ଅଧ୍ୟାପକଙ୍କ ଅବସରକାଳୀନ ବୟସସୀମା ବୃଦ୍ଧି ପ୍ରସ୍ତାବକୁ ‘ନା’

The Sakala Picture
Published On

ଭୁବନେଶ୍ୱର : ବଢ଼ିବ ନାହିଁ ଅଧ୍ୟାପକ ମାନଙ୍କ ଅବସର କାଳୀନ ବୟସସୀମା। ପୂର୍ବଭଳି ୬୦ ବର୍ଷ ରହିବ। ତେବେ ଖାଲିଥିବା ଅଧ୍ୟାପକ ପଦ ପୂରଣ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଏହା ସହିତ ଅଧ୍ୟାପକମାନଙ୍କ ବଦଳି ନୀତିରେ ସ୍ବଚ୍ଛତା ପାଇଁ ପିଆଇଏମଏସ ପୋର୍ଟାଲକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ କଲେଜରେ ଖାଲିଥିବା ଅଧ୍ୟାପକ ଓ ଅଧ୍ୟକ୍ଷ ପଦ ପୂରଣ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ବିଧାନସଭା ଷ୍ଟାଙ୍ଗି କମିଟି ପକ୍ଷରୁ ଦିଆଯାଇଥିବା […]

ଭୁବନେଶ୍ୱର : ବଢ଼ିବ ନାହିଁ ଅଧ୍ୟାପକ ମାନଙ୍କ ଅବସର କାଳୀନ ବୟସସୀମା। ପୂର୍ବଭଳି ୬୦ ବର୍ଷ ରହିବ। ତେବେ ଖାଲିଥିବା ଅଧ୍ୟାପକ ପଦ ପୂରଣ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଏହା ସହିତ ଅଧ୍ୟାପକମାନଙ୍କ ବଦଳି ନୀତିରେ ସ୍ବଚ୍ଛତା ପାଇଁ ପିଆଇଏମଏସ ପୋର୍ଟାଲକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ କଲେଜରେ ଖାଲିଥିବା ଅଧ୍ୟାପକ ଓ ଅଧ୍ୟକ୍ଷ ପଦ ପୂରଣ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ବିଧାନସଭା ଷ୍ଟାଙ୍ଗି କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ବିଚାରବିମର୍ଶ କରି ଉଚ୍ଚଶିକ୍ଷା ବିଭାଗ ଏହି ତଥ୍ୟ ରଖୁଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ଜମି ଉପରେ ପଡ଼ିଶାଙ୍କ ନଜର: ଛତିଶଗଡ଼ ଦଖଲରେ ଝାରସୁଗୁଡ଼ାର ୩ କି.ମି ରାସ୍ତା

ମିଳିଥିବା ସୂଚନା ଅନୁସାରେ ବିଧାନସଭା ଷ୍ଟାଫ୍ରିକ କମିଟି ପକ୍ଷରୁ କଲେଜଗୁଡିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସୁପାରିସ କରାଯାଇଥିଲା। ଯାହାର ଉତ୍ତରରେ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ରାଜ୍ୟର ୨୮୩ଟି ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି, ଉଭୟ ଡିଗ୍ରୀ ଓ କମ୍ପୋଜିଟ୍ (+୨ ଏବଂ +୩) କଲେଜରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦାୟିତ୍ଵରେ କଲେଜଗୁଡିକ ଚାଲିଛି। ମାତ୍ର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କୁ ଏ ବାବଦରେ ଅଧିକ ଦରମା ଦିଆଯାଉନି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ

ବିଭାଗ ଆହୁରି ମଧ୍ୟ ଦର୍ଶାଇଛି ଯେ, ରାଜ୍ୟରେ ୟୁଜିସି ସ୍କେଲ୍‌ ଦରମା ପାଉଥିବା । ରିଡରଙ୍କ ସଂଖ୍ୟା କମ ଥିବାରୁ ଏହି ପଦବୀଗୁଡିକ ପୂରଣ କରାଯାଇପାରୁନି। ସେହିପରି ଜଣେ ରିଡର୍ ନିଯୁକ୍ତି ପାଇଁ ମାସିକ ଓଁ ୧ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିଥାଏ I ତେବେ ୨୮୩ଟି କଲେଜ ପାଇଁ ରାଜ୍ୟକୁ ପ୍ରତି ମାସ ୪ କୋଟି ୨୫ ଲକ୍ଷର ଅଧିକ ବୋଝ ମୁଣ୍ଡାଇବାକୁ ପଡ଼ିବ। ବର୍ତ୍ତମାନର କରୋନା ମହାମାରୀ ସ୍ଥିତିରେ ଏହାକୁ ସ୍ଥଗିତ ରଖାଯାଇଥିବା ବିଭାଗ ଉତ୍ତର ରଖୁଛି ରୁ ସେହିପରି ନିୟମିତ ଅଧ୍ୟକ୍ଷ ପଦବୀ ପୂରଣ କରିବା ପାଇଁ ବିଭାଗ ଅଧ୍ୟାପକମାନଙ୍କର ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରିଥିଲା।

ଆହୁରି ପଢ଼ନ୍ତୁ: ସିସୋର ଚିଟଫଣ୍ଡ ମାମଲା: ୧୭ଟି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଉପରେ ଜବାବ ରଖିବାକୁ ସିବିଆଇକୁ କୋର୍ଟଙ୍କ ନିର୍ଦ୍ଦେଶ

ଯାହା କୋର୍ଟରେ ବିଚାରାଧୀନ ରହିଛି। ତେଣୁ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିନି। ଅପରପକ୍ଷେ, ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟାପକମାନଙ୍କର ସମାନ ବଦଳି ନୀତି ଲାଗୁ କରିବାକୁ ସୁପାରିସ କରିଥିଲା। ଯାହାର ଉତ୍ତରରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କହିଛି ଯେ ଏବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ଅନଲାଇନ୍ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। ପର୍ସନେଲ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ପିଆଇଏମଏସ୍ ପୋର୍ଟାଲରେ ଆବେଦନ କରାଯାଉଛି । ତେବେ କରୋନା ମହାମାରୀ ପାଇଁ ଏବେ ନିୟମିତ ବଦଳି ପ୍ରକ୍ରିୟା ବନ୍ଦ ରହି ।

କେବଳ ପ୍ରଶାସନିକ ଆବଶ୍ୟକତା କ୍ଷେତ୍ରରେ ବଦଳି କରାଯାଇଛି। ବିଭିନ୍ନ କଲେଜରେ ଖାଲି ପଡ଼ିଥିବା ୧୮୫୮ ଅଧ୍ୟାପକ ପଦରୁ ୯୭୨ଟି ପୂରଣ ପାଇଁ ମେରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ସେହିପରି ରାଜ୍ୟରେ ବେସରକାରୀ କଲେଜଗୁଡିକରେ ଅବସର ବୟସ ବଢ଼ାଇବାର ଆବଶ୍ୟକତା ନାହିଁ । ମାତ୍ର ପ୍ରାଣ କମିଟିରେ ଅବସରକାଳୀନ । ବୟସସୀମା ୨୨କୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା।

25 Jun 2021 By The Sakala

ଅଧ୍ୟାପକଙ୍କ ଅବସରକାଳୀନ ବୟସସୀମା ବୃଦ୍ଧି ପ୍ରସ୍ତାବକୁ ‘ନା’

ଭୁବନେଶ୍ୱର : ବଢ଼ିବ ନାହିଁ ଅଧ୍ୟାପକ ମାନଙ୍କ ଅବସର କାଳୀନ ବୟସସୀମା। ପୂର୍ବଭଳି ୬୦ ବର୍ଷ ରହିବ। ତେବେ ଖାଲିଥିବା ଅଧ୍ୟାପକ ପଦ ପୂରଣ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଏହା ସହିତ ଅଧ୍ୟାପକମାନଙ୍କ ବଦଳି ନୀତିରେ ସ୍ବଚ୍ଛତା ପାଇଁ ପିଆଇଏମଏସ ପୋର୍ଟାଲକୁ ଗୁରୁତ୍ବ ଦିଆଯାଉଛି । ବିଭିନ୍ନ କଲେଜରେ ଖାଲିଥିବା ଅଧ୍ୟାପକ ଓ ଅଧ୍ୟକ୍ଷ ପଦ ପୂରଣ କରିବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି । ବିଧାନସଭା ଷ୍ଟାଙ୍ଗି କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ବିଚାରବିମର୍ଶ କରି ଉଚ୍ଚଶିକ୍ଷା ବିଭାଗ ଏହି ତଥ୍ୟ ରଖୁଛି ।

ମିଳିଥିବା ସୂଚନା ଅନୁସାରେ ବିଧାନସଭା ଷ୍ଟାଫ୍ରିକ କମିଟି ପକ୍ଷରୁ କଲେଜଗୁଡିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସୁପାରିସ କରାଯାଇଥିଲା। ଯାହାର ଉତ୍ତରରେ ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ରାଜ୍ୟର ୨୮୩ଟି ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷ ନାହାନ୍ତି, ଉଭୟ ଡିଗ୍ରୀ ଓ କମ୍ପୋଜିଟ୍ (+୨ ଏବଂ +୩) କଲେଜରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦାୟିତ୍ଵରେ କଲେଜଗୁଡିକ ଚାଲିଛି। ମାତ୍ର ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କୁ ଏ ବାବଦରେ ଅଧିକ ଦରମା ଦିଆଯାଉନି।

ବିଭାଗ ଆହୁରି ମଧ୍ୟ ଦର୍ଶାଇଛି ଯେ, ରାଜ୍ୟରେ ୟୁଜିସି ସ୍କେଲ୍‌ ଦରମା ପାଉଥିବା । ରିଡରଙ୍କ ସଂଖ୍ୟା କମ ଥିବାରୁ ଏହି ପଦବୀଗୁଡିକ ପୂରଣ କରାଯାଇପାରୁନି। ସେହିପରି ଜଣେ ରିଡର୍ ନିଯୁକ୍ତି ପାଇଁ ମାସିକ ଓଁ ୧ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିଥାଏ I ତେବେ ୨୮୩ଟି କଲେଜ ପାଇଁ ରାଜ୍ୟକୁ ପ୍ରତି ମାସ ୪ କୋଟି ୨୫ ଲକ୍ଷର ଅଧିକ ବୋଝ ମୁଣ୍ଡାଇବାକୁ ପଡ଼ିବ। ବର୍ତ୍ତମାନର କରୋନା ମହାମାରୀ ସ୍ଥିତିରେ ଏହାକୁ ସ୍ଥଗିତ ରଖାଯାଇଥିବା ବିଭାଗ ଉତ୍ତର ରଖୁଛି ରୁ ସେହିପରି ନିୟମିତ ଅଧ୍ୟକ୍ଷ ପଦବୀ ପୂରଣ କରିବା ପାଇଁ ବିଭାଗ ଅଧ୍ୟାପକମାନଙ୍କର ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରିଥିଲା।

ଯାହା କୋର୍ଟରେ ବିଚାରାଧୀନ ରହିଛି। ତେଣୁ ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିନି। ଅପରପକ୍ଷେ, ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟାପକମାନଙ୍କର ସମାନ ବଦଳି ନୀତି ଲାଗୁ କରିବାକୁ ସୁପାରିସ କରିଥିଲା। ଯାହାର ଉତ୍ତରରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କହିଛି ଯେ ଏବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗରେ ଅନଲାଇନ୍ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। ପର୍ସନେଲ ଇନଫରମେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ପିଆଇଏମଏସ୍ ପୋର୍ଟାଲରେ ଆବେଦନ କରାଯାଉଛି । ତେବେ କରୋନା ମହାମାରୀ ପାଇଁ ଏବେ ନିୟମିତ ବଦଳି ପ୍ରକ୍ରିୟା ବନ୍ଦ ରହି ।

କେବଳ ପ୍ରଶାସନିକ ଆବଶ୍ୟକତା କ୍ଷେତ୍ରରେ ବଦଳି କରାଯାଇଛି। ବିଭିନ୍ନ କଲେଜରେ ଖାଲି ପଡ଼ିଥିବା ୧୮୫୮ ଅଧ୍ୟାପକ ପଦରୁ ୯୭୨ଟି ପୂରଣ ପାଇଁ ମେରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ସେହିପରି ରାଜ୍ୟରେ ବେସରକାରୀ କଲେଜଗୁଡିକରେ ଅବସର ବୟସ ବଢ଼ାଇବାର ଆବଶ୍ୟକତା ନାହିଁ । ମାତ୍ର ପ୍ରାଣ କମିଟିରେ ଅବସରକାଳୀନ । ବୟସସୀମା ୨୨କୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର