତି ହେବାକୁ ଥିବାରୁ ଏହା ଉପରେ କୌଣସି ଯାନବାହନ ଚଳାଚଳ କରିବ ନାହିଁ। ଭୁବନେଶ୍ୱର ପଟୁ କଟକ ଯାଉଥିବା ସମସ୍ତ ପ୍ରକାର ଯାନବାହନ ମଝି କୁଆଖାଇ ପୋଲ ଦେଇ ଯାତାୟତ କରିବ।
ଆଜିଠୁ କୁଆଖାଇ ପୋଲରେ ଯାତାୟାତ ଉପରେ ଲାଗିଲା କଟକଣା
ଭୁବନେଶ୍ୱର : ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ଯାତାୟାତ ବନ୍ଦ ରହିବ । ଏହାର ମରାମତି ପାଇଁ ଆଜିଠୁ ଠିକ୍ ୨ ମାସ ଅର୍ଥାତ୍ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ବିଟ୍ ଯେଗେ ସୂଚନା ଦିଆଯାଇଛି। ଏନ୍ଏଚ୍-୧୬ ରେ ୬୦ ଦିନ ପାଇଁ ଜରୁରୀ ମରାମତି କାର୍ଯ୍ୟ ପାଇଁ କୁଆଖାଇ ବ୍ରିଜ୍ ବନ୍ଦ କରିବାକୁ NHAI / SJEPL ପ୍ରସ୍ତାବ ଦେଇଛି ଏବଂ ଉକ୍ତ ବ୍ରିଜର ଯାଞ୍ଚ ଏବଂ ଲୋଡ୍ ଜନିତ ପରୀକ୍ଷାର ରିପୋର୍ଟକୁ ଆଧାର କରି ଟ୍ରାଫିକ୍ ପରିବର୍ତ୍ତନ ପାଇଁ ଅନୁରୋଧ ମଧ୍ୟ କରାଯାଇଛି।
Public notice on closure of Kuakhai LHS bridge for urgent repair works for a period of 60 days (from 02.03.2021 to 02.05.2021) on NH-16. @SarangiSudhansu @dcpbbsr @dcp_cuttack @odisha_police @DCP_TRAFFIC @NHAI_Official pic.twitter.com/K20oPVir2k
— COMMISSIONERATE POLICE (@cpbbsrctc) March 1, 2021