ଜୁଲାଇ ୮ରୁ ନେଟ୍ ପରୀକ୍ଷା
ଭୁବନେଶ୍ୱର: ଜୁଲାଇ ୮ ତାରିଖରୁ ଜାତୀୟ ଯୋଗ୍ୟତା ପରୀକ୍ଷା(ନେଟ୍) ଆରମ୍ଭ ହେବ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୧ ମସିହାର ଡିସେମ୍ବର ଓ ୨୦୨୨ ମସିହାର ଜୁନ୍ ଟର୍ମକୁ ମିଶାଇ ଦୁଇଟି ପର୍ଯ୍ୟାୟର ପରୀକ୍ଷା ଏକା ସାଙ୍ଗରେ ଅନୁଷ୍ଠିତ ହେବ। ଜୁଲାଇ ୮, ୯, ୧୧ ଓ ୧୨ ତାରିଖରେ ଡିସେମ୍ବର ଟର୍ମ ପରୀକ୍ଷା ହେବାକୁ ଥିବାବେଳେ ଅଗଷ୍ଟ ୧୨, ୧୩ ଓ ୧୪ ତାରିଖରେ ଜୁନ୍ ଟର୍ମ ପରୀକ୍ଷା ଅନୁଷ୍ଠିତ ହେବ।

26 Jun 2022
By The Sakala

⊕ https://www.thesakala.in/latest-odisha-news/net-exam-will-be-starts-from-july-8/article-12791