ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କୁଖ୍ୟାତ ମାଓବାଦୀ ମନୀଷ ଯାଦବ ମୃତ, କୁନ୍ଦନ ଖେରୱାର ଗିରଫ

The Sakala Picture
Published On

ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ଏନକାଉଣ୍ଟରରେ ଟଳିଳା ଆଉଜଣେ ହାର୍ଡକୋର ମାଓବାଦୀ। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମନୀଷ ଯାଦବ ହାର୍ଡକୋର ମାଓବାଦୀ ମନୀଷ ଯାଦବ ନିହତ ହୋଇଛି। ମୃତ ମାଓବାଦୀ ମନିଷଙ୍କ ଉପରେ  ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଅପର ପକ୍ଷରେ ୧୦ଲକ୍ଷ ଟଙ୍କା ପୁରସ୍କାର ଥିବା ଆଉ ଜଣେ ମାଓବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଘଟଣାସ୍ଥଳରୁ ୨ଟି ରାଇଫଲ ଜବତ ହୋଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି। […]

ଝାଡ଼ଖଣ୍ଡ: ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ଏନକାଉଣ୍ଟରରେ ଟଳିଳା ଆଉଜଣେ ହାର୍ଡକୋର ମାଓବାଦୀ। ଲାତେହାରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ମନୀଷ ଯାଦବ ହାର୍ଡକୋର ମାଓବାଦୀ ମନୀଷ ଯାଦବ ନିହତ ହୋଇଛି। ମୃତ ମାଓବାଦୀ ମନିଷଙ୍କ ଉପରେ  ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଅପର ପକ୍ଷରେ ୧୦ଲକ୍ଷ ଟଙ୍କା ପୁରସ୍କାର ଥିବା ଆଉ ଜଣେ ମାଓବାଦୀକୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଘଟଣାସ୍ଥଳରୁ ୨ଟି ରାଇଫଲ ଜବତ ହୋଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

ଡିଆଇଜି ନିଲେଶ କୁମାର କହିଛନ୍ତି ଯେ ଗୋପାଳଗଞ୍ଜ ଏବଂ ସିୱାନରେ ମନୀଷ ଯାଦବଙ୍କ ବିରୋଧରେ ହତ୍ୟା ଏବଂ ଡକାୟତିର ଦଶରୁ ଅଧିକ ମାମଲା ରୁଜୁ ହୋଇଥିଲା। ଯିଏ ବିହାର ଏବଂ ୟୁପିରେ ଅପରାଧିକ ଘଟଣା ଘଟାଇଥିଲା। ମନୀଷ ଯାଦବଙ୍କୁ ଦିଲ୍ଲୀର କାଲକାଜିରୁ ଏସଟିଏଫ ଗିରଫ କରିଥିଲା। ସାକେତ କୋର୍ଟରେ ହାଜର କରାଯିବା ପରେ, ତାଙ୍କୁ ଗୋପାଳଗଞ୍ଜ କୋର୍ଟକୁ ହାଜର ପାଇଁ ଅଣାଯାଉଥିଲା। ୟୁପିର ଦେଓରିଆରୁ ପୁଲିସ ଟିମ ଗୋପାଳଗଞ୍ଜରେ ପ୍ରବେଶ କରିବା ମାତ୍ରେ ମନୀଷ ଯାଦବ ଏସଟିଏଫ ଯବାନ ରୋଶନ କୁମାରଙ୍କ ପିସ୍ତଲ ଛଡ଼ାଇ ନେଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ରୋଶନଙ୍କ କାନ୍ଧରେ ବାଜିଥିଲା।

26 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର