ମନୋରଞ୍ଜନ
ଓଡ଼ିଶା
'ନିରୀହଙ୍କୁ ଟାର୍ଗେଟ୍ କଲେ ନିସ୍ତାର ନାହିଁ', ଅପରାଧୀଙ୍କୁ ଏପରି କଡ଼ା ଚେତାବନୀ ଦେଲେ ପୋଲିସ କମିଶନର
ଭୁବନେଶ୍ୱର: ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଅପରାଧୀଙ୍କୁ କଡ଼ା ଚେତାବନୀ ଦେଲେ ପୋଲିସ କମିଶନର ଦେବଦତ୍ତ ସିଂ । କହିଲେ, ନିରୀହଙ୍କୁ ଟାର୍ଗେଟ୍ କଲେ ଆଉ ନିସ୍ତାର ନାହିଁ । ଗ୍ରଗ୍ସ ମାଫିଆ ପପୁନ ମାଝୀ ଭଳି ଅବସ୍ଥା ହେବ । ଭୁବନେଶ୍ବରରେ ଗଞ୍ଜାମର କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର୍ କରିଛି କମିଶନରେଟ୍ ପୋଲିସ । ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍ । ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ୍ ବେଳେ ହୋଇଥିଲା ଏନକାଉଣ୍ଟର୍ ।
ପ୍ରଥମେ ପୋଲିସ୍ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍ । ପୋଲିସ୍ ର ପାଲଟା ଗୁଳି ଚାଳନାରେ ପପୁନ୍ ଗୁରୁତର ହୋଇଛି । ପପୁନ୍ କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ତା ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ସହ ବନ୍ଧୁକ ଓ ଗୁଳି ଜବତ ହୋଇଛି । ପପୁନ ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଛି ।